ଜାତୀୟ

‘ଦ କେରଲା ଷ୍ଟୋରି’ ବ୍ୟାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି

ନୂଆଦିଲ୍ଲୀ,୧୮।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ବ୍ୟାନ କରିବା ବିରୋଧରେ ଫିଲ୍ମ ନିର୍ମାତାଙ୍କ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ଆବେଦନରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫିଲ୍ମ ଉପରେ ହୋଇଥିବା ରୋକ୍‌କୁ ହଟାଇବାକୁ ଦାବି କରାଯାଇଛି। ବରିଷ୍ଠ...

୨ୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଦାରାମାୟା ଜେଡିଏସ ଛାଡି କଂଗ୍ରେସ ହାତ ଧରିଥିଲେ, ଏଭଳି ଥିଲା ରାଜନୈତିକ କ୍ୟାରିୟର

ବେଙ୍ଗାଲୁରୁ,୧୮।୫: ଚାରି ଦିନର କସରତ ପରେ ଗୁରୁବାର କଂଗ୍ରେସ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ତେବେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟାଙ୍କୁ କଂଗ୍ରେସ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଛି। କର୍ନାଟକର...

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଦାୟୀ ରିଜିଜୁ…

ନୂଆଦିଲ୍ଲୀ,୧୮।୫ : ତେବେ ମନ୍ତ୍ରଣାଳୟର ପରିବର୍ତ୍ତନ ପରେ ତାଙ୍କର ପ୍ରଥମ ଟୁଇଟରେ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇନ ମନ୍ତ୍ରୀ ଭାବରେ ତାଙ୍କୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

ରିଜିଜୁଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା: କହିଲେ ବିଫଳ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୫ : ଗୁରୁବାର ସକାଳେ କିରେନ ରିଜିଜୁଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କୁ ଆଇନ ମନ୍ତ୍ରଣାଳୟର ହଟାଯାଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ତାଙ୍କ ହାତରୁ ପଦବୀ ଯିବାମାତ୍ରେ ରିଜିଜୁଙ୍କ ଉପରେ ବିରୋଧୀ ଦଳ ସଦସ୍ୟମାନଙ୍କ ପକ୍ଷରୁ...

କମନ ସିଭିଲ କୋଡ, ନ୍ୟାୟପାଳିକା ସହ ବିବାଦ, ମୋଦିଙ୍କ ଅସନ୍ତୋଷ ଯୋଗୁ ଗଲା କି କିରେନ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଗୁରୁବାର ଏକ ବଡ ଧରଣର ପରିବର୍ତ୍ତନ କରାଯାଇଛି। କେନ୍ଦ୍ରର ମୋଦି କ୍ୟାବିନେଟରୁ କିରେନ ରିଜିଜୁଙ୍କ ଠାରୁ ଆଇନ ମନ୍ତ୍ରଣାଳୟକୁ କାଢି ନିଆଯାଇଛନ୍ତି। ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ...

ସୋନିଆଙ୍କ ଗୋଟିଏ ଫୋନ କଲ, ଆଉ ଜିଦ୍‌ ଛାଡ଼ିଲେ ଶିବକୁମାର…

ବେଙ୍ଗାଲୁରୁ,୧୮।୫ : କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହେବେ। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ମୁଖ୍ୟନ୍ତ୍ରୀ ହେବାକୁ ଜିଦ ଧରିଥିବା ଶିବକୁମାରଙ୍କୁ ମନାଇବା ସହ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏଥିରେ ସବୁଠାରୁ ବଡ ଭୂମିକା...

ଡି.କେ ଶିବକୁମାର ଏକେଲା ଉପ ମୁଖ୍ୟମନ୍ତ୍ରୀ, ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ, କର୍ନାଟକରେ ୨୦ ମେ’ରେ ଶପଥ ଗ୍ରହଣ

ବେଙ୍ଗାଲୁରୁ,୧୮।୫: କର୍ନାଟକ ବିଧାନସଭା ନିର୍ବାଚନ ପରେ ଏବେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଅଫିସିୟାଲି ଘୋଷଣା କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ହୋଇଥିବା ବେଳେ ଡି.କେ ଶିବକୁମାର ଏକେଲା ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ...

ଟେଲିକମ ଅପରେଟରରୁ ଏମପି, ଆଜିବି ପାର୍ଲାମେଣ୍ଟ ଯାଆନ୍ତି ସାଇକେଲରେ

ନୂଆଦିଲ୍ଲୀ,୧୮।୫: ଅର୍ଜୁନ ରାମ ମେଘୱାଲ ତାଙ୍କର ସରଳତା ପାଇଁ ବେଶ ଜଣାଶୁଣା । ସେ ଏମିତି ଜଣେ ନେତା ଯିଏ ନିଜର ପରିଚୟ ଏବଂ ସରଳତାକୁ ସର୍ବଦା ଗୁରୁତ୍ୱ ଦେଇଥାଆନ୍ତି। ସବୁବେଳେ ରାଜସ୍ଥାନର ପଗଡିକୁ ନିଜ ମୁଣ୍ଡରେ ସଜାଇଥିବା ମେଘୱାଲଙ୍କ...

ଇଡିରେ ହାଜର ହେଲେ ରାବ୍ରି ଦେବୀ

ପାଟନା,୧୮।୫: ଜମି ବଦଳରେ ଚାକିରି ଦେବା ମାମଲାରେ ଗୁରୁବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ତ୍ରୀ ରାବ୍ରି ଦେବୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହି ବିଷୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ...

ଡିଲିଟ୍‌ ହେବ ଗୁଗ୍‌ଲର ଇନଆକ୍ଟିଭ୍‌ ଆକାଉଣ୍ଟ

ନୂଆଦିଲ୍ଲୀ,୧୮।୫: ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଆକ୍ଟିଭ ଅଛି ତ। ଯଦି ଦୁଇ ବର୍ଷରୁ ଅଧିକ ହେଲାଣି ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଇନଆକ୍ଟିଭ୍‌ ଅଛି ତେବେ ସେଗୁଡିକ ଡିଲିଟ୍‌ ହୋଇଯିବ। ଇନଆକ୍ଟିଭ୍‌ ଆକାଉଣ୍ଟଗୁଡିକୁ ଡିସେମ୍ବର ୨୦୨୩ରୁ ଗୁଗ୍‌ଲ ଡିଲିଟ କରିବା ନେଇ...

ଜଲିକାଟ୍ଟୁର ଆଇନଗତ ବୈଧତା କାଏମ…

ଚେନ୍ନାଇ,୧୮।୫ : ଜଲିକାଟ୍ଟୁଙ୍କୁ ଏକ ଖେଳ ଭାବରେ ସ୍ବୀକୃତି ଦେଇଥିବା ତାମିଲନାଡୁ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଅଦାଲତ ଦର୍ଶାଇଛନ୍ତି ତାମିଲନାଡୁ କ୍ରୁଏଲିଟି ଟୁ ଆନିମଲ୍ସ ଆକ୍ଟ (ସଂଶୋଧନ), ୨୦୧୭ ଅନୁଯାୟୀ ପ୍ରାଣୀମାନଙ୍କ ଉପରେ ହେଉଥିବା ନିର୍ଯାତନା ଏବଂ...

ଶିବକୁମାର ରାଜି, ସୁରେଶ ଅରାଜି…

ବେଙ୍ଗାଲୁରୁ,୧୮।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରୁଥିବା ଡି.କେ ଶିବକୁମାର ଉପମୁଖ୍ୟନ୍ତ୍ରୀ ହେବେ। ଦଳର ସ୍ବାର୍ଥରେ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri