ଜାତୀୟ

ଘରୋଇ ଚାକିରିଆ ହେବେ ସରକାରୀ ବାବୁ

ନୂଆଦିଲ୍ଲୀ,୧୭ା୫: ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଭାବେ ଠିକା ନିଯୁକ୍ତି ଦେବାକୁ ଯାଉଛନ୍ତି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି)କୁ ଏନେଇ...

ଜେଲ ଗଲେ ଡିଆର୍‌ଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୭ା୫: ପାକିସ୍ତାନର ଗୋଇନ୍ଦା ସଂସ୍ଥାକୁ ଗୋପନୀୟ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ ଡିଆର୍‌ଡିଓ ବୈଜ୍ଞାନିକ ଡ. ପ୍ରଦୀପ କୁରୁଲକରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ମହାରାଷ୍ଟ୍ର ପୁଣେର ଏକ ସ୍ବତନ୍ତ୍ର ଅଦାଲତ...

ଆତଙ୍କ ସୃଷ୍ଟି କରନାହିଁ

ନୂଆଦିଲ୍ଲୀ, ୧୭ା୫ (ଆଇଏଏନ୍‌ଏସ୍‌): ଛତିଶଗଡ଼ରେ ୨,୦୦୦ କୋଟି ଟଙ୍କାର ମଦ ଦୁର୍ନୀତିର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କର ବାତାବରଣ ସୃଷ୍ଟି ନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାରେ...

ଅଜଣା ସୂତ୍ରରୁ ଆଞ୍ଚଳିକ ଦଳର ଆୟ ୮୮୭.୫୫ କୋଟି

ନୂଆଦିଲ୍ଲୀ,୧୭ା୫: ୨୦୨୧-୨୨ ଆର୍ଥିକବର୍ଷରେ ଆଞ୍ଚଳିକ ଦଳଗୁଡ଼ିକ ଅଜଣା ସୂତ୍ରରୁ ୮୮୭.୫୫ କୋଟି ଟଙ୍କା ଆୟ କରିଛନ୍ତି, ଯାହାକି ସେମାନଙ୍କ ମୋଟ ଆୟର ୭୬% ବୋଲି ଆସୋସିଏଶନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ...

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରିଶଙ୍କର ତିୱାରୀଙ୍କ ପରଲୋକ…

ଲକ୍ଷ୍ନୌ,୧୬।୫ : ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରିଶଙ୍କର ତିୱାରୀଙ୍କର ମଙ୍ଗଳବାର ଗୋରଖପୁରରେ ପରଲୋକ ଘଟିଛି। ୟୁପିର ବାହୁବଳି ନେତା ପଣ୍ଡିତ ହରି ଶଙ୍କର ତିୱାରୀ, ଅଖିଲ ଭାରତୀୟ ଲୋକତାନ୍ତ୍ରିକ କଂଗ୍ରେସର ପ୍ରତିଷ୍ଠାତା ତଥା ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ...

ଛତିଶଗଡ଼-ମଧ୍ୟପ୍ରଦେଶ ନେଇ ଭାଜପାର ଚିନ୍ତା ବଢ଼ିଲା…

ନୂଆଦିଲ୍ଲୀ,୧୬।୫ : କର୍ନାଟକ ନିର୍ବାଚନ ଫଳାଫଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଚିନ୍ତା ବଢ଼ାଇ ଦେଇଛି। ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକରେ ପରାଜୟ ଆଗାମୀ ଲୋକସଭା ନିର୍ବାଚନରେ କିଭଳି ପ୍ରଭାବ ପକାଇବ ତାହା ଦଳ ଗଭୀର...

କର୍ନାଟକ ଫଳାଫଳର ସାଇଡ ଇଫେକ୍ଟ: ଏମପିଙ୍କୁ ମାସକ ମଧ୍ୟରେ ରିପୋର୍ଟ କାର୍ଡ ତଲବ କଲେ ଭାଜପା ହାଇକମାଣ୍ଡ…

ନୂଆଦିଲ୍ଲୀ,୧୬।୫ : କର୍ନାଟକରେ ହୋଇଥିବା ଅପମାନଜନକ ପରାଜୟରେ ଅସନ୍ତୁଷ୍ଟ ହୋଇ ଭାଜପା ଏହାର ସମସ୍ତ ଏମପିଙ୍କ ରିପୋର୍ଟ କାର୍ଡ ମାଗିଛି। ସମସ୍ତ ରାଜ୍ୟ ସଭାପତିଙ୍କୁ ଏକ ମାସ ମଧ୍ୟରେ ସମସ୍ତ ଏମପିଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିବା...

କିଏ ହେବେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତି ବୁଧବାରକୁ ଲଟକିଲା…

ବେଙ୍ଗାଲୁରୁ,୧୬।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଂଗ୍ରେସ ହାଇ କମାଣ୍ଡ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମସ୍ତ ନେତାଙ୍କୁ ଭେଟି ସାରିଛନ୍ତି। ସୂତ୍ରରୁ ପ୍ରକାଶ ମଲ୍ଲିକାର୍ଜୁନ...

ସୁପ୍ରିମକୋର୍ଟକୁ ମିଳିପାରନ୍ତି ଦୁଇ ନୂଆ ବିଚାରପତି, ଏହି ଦୁଇ ଜଣଙ୍କ ନାମ ଉପରେ କେନ୍ଦ୍ରକୁ ସୁପାରିଶ୍‌ କଲେ କଲେଜିୟମ

ନୂଆଦିଲ୍ଲୀ,୧୬।୫:ସୁପ୍ରିମକୋର୍ଟର ବିଚାରପତିଙ୍କ ପାଇଁ ୩୪ ଟି ସୀକୃତିପ୍ରାପ୍ତ ପଦବୀରୁ ୨ ଟି ପଦବୀ ଖାଲି ଅଛି। ମଙ୍ଗଳବାର କଲେଜିୟମ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନଙ୍କ ନିଯୁକ୍ତି ପାଇଁ କେନ୍ଦ୍ର...

କଂଗ୍ରେସ ଅନୁମତି ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଲଢ଼ିବି ନିର୍ବାଚନ: ଦିଗବିଜୟ ସିଂ…

ଭୋପାଳ,୧୬।୫ : ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ହୋଇସାରିଛି। ଏବେ ରାଜନେତାଙ୍କ ମଧ୍ୟରେ ଆରୋପପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର...

ହ୍ୟାଲୋ ମୁଁ ମୋ ଘରର ସମସ୍ତଙ୍କୁ ହତ୍ୟା କରି ଦେଇଛି… ଫୋନ କରି ନିଜେ କଲେ ଆତ୍ମହତ୍ୟା…

ନୂଆଦିଲ୍ଲୀ,୧୬।୫ : ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୬ ବର୍ଷର ଝିଅଙ୍କୁ ହତ୍ୟା କରି ଛୁରୀରେ ପୁଅ ଯୁବରାଜଙ୍କୁ ଆକ୍ରମଣ କରିଥିଲେ। ପୁଅ...

କୋର୍ଟଙ୍କୁ ବିହାର ପୋଲିସର ଅବମାନନା: ନିର୍ଦ୍ଦେଶ ପରେ ବି ଦାଏର ହୋଇନି ୧୫ ହଜାର ମାମଲା…

ପାଟନା,୧୬।୫ : ବିହାର ପୋଲିସ ବିଭାଗର କ୍ଷମତା ଏବେ କୋର୍ଟ ଅପେକ୍ଷା ବଡ଼ ହୋଇଥିବାର ଦେଖାଯାଉଛି। କାରଣ ବର୍ତ୍ତମାନ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରୁନାହିଁ। ପୋଲିସର ରେକର୍ଡ ଏହା ପ୍ରମାଣ କରୁଛି। ବାସ୍ତବରେ, ରାଜ୍ୟର ବିଭିନ୍ନ ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri