ଜାତୀୟ

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ ଗିରଫ

ନୂଆଦିଲ୍ଲୀ, ୧୫ା୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସୋମବାର ଇଣ୍ଡିଆ ଆହେଡ୍‌ ନ୍ୟୁଜ୍‌ର ଅରବିନ୍ଦ କୁମାର ସିଂଙ୍କୁ ଗିରଫ କରିଛି। ବେଆଇନ ଭାବେ ସଂଗୃହୀତ ୧୭ କୋଟି ଟଙ୍କାକୁ ଅରବିନ୍ଦ ଚ୍ୟାନେଲ ଜରିଆରେ ସାଉଥ୍‌ ଗ୍ରୁପ୍‌ ପାଖକୁ ପଠାଇଥିବା...

ପାଇଲଟଙ୍କ ପଦଯାତ୍ରା ଶେଷ, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଲାଗି ଗେହଲଟଙ୍କୁ ଦେଲେ ଚେତାବନୀ

ଜୟପୁର, ୧୫ା୫ : ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ତାଙ୍କର ୫ ଦିନିଆ ଜନ ସଂଘର୍ଷ ଯାତ୍ରା ପୂରା କରିଛନ୍ତି। ଏହି ସମୟରେ ବସୁନ୍ଧରା ରାଜେଙ୍କ ସରକାର ଅମଳରେ ହୋଇଥିବା...

ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ସିଦ୍ଦାରାମାୟାଙ୍କୁ ଶୁଭେଚ୍ଛା ଜଣାଇଲେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକରେ ପରବର୍ତ୍ତୀ ସରକାର କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଗୋଟିଏ ପଟେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ରହିଥିବା ବେଳେ ଅନ୍ୟପଟେ କର୍ନାଟକ କଂଗ୍ରେସ ମୁଖିଆ ଡି.କେ ଶିବକୁମାର ରହିଛନ୍ତି। ଏହି ସମୟରେ ହାଇକମାଣ୍ଡଙ୍କୁ ଭେଟିବାକୁ ଆଜି ଦିଲ୍ଲୀ...

କର୍ନାଟକରେ ଭାଜପା ହାରିବା ପରେ ଆରଏସ୍‌ଏସ୍‌ ଅଧିକାରୀଙ୍କୁ ଭେଟିଲେ ବୋମ୍ମାଇ

ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ(ଆରଏସ୍‌ଏସ୍‌)ର ଅଧିକାରୀମାନଙ୍କୁ ଭେଟଛନ୍ତି। ଏଥିରେ ବୋମ୍ମାଇ ରାଜ୍ୟ ନିର୍ବାଚନ ଫଳାଫଳ ସହ ଜଡିତ ଏବଂ ଭବିଷ୍ୟତ ପାଇଁ ଦଳକୁ...

ଦିଲ୍ଲୀରେ ପହଞ୍ଚିଲେ ସିଦ୍ଦାରାମାୟା, ହାଇକମାଣ୍ଡଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ,୧୫।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରାମାୟା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ସିଦ୍ଦାରାମାୟାଙ୍କ ସହ କଂଗ୍ରେସ ବିଧାୟକ ଏମ.ବି ପାଟିଲ, ସିଦ୍ଦରାମାୟାଙ୍କ ପୁଅ ୟତିନ୍ଦ୍ର ଏବଂ କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଅଛନ୍ତି। କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ...

ହାସଲ କରିବାକୁ ଚାହୁଁଥିଲେ ବଳିଦାନ ଦେବାକୁ ପଡିବ: କଂଗ୍ରେସକୁ ମମତାଙ୍କ ବାର୍ତ୍ତା

କୋଲକାତା,୧୫।୫: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ମମତା କହିଛନ୍ତି, ଯେଉଁ ସବୁ ସ୍ଥାନରେ କଂଗ୍ରେସର ଭଲ ସ୍ଥିତି ରହିଛି, ସେଠାରେ ଟିଏମସି ସମର୍ଥନ କରିବ। କିନ୍ତୁ...

‘ଯେତେବେଳେ କଂଗ୍ରେସ ବିଧାୟକ ଛାଡି ଯାଇଥିଲେ ସେତେବେଳେ ବି ମୁଁ…’ ଡିକେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ମନ୍ଥନ। ଇତିମଧ୍ୟରେ ସିଦ୍ଦାରାମାୟା ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ହୋଇଥିବା ରାଜ୍ୟର କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ସୋମବାର ଏକ ପ୍ରେସ...

ଦିଲ୍ଲୀ ଗଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୧୫।୫: କର୍ନାଟକରେ ପରବର୍ତ୍ତୀ ସରକାର କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଗୋଟିଏ ପଟେ ସିଦ୍ଦାରାମାୟା ରହିଥିବା ବେଳେ ଅନ୍ୟପଟେ କର୍ନାଟକ କଂଗ୍ରେସ ମୁଖିଆ ଡି.କେ ଶିବକୁମାର ରହିଛନ୍ତି। ଏହି ସମୟରେ ହାଇକମାଣ୍ଡଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯାଇଛନ୍ତି ସିଦ୍ଦାରାମାୟା।...

୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେଲେବି ଭାଙ୍ଗିବନି ଶିନ୍ଦେ-ଫଡ୍‌ନବିସ ସରକାର: ଅଜିତ ପାଓ୍ବାର

ମୁମ୍ବାଇ,୧୫।୫: ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଯାଇଥିବା ରାୟ ପରେ ଏବେ ସମସ୍ତଙ୍କ ଅପେକ୍ଷା ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ। କାରଣ ସେ ହିଁ ଶିନ୍ଦେ ଗ୍ରୁପର ୧୬ ବିଧାୟକଙ୍କ ଅଯୋଗ୍ୟତା ଉପରେ ଶେଷ ନିଷ୍ପତ୍ତି...

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ଓ୍ବାନଖେଡେଙ୍କ ବିରୋଧରେ ସିବିଆଇ ପ୍ରକାଶ କଲା ବହୁତ ବଡ ତଥ୍ୟ

ନୂଆଦିଲ୍ଲୀ,୧୫।୫: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ସିବିଆଇ ପକ୍ଷରୁ ବହୁତ ବଡ ତଥ୍ୟ ଦିଆଯାଇଛି। ସିବିଆଇ କହିଛି କି ଆର୍ଯ୍ୟନ ଖାଁଙ୍କ ପରିବାରଠାରୁ ୨୫ କୋଟି ଟଙ୍କା ଆଦାୟ କରିବାର ଯୋଜନା କରାଯାଇଥିଲା। ଏବେ ଏହି ମାମଲାରେ ସାକ୍ଷୀ ଥିବା...

ମୁଁ କୌଣସି ପଦବୀରେ ରୁହେ କି ନ ରୁହେ କିନ୍ତୁ… ପଦଯାତ୍ରାର ଶେଷ ଦିନରେ ଏଭଳି କହିଲେ ପାଇଲଟ

ଜୟପୁର,୧୫।୫: କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନରେ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଏହି ଯାତ୍ରାର ପଞ୍ଚମ ତଥା ଶେଷ ଦିନ ଥିଲା। ଏହି ସମୟରେ ପାଇଲଯ କହିଛନ୍ତି, ମୋର କାର୍ଯ୍ୟ କରିବାର ପଦ୍ଧତି ଏବଂ ନିଷ୍ଠା...

ହାଇକୋର୍ଟରେ ଜାମିନ ନାମଞ୍ଜୁର ପରେ ସୁପ୍ରିମକୋର୍ଟରେ ଆବେଦନ କଲେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୧୫।୫: ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି। ୬ ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିଦେବା ପରେ ଜୈନ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଜଣାପଡିଛି। ତେବେ ନିମ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri