ଜାତୀୟ

ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଲେ ନୀତୀଶ କୁମାର, ସାଙ୍ଗରେ ଅଛନ୍ତି ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ସମୟରେ ସେ ଆମ ଆଦମୀ ପାର୍ଟି (ଏଏପି)ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ତାଙ୍କ ସହ ତେଜସ୍ବୀ ଯାଦବ, ସଞ୍ଜୟ ଝା,...

ବିଦେଶ ଗସ୍ତରେ ମୋଦିଙ୍କୁ ମିଳିବ ‘ଦୁର୍ଲଭ’ ସମ୍ମାନ, ହାତ ଗଣତି ନେତାଙ୍କୁ ମିଳିଥାଏ ଏହି ସମ୍ମାନ

ନୂଆଦିଲ୍ଲୀ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଦେଶର ଗସ୍ତ କାର୍ଯ୍ୟକ୍ରମକୁ ନେଇ ପ୍ରଥମେ ଜାପାନରେ ପହଞ୍ଚିଛନ୍ତି। ସେଠାରେ ସେ ଜାପାନର ହିରୋଶିମା ସହରରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାପରେ ମୋଦି ହିନ୍ଦ ପ୍ରଶାନ୍ତ ମହାସାଗର ସ୍ଥିତ...

କେଜରିଓ୍ବାଲଙ୍କୁ ଭେଟିବେ ନୀତୀଶ

ନୁଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୧ଟା ୩୦ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏପ୍ରିଲରେ ନୀତୀଶ କୁମାର ଅରବିନ୍ଦ କେଜରିଓ୍ବାଙ୍କୁ ସାକ୍ଷାତ୍‌...

ବଜାରରେ ରେନୋ କାଇଗରର ପରିବର୍ଦ୍ଧିତ ରେଞ୍ଜ

ନୂଆଦିଲ୍ଲୀ,୨୧।୫: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌(ରେନୋ)ର ଲୋକପ୍ରିୟ ଏବଂ ପ୍ରମୁଖ ଭାରିଆଣ୍ଟ ରେନୋ କାଇଗରର ପରିବର୍ଦ୍ଧିତ ରେଞ୍ଜକୁ ନିକଟରେ ବଜାର ପ୍ରବେଶ କରାଯାଇଛି। ସେହିଭଳି ବର୍ତ୍ତମାନ ରେନୋ କାଇଗରର ଆର୍‌ଏକ୍ସଟି(ଓ) ଏମ୍‌ଟି ଭାରିଆଣ୍ଟ ବଜାରରେ ଉପଲବ୍ଧ...

ଅଭିଷେକଙ୍କୁ ୬ ଘଣ୍ଟା ଜେରା

କୋଲକାତା,୨୦।୫:ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କୁ ୬ ଘଣ୍ଟା ଜେରା କରିଛି। କୋଲକାତା ନିଜାମ ପ୍ୟାଲେସ୍‌ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଅଭିଷେକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ...

କିରନ ପଟେଲଙ୍କ ବିରୋଧରେ ଇଡି ମାମଲା

ନୂଆଦିଲ୍ଲୀ, ୨୦ା୫(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଧିକାରୀ ଭାବେ ମିଛ ପରିଚୟ ନେଇ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ଗୁଜରାଟର ମହାଠକ କିରନ୍‌ ପଟେଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମ୍‌ଏଲ୍‌ଏରେ ମାମଲା ରୁଜୁ କରିଛି। ଗତ...

ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୧ା୫: ୧୯୮୪ ମସିହା ଶିଖ୍‌ ବିରୋଧୀ ଦଙ୍ଗା ସହ ଜଡ଼ିତ ପୁଲ ବଙ୍ଗାଶ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା...

କୃତ୍ରିମ ଗୋଡ଼ରେ ଏଭରେଷ୍ଟ ଆରୋହଣ କଲେ ପୂର୍ବତନ ସୈନ୍ୟ

କାଠମାଣ୍ଡ,୨୧ା୫: ଦୁଇ ଗୋଡ଼ ହରାଇଥିବା ପୂର୍ବତନ ବ୍ରିଟିଶ୍‌ ଗୁର୍ଖା ସୈନ୍ୟ ବିଶ୍ୱର ସବୁଠୁ ବଡ଼ ଗିରିଶୃଙ୍ଗ ଚଢ଼ି ଚର୍ଚ୍ଚାକୁ ଆସିଛନ୍ତି। ୪୩ ବର୍ଷୀୟ ହରି ବୁଧମଗର କୃତ୍ରିମ ଗୋଡ଼ରେ ମାଉଣ୍ଟ ଏଭରେଷ୍ଟର ୮୮୪୮.୮୬ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ି ଇତିହାସ...

ମୁକ୍ତ ଓ ସ୍ଥିର ଇଣ୍ଡୋ-ପାସିଫିକ୍‌କୁ ଗୁରୁତ୍ୱ

ହିରୋଶିମା,୨୧ା୫: ଜାପାନର ହିରୋଶିମାରେ ଶନିବାର କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ନେତାମାନଙ୍କ ବୈଠକରେ ଚାଇନାକୁ ଦୃଢ଼ ବିରୋଧ କରାଯାଇଛି। ସେମାନେ ଚାଇନାର ନାଁ ନେଇ ନ ଥିଲେ ମଧ୍ୟ ମିଳିତ ବିବୃତିରେ କମ୍ୟୁନିଷ୍ଟ ମହାଶକ୍ତିକୁ ଟାର୍ଗେଟ କରିବା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ...

ରାହୁଲ-ୟେଚୁରୀ ଭେଟ: ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସିପିଏମ ମହାସଚିବ ସୀତାରାମ ୟେଚୁରୀ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ। ଏହି ଦୃଶ୍ୟ ଶନିବାର ବେଙ୍ଗାଲୁରୁରେ କ୍ୟାମେରାରେ କଏଦ ହୋଇଥିଲା।...

ଆଉ ଉଡ଼ିବନି ମିଗ୍‌-୨୧: ବାୟୁସେନାର ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୦।୫ : ରାଜସ୍ଥାନରେ ଘଟିଥିବା ମିଗ୍‌-୨୧ ବିମାନ ଦୂର୍ଘଟଣା ପରେ ଏବେ ବାୟୁସେନା ଏହି ବିମାନ ନ ଉଡ଼ାଇବାକୁ ବଡ଼ ଘୋଷଣା କରିଛି। ଲଗାତାର ଦୁର୍ଘଟଣା ଘଟୁଥିବାରୁ ବାୟୁସେନା ମିଭ୍‌-୨୧ର ସମଗ୍ର ସ୍କ୍ବାଡ୍ରନର ଉଡ଼ାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ପ୍ରଥମ କ୍ୟାବିନେଟ ବୈଠକରେ ୫ ପ୍ରତିଶ୍ରୁତି ପୂରଣ ପାଇଁ ପଦକ୍ଷେପ ନେଲେ ସିଦ୍ଧରମୈୟା…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କାର୍ଯ୍ୟାନୁଷ୍ଠାନ ମୋଡରେ ଆସିଛନ୍ତି। ନିର୍ବାଚନ ପୂର୍ବରୁ ଦଳ ପ୍ରତିଶ୍ରୁତି ଦେଇଥିବା ପାଞ୍ଚଟି ଗ୍ୟାରେଣ୍ଟି ପ୍ରଥମ କ୍ୟାବିନେଟ ବୈଠକରେ ପୂରଣ କରିବା ଲାଗି ସିଦ୍ଧରମୈୟା ପଦକ୍ଷେପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri