ଜାତୀୟ

କୋର୍ଟଙ୍କୁ ବିହାର ପୋଲିସର ଅବମାନନା: ନିର୍ଦ୍ଦେଶ ପରେ ବି ଦାଏର ହୋଇନି ୧୫ ହଜାର ମାମଲା…

ପାଟନା,୧୬।୫ : ବିହାର ପୋଲିସ ବିଭାଗର କ୍ଷମତା ଏବେ କୋର୍ଟ ଅପେକ୍ଷା ବଡ଼ ହୋଇଥିବାର ଦେଖାଯାଉଛି। କାରଣ ବର୍ତ୍ତମାନ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରୁନାହିଁ। ପୋଲିସର ରେକର୍ଡ ଏହା ପ୍ରମାଣ କରୁଛି। ବାସ୍ତବରେ, ରାଜ୍ୟର ବିଭିନ୍ନ ପୋଲିସ...

‘ପୋନିୟିନ ସେଲଭାନ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ଲାଇକା ପ୍ରଡକ୍ସନ୍ସ ଉପରେ ଇଡିର ଚଢାଉ

ଚେନ୍ନାଇ,୧୬।୫: ତାମିଲନାଡୁର ରାଜଧାନୀ ଚେନ୍ନାଇର ଲାଇକା ପ୍ରଡକ୍ସନ୍ସ ପରିସରରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଯାଞ୍ଚ କରିଛି। ଏହି କମ୍ପାନୀ ବକ୍ସ ଅଫିସରେ ହିଟ ଚଳଚ୍ଚିତ୍ର ‘ପୋନିୟିନ ସେଲଭାନ-୧’ ଏବଂ ‘ପୋନିୟିନ ସେଲଭାନ-୨’ ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରଡକ୍ସନ...

ସୁପ୍ରିମକୋର୍ଟଙ୍କ ଅବକାଶ ବେଞ୍ଚ ହାଇବ୍ରିଡ ମୋଡରେ କରିବେ ଶୁଣାଣି: ସିଜେଆଇ…

ନୂଆଦିଲ୍ଲୀ,୧୬।୫ : ସୁପ୍ରିମକୋର୍ଟଙ୍କ ଅବକାଶ ବେଞ୍ଚ ହାଇବ୍ରିଡ ମୋଡ (ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମୋଡ) ରେ ଶୁଣାଣି କରିବ ଯାହା ଦ୍ୱାରା ଆଇନଜୀବୀମାନେ ବିଭିନ୍ନ ସ୍ଥାନରୁ ହାଜର ହୋଇପାରିବେ। ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ ମଙ୍ଗଳବାର ଏହା...

ପଶ୍ଚିମବଙ୍ଗର ବାଣ କାରଖାନାରେ ବିସ୍ଫୋରଣ: ୭ ମୃତ

କୋଲକାତା,୧୬।୫: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲାର ଏଗ୍ରାଠାରେ ଏକ କାରଖାନା ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ବିସ୍ଫୋରଣ ଏକ ବେଆଇନ ବାଣ କାରଖାନାରେ ଘଟିଛି।...

ଡାକ୍ତରଙ୍କୁ ଜେନେରିକ ଔଷଧ ଲେଖିବାକୁ କେନ୍ଦ୍ରର ନିର୍ଦ୍ଦେଶ, ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୧୬।୫ : ବର୍ତ୍ତମାନ କେନ୍ଦ୍ର ସରକାର ଜେନେରିକ ଔଷଧ ବ୍ୟବହାରକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ନିର୍ଦ୍ଦେଶ ଜାରି କରି କେନ୍ଦ୍ର ସରକାର ସମସ୍ତ ଡାକ୍ତରଙ୍କୁ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦେଇଛନ୍ତି। ସରକାର କହିଛନ୍ତି ଯଦି...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ ମୃତ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶର ଫତେହପୁର ଜିଲାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଜେହାନାବାଦର ଚିଲି ମୋଡ ନିକଟରେ ଘଟିଛି।...

ଜୁନ ୪ରେ କେରଳ ଛୁଇଁବ ମୌସୁମୀ: ହେବ ସାମାନ୍ୟ ବିଳମ୍ବ…

ନୂଆଦିଲ୍ଲୀ,୧୬।୫ : ଚଳିତ ବର୍ଷ ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପୂର୍ବାନୁମାନ କରିଛି। ତେବେ ମୌସୁମୀର ଏହି ଧାର୍ଯ୍ୟ ସମୟ ସାମାନ୍ୟ ବିଳମ୍ବକୁ ଦର୍ଶାଉଛି ବୋଲି ପାଣିପାଗ...

ମେ’୩୧ରେ ଆମେରିକା ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩୧ ମେ’ରେ ଏକ ସପ୍ତାହ ପାଇଁ ଆମେରିକା ଗସ୍ତ କରିବେ। ଏହି ସମୟରେ ସେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନରେ ଜୁନ ୪ରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା...

ବିଦେଶକୁ ଔଷଧ ରପ୍ତାନୀ ପୂର୍ବରୁ ହେବ ଗୁଣବତ୍ତା ଯାଞ୍ଚ୍‌ !…

ନୂଆଦିଲ୍ଲୀ,୧୬।୫ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଏକ ନୂତନ ନୀତି ଆପଣାଇଛନ୍ତି। ଏହି ନୀତିରେ ମହାନିର୍ଦ୍ଦେଶକ ବୈଦେଶିକ ବାଣିଜ୍ୟକୁ ମଧ୍ୟ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କଠାରୁ ପରାମର୍ଶ ନିଆଯାଇଛି। ବିଦେଶକୁ ଔଷଧ ପଠାଇବା ପୂର୍ବରୁ ଆଞ୍ଚଳିକ...

୭୧ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ, ବର୍ଷକରେ ୧୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ…

ନୂଆଦିଲ୍ଲୀ,୧୬।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୧ ହଜାର ଯୁବବର୍ଗଙ୍କୁ ସରକାରୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଏହି ’ନିଯୁକ୍ତି ମେଳା’ ଦେଶର ୪୫...

ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଉଦ୍‌ଘାଟନ ହୋଇପାରେ ନୂଆ ସଂସଦ ଭବନ

ନୂଆଦିଲ୍ଲୀ,୧୬।୫: ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଏକ ଭବ୍ୟ ଆୟୋଜିତ ସହିତ ନୂତନ ସଂସଦ ଗୃହର ଉଦ୍‌ଘାଟନ ହୋଇପାରେ। କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମେ’ର ଶେଷ ସପ୍ତାହରେ ଉଦ୍‌ଘାଟନ କରିପାରନ୍ତି, ହେଲେ ଏ ପର୍ଯ୍ୟନ୍ତ...

କଂଗ୍ରେସ କାହାର ଦୟାରେ ନିର୍ବାଚନ ଲଢେନାହିଁ: ମମତାଙ୍କ ବୟାନ ଉପରେ ଏଭଳି କହିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୬।୫: ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବ ବୋଲି କହିଥିଲେ। ଯାହାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri