ଜାତୀୟ

ଉପ ହେବାକୁ ଶିବକୁମାରଙ୍କ ନା

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୮ା୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳ ମେ’ ୧୩ରେ ଆସିଥିଲା। ୨୨୪ ଆସନ ମଧ୍ୟରୁ କଂଗ୍ରେସ ୧୩୫ ଦଖଲକରି ଅଭୂତପୂର୍ବ ବିଜୟ ହାସଲ କରିଛି। ଗୁରୁବାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ଗ୍ରହଣ ପାଇଁ ମଞ୍ଚ ସଜ୍ଜା...

ପ୍ରୋଫେଟ୍‌ ମହମ୍ମଦଙ୍କ ଉପରେ ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତେଜନା

ଶାହଜାହାନପୁର,୧୭ା୫: ସୋସିଆଲ ମିଡିଆରେ ପ୍ରୋଫେଟ୍‌ ମହମ୍ମଦଙ୍କ ଉପରେ ଜଣେ ଯୁବକ ଶେୟାର କରିଥିବା ଏକ ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲାସ୍ଥିତ ତିଲହାରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ...

ଏଲ୍‌ପିଜି ସିଲିଣ୍ଡର ଉପରେ ଏଣିକି ମିଳିପାରେ ସବ୍‌ସିଡି

ନୂଆଦିଲ୍ଲୀ,୧୭ା୫: କର୍ନାଟକ ନିର୍ବାଚନରେ ଦେଖାଯାଇଥିବା ମୁଦ୍ରାସ୍ଫୀତିର ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ଖୁଚୁରା ମୁଦ୍ରାସ୍ଫୀତିକୁ ସବୁ ମୂଲ୍ୟରେ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। କାରଣ ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ନିର୍ବାଚନ ହେବ। ଯେଉଁଠାରେ...

ସଲମାନଙ୍କ ଭଉଣୀଙ୍କ ଘରୁ ୫ ଲକ୍ଷ ଟଙ୍କାର କାନଫୁଲ ଚୋରି କରି ବନ୍ଧାହେଲେ ଚାକର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତାଙ୍କ ଘରୁ ମଙ୍ଗଳବାର ରାତିରେ ଚୋରି ହୋଇଥିଲା। ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଦାୟର ପରେ ପୋଲିସ ଅର୍ପିତାଙ୍କ ଚାକରଙ୍କୁ ଗିରଫ କରିଛି। ଅର୍ପିତାଙ୍କ ହୀରାର ଏକ କାନଫୁଲ...

ବିମାନରେ ଧୂମପାନ କରି ବନ୍ଧା ହେଲେ ଯାତ୍ରୀ

ବେଙ୍ଗାଲୁରୁ,୧୭ା୫: ବିମାନ ଶୌଚାଳୟରେ ଧୂମପାନ କରି ଜଣେ ଯାତ୍ରୀ ଗିରଫ ହୋଇଛନ୍ତି। ଆଲାସ୍କା ବିମାନରେ ଯାତ୍ରା କରୁଥିବା ଏହି ଯାତ୍ରୀ ଜଣକ ଶୌଚାଳୟରେ ଧୂମପାନ କରୁଥିବା ବିମାନର କ୍ରୁ ସଦସ୍ୟମାନେ ଜାଣି ପାରି ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିଥିଲେ।...

‘ପ୍ରେମ ବିବାହରେ ହେଉଛି ସବୁଠାରୁ ଅଧିକ ଛାଡପତ୍ର’

ନୂଆଦିଲ୍ଲୀ,୧୭।୫: ପ୍ରେମ ବିବାହରେ ହେଉଛି ସବୁଠାରୁ ଅଧିକ ଛାଡପତ୍ର। ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଛାଡପତ୍ରର ଅଧିକାଂଶ ମାମଲା କେବଳ ପ୍ରେମ ବିବାହ ପରେ ଆସୁଛି। ଏହି ମାମଲାରେ ମଧ୍ୟସ୍ଥତା କରି ସମାଧାନ କରିବା...

ଡି.କେ ଶିବକୁମାରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୭।୫: ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର କର୍ନାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶିବକୁମାରଙ୍କ ବିରୋଧରେ ତଦନ୍ତରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇବାକୁ ଅନୁମତି ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ। ତେବେ ଏଥିପାଇଁ ସିବିଆଇ ସୁପ୍ରିମକୋର୍ଟରେ...

୨୦୨୪ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ହେବେ କି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ଏପରି କହିଲେ…

ନୂଆଦିଲ୍ଲୀ,୧୭।୫:ସମସ୍ତ ରାଜନୈତିକ ଦଳ ୨୦୨୪ ଲୋକସଭ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏଥର ବିରୋଧୀ ଏକଜୁଟ ହୋଇ ଭାଜପାକୁ ପରାସ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହି ସମୟରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଦଳର...

ରାଜନୀତି ପୂର୍ବରୁ ପରିବାର ବିରୋଧରେ ଯାଇ ଓକିଲାତି କରିଥିଲେ ସିଦ୍ଦରାମାୟା

ବେଙ୍ଗାଲୁରୁ,୧୭।୫:କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ପରେ ଦଳ ବୁଧବାର ମୁଖ୍ୟମନ୍ତ୍ରୀ ପଦ ନାମ ଚୂଡାନ୍ତ କରିଛି। ସୂଚନାନୁସାରେ, ଦଳର ହାଇକମାଣ୍ଡ ସିଦ୍ଦାରାମାୟଙ୍କ ଉପରେ ମୋହର ମାରିଛନ୍ତି। ତେବେ ସେ ରାଜନୀତି ପୂର୍ବରୁ ପରିବାର ବିରୋଧରେ ଯାଇ ଓକିଲାତି...

ସିଦ୍ଦାରାମାୟା ହେବେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୭।୫: ଚାରି ଦିନର ମନ୍ଥନ ପରେ କଂଗ୍ରେସ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ କରିଛି। ଦଳ ପୁଣି ଥରେ ସିଦ୍ଦାରାମାୟାଙ୍କ ଉପରେ ବିଶ୍ୱାସ କରିଛି। ସୂତ୍ର ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସିଦ୍ଦାରାମାୟାଙ୍କ ନାମରେ ମୋହର ମାରିଛନ୍ତି। ହେଲେ...

‘ମେଟା ଇଣ୍ଡିଆ’ରୁ ଇସ୍ତଫା ଦେଲେ ଆଉ ଜଣେ ବଡ ଅଧିକାରୀ

ନୂଆଦିଲ୍ଲୀ,୧୭।୫:ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଫେସବୁକ୍‌ର ସହାୟକ କମ୍ପାନୀ ମେଟାର ଜଣେ ବଡ ଅଧିକାରୀ ମେଟାରୁ ଅଲଗା ହୋଇଛନ୍ତି। ସେ ହେଉଛନ୍ତି ଭାରତର ମେଟାର ଡାଇରେକ୍ଟର ଏବଂ ପାର୍ଟନରସିପ୍‌ ହେଡ୍‌ ମନୀପ ଚୋପ୍ରା। ସେ ମଙ୍ଗଳବାର ଲିଙ୍କ୍‌ଡିନ୍‌ରେ ଇସ୍ତଫା ଦେଇଛନ୍ତି ବୋଲି...

କର୍ନାଟକରେ ଭାଜପା ହରିବା ନେଇ ନିଜକୁ ଦାୟୀ କଲେ ବୋମ୍ମାଇ

ବେଙ୍ଗାଲୁରୁ,୧୭।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ହୋଇଛି। ଯାହା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ମନ୍ଥନ ଚାଲିଛି। ଏହି ସମୟରେ ଭାଜପା ହାରିବାର କାରଣ ଦର୍ଶାଇ ନିଜକୁ ଦାୟୀ ବୋଲି କହିଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri