ଜାତୀୟ

ଋଣ ପରିଶୋଧ ନ କରିଥିବା ଯାନବାହନ ଜବତ କରିବା ଭୁଲ: ପାଟନା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି …

ପାଟନା,୨୪।୫ : ପାଟନା ହାଇକୋର୍ଟ କହିଛନ୍ତି ଋଣ ଡିଫଲ୍ଟ ମାଲିକଙ୍କଠାରୁ ଯାନବାହନ ଜବତ କରିବା ଭୁଲ ଅଟେ। ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଜୀବନ ଏବଂ ଜୀବିକା ପାଇଁ ମୌଳିକ ଅଧିକାରର ଚରମ ଉଲ୍ଲଂଘନ । ଏଭଳି ଧମକପୂର୍ଣ୍ଣ କାର୍ଯ୍ୟ...

ଆସାମ, ମେଘାଳୟ ମୁଖ୍ୟମନ୍ତ୍ରୀ ସୀମା ବିବାଦକୁ ନେଇ କରିବେ ଚର୍ଚ୍ଚା

ଗୁଆହାଟୀ,୨୪।୫: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଓ ତାଙ୍କ ମେଘାଳୟ ସମକକ୍ଷ କୋନରାଡ ସଂଗମା ବୁଧାବାର ପରସ୍ପର ସହ ସାକ୍ଷାତ୍‌ କରିବେ। ଏହି ସାକ୍ଷାତକାରର ଉଦ୍ଦେଶ୍ୟ ହେଉଛି ଦୁଇ ରାଜ୍ୟ ମଧ୍ୟରେ ୬ଟି ଅବଶିଷ୍ଟ ଅଞ୍ଚଳରେ ସୀମା ବିବାଦର...

୪ ମାସରେ ସଡ଼କ ଦୁର୍ଘଟଣାରେ ୫ ହଜାରଙ୍କ ମୃତ୍ୟୁ: ମହାରାଷ୍ଟ୍ର ପୋଲିସ…

ନୂଆଦିଲ୍ଲୀ,୨୪।୫ : ସଡ଼କ ଦୁର୍ଘଟଣା ସମ୍ପର୍କିତ ପରିସଂଖ୍ୟାନ ରିପୋର୍ଟକୁ ମହାରାଷ୍ଟ୍ର ପୋଲିସ ଶେୟାର କରିଛି। ଏହି ରିପୋର୍ଟରେ ସଡକ ଦୁର୍ଘଟଣାର ମୃତ୍ୟୁ ଏବଂ ଆହତଙ୍କ ସୂଚନା ରହିଛି। ମହାରାଷ୍ଟ୍ର ପୋଲିସ କହିଛି ୨୦୨୨ ମସିହାରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୫...

ନୂଆ ସଂସଦ ଭବନ ମୋଦିଙ୍କ ଦୂରଦର୍ଶିତାର ପ୍ରମାଣ: ଅମିତ ଶାହା

ନୂଆଦିଲ୍ଲୀ,୨୪।୫: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଏବେ ସମସ୍ତ ବିରୋଧୀ ଦଳ ଏକାଠି ହୋଇଥିବା ଦେଖାଯାଇଛି। ଏବେ ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ତମାଖୁ-ଗୁଟଖା ଉପରେ ପ୍ରତିବନ୍ଧକ: ତାମିଲନାଡୁରେ ବର୍ଷେ ବଢ଼ିଲା ସମୟ ସୀମା…

ଚେନ୍ନାଇ,୨୪।୫ : ତାମିଲନାଡୁର ତମାଖୁ-ଗୁଟଖା ବ୍ୟବହାରକାରୀମାନଙ୍କୁ ପୁଣି ଥରେ ଝଟକା ଲାଗିଛି। ଉତ୍ପାଦନ ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା କମିଶନର ଏହି ସୂଚନା ଦେଇଛନ୍ତି। ଖାଦ୍ୟ ସୁରକ୍ଷା କମିଶନର ସୂଚନା ଦେଇଛନ୍ତି ଗୁଟଖା...

ସକ୍ରିୟ ମାମଲା ୭ ହଜାର ତଳେ…

ନୂଆଦିଲ୍ଲୀ, ୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

କେବଳ ମୋଦିଙ୍କ ନାମ ଲେଖିବାକୁ ନିର୍ମାଣ ହୋଇଛି ସଂସଦ ଭବନ, ରାଷ୍ଟ୍ରପତିଙ୍କୁ ବାହାରିବାକୁ ଦେଉନାହାନ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୪।୫: ନୂଆ ସଂସଦ ଭବନ ନିର୍ମାଣକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ବଢିବାରେ ଲାଗିଛି। ଶିବସେନା(ୟୁବିଟି)ର ନେତା ସଞ୍ଜୟ ରାଉତ ବୁଧବାର କହିଛନ୍ତି, ସମସ୍ତ ବିରୋଧୀ ଦଳ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ବହିଷ୍କାର କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି...

ନୂଆ ସଂସଦ ଭବନ ଉଦଘାଟନ ନେଇ ଅଡୁଆରେ ଭାଜପା, ୧୯ ରାଜନୈତିକ ଦଳ ଉତ୍ସବକୁ କରିଛନ୍ତି ବର୍ଜନ…

ନୂଆଦିଲ୍ଲୀ,୨୪।୫ : ନୂଆ ସଂସଦ ଭବନର ଉଦଘାଟନକୁ ନେଇ କ୍ରମାଗତ ରାଜନୈତିକ ସ୍ଥିତି ଜଟିଳ ହେବାରେ ଲାଗିଛି। ୨୮ ମଇରେ ହେବାକୁ ଥିବା ଏହି ସମାରୋହକୁ ଅନେକ ରାଜନୈତିକ ଦଳ ବର୍ଜନ କରିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ...

ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହିଁ: ପାଓ୍ବାର

ପୁଣେ, ୨୪।୫: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କାର୍ଯ୍ୟ କରୁଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବା ଲାଗି ଦୌଡ଼ରେ ନ ଥିବା...

ଏମଭିଏ ଆସନ ଭାଗବଣ୍ଟା: ଯୋଗ୍ୟତା ଆଧାର ଉପରେ ଗୁରୁତ୍ୱାରୋପ କଲା କଂଗ୍ରେସ…

ମୁମ୍ବାଇ,୨୪।୫ : ସମସ୍ତ ଦଳ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳର ଏକମାତ୍ର ଲକ୍ଷ୍ୟ ହେଉଛି ଭାଜପାକୁ ପରାସ୍ତ କରିବା। ଏହି ବିଷୟରେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ଏକ କାର୍ଯ୍ୟନିର୍ବାହୀ ବୈଠକ...

ମୋଦିଙ୍କ ଦାଦାଗିରି ଅସହ୍ୟ ହେବାରେ ଲାଗିଛି: ସଞ୍ଜୟ ସିଂ…

ନୂଆଦିଲ୍ଲୀ,୨୪।୫ : ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ ପଲିସିରେ ହୋଇଥିବା ସ୍କାମକୁ ନେଇ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ଜାରି ରହିଛି। ସଦ୍ୟତମ ମାମଲାରେ ବରିଷ୍ଠ ଆମ ଆଦମୀ ପାର୍ଟି ନେତା ତଥା ଏମପି ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ...

କ୍ରୟ ପରେ ଦେୟ ପୂର୍ବରୁ ଦେବାକୁ ପଡିବ ନାହିଁ ଫୋନ ନମ୍ବର, ଗ୍ରାହକ ଫୋରମ ପକ୍ଷରୁ ଆଡଭାଇଜରୀ ଜାରି …

ନୂଆଦିଲ୍ଲୀ,୨୪।୫ : ବର୍ତ୍ତମାନ କ୍ରୟ ପରେ ଦେୟ ପୂର୍ବରୁ ଆଉ ଫୋନ ନମ୍ବର ଦେବାକୁ ପଡିବ ନାହିଁ। ଏନେଇ ଗ୍ରାହକ ଫୋରମ ପକ୍ଷର ଆଡଭାଇଜରୀ ଜାରି କରାଯାଇଛି। ଗ୍ରାହକ ବ୍ୟାପାର ବିଭାଗ ଏହି ପ୍ରକ୍ରିୟା ଉପରେ ଏକ ଯାଞ୍ଚ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri