ଜାତୀୟ

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ମୃତ

ରାୟପୁର,୧୫ା୫: ଛତିଶଗଡ଼ର ବାଲୋଦା ବଜାର ଜିଲା ପାଲାରିଠାରେ ଟ୍ରକ୍‌-ପିକ୍‌ଅପ୍‌ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ରବିବାର ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।...

କର୍ନାଟକ: ୯ ମୁସଲମାନ ବିଧାୟକ କଂଗ୍ରେସର

ନୂଆଦିଲ୍ଲୀ,୧୫ା୫: ସଦ୍ୟ ଅନୁଷ୍ଠିତ କର୍ନାଟକ ବିଧାନସଭା ନିର୍ବାଚନରେ ୯ ଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ସମସ୍ତେ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ଶନିବାର ଆସିଥିବା ଫଳାଫଳ ଅନୁସାରେ ବିଧାନସଭାର ୨୨୪ ଆସନ ମଧ୍ୟରୁ କଂଗ୍ରେସକୁ ୧୩୫ ଆସନ ମିଳିଥିବାବେଳେ...

ଏମ୍‌ଭିଏକୁ ସୁଦୃଢ଼ କରିବ ‘କର୍ନାଟକ ସୂତ୍ର’

ମୁମ୍ବାଇ, ୧୫।୫: କର୍ନାଟକରେ ଭାଜପାରେ ସଦ୍ୟ ଶୋଚନୀୟ ପରାଜୟ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ପାଇଁ ନୂଆ ଆଶାର କିରଣ ପାଲଟିଛି। ୨୦୨୪ ନିର୍ବାଚନରେ ଶାସକଦଳକୁ ଚ୍ୟାଲେଞ୍ଜ କରିବା ସକାଶେ ଏହା ୟୁବିଟି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପାଇଁ...

ଯୁଦ୍ଧଜାହାଜରୁ ବ୍ରହ୍ମୋସ୍‌ ମିଶାଇଲ ପରୀକ୍ଷା

ନୂଆଦିଲ୍ଲୀ, ୧୫।୫: ନୌସେନାର ଫ୍ରଣ୍ଟଲାଇନ୍‌ ଗାଇଡେଡ୍‌ ମିଶାଇଲ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ମୋର୍ମୁଗାଓରୁ ବ୍ରହ୍ମୋସ୍‌ ସୁରପସୋନିକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି। ଜାହାଜ ଏବଂ ଅସ୍ତ୍ର ଦୁଇଟିଯାକ ଭାରତରେ ନିର୍ମାଣ କରାଯାଇଥିବାବେଳେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଏହା ଆଉ ଏକ...

ଦେଶରେ ଶୀଘ୍ର ଲାଗୁ ହେବ ୟୁସିସି: ବିଶ୍ୱଶର୍ମା

ହାଇଦ୍ରାବାଦ,୧୫ା୫: ଭାରତରେ ଶୀଘ୍ର ସମାନ ଦଓ୍ବୋନୀ ସଂହିତା (ୟୁସିସି) ଲାଗୁ ହେବ। ଏଥିସହ ବହୁ ବିବାହ ପ୍ରଥା ମଧ୍ୟ ଉଚ୍ଛେଦ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର ସୂଚନା ଦେଇଛନ୍ତି। ତେଲଙ୍ଗାନା ଭାଜପା ସଭାପତି ତଥା ଲୋକ...

ବିଷାକ୍ତ ମଦ ପିଇ ୧୦ ମୃତ

ଭିଲୁପୁରମ୍‌, ୧୫।୫: ତାମିଲନାଡ଼ୁ ମାରାକାନମସ୍ଥିତ ଇକିୟାର୍କୁପ୍ପାମ ଓ ଚେଙ୍ଗେଲପେଟ୍‌ରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୩୩ରୁ ଊଦ୍ଧର୍‌ବ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ୪ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି...

ମୁଖ୍ୟମନ୍ତ୍ରୀ ବଛା ଚାଲିଛି, ୧୮ରେ ଶପଥ

ବେଙ୍ଗାଲୁରୁ,୧୫ା୫: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଷ୍ପତ୍ତି ନେବେ। ନୂଆ ନେତା ଚୟନ ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ବସିଥିବା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକ ଏଥିପାଇଁ ସର୍ବସମ୍ମତିକ୍ରମେ...

ସିବିଏସ୍‌ଇ ୧୦ମ ଶ୍ରେଣୀ: ୯୫% ନମ୍ବର ରଖିଲେ ଏସିଡ୍‌ ପୀଡ଼ିତା କାଫି

ଚଣ୍ଡିଗଡ଼, ୧୫।୫: ଚଣ୍ଡିଗଡର ଦୃଷ୍ଟିବାଧିତା କାଫି ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ୯୫.୨% ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। କାଫି ଏବେ ପାଲଟିଛନ୍ତି ଅନେକ ପିଲାଙ୍କ ପାଇଁ ପ୍ରେରଣା। ରେଜଲ୍ଟକୁ ନେଇ କାଫିଙ୍କ ସମେତ ତାଙ୍କ ପରିବାର ବେଶ୍‌ ଖୁସି...

ବିଷାକ୍ତ ମଦ ପିଇ ୫ ମୃତ, ୧୪ ଗୁରୁତର

ଭିଲୁପୁରମ୍‌,୧୪।୫: ତାମିଲନାଡୁ ଭିଲୁପୁରମ୍‌ ଜିଲାରେ ବିଷାକ୍ତ ମଦ ପିଇ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିଷାକ୍ତ ମଦ ପିିଇ ଅସୁସ୍ଥ ହେବା ପରେ ୫ଜଣଙ୍କୁ...

ଆତ୍ମନିର୍ଭର ଭାରତ: ଦେଶରେ ନିର୍ମିତ ହେବ ୯୨୮ ପ୍ରତିରକ୍ଷା ଉତ୍ପାଦ, ସଞ୍ଚୟ ହେବ ୭୧୫ କୋଟି…

ନୂଆଦିଲ୍ଲୀ,୧୪।୫ : ଆତ୍ମନିର୍ଭର ଭାରତ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରଣାଳୟ ୯୨୮ ଉତ୍ପାଦ ତାଲିକା ଜାରି କରିଛି। ଏସବୁ ପ୍ରତିରକ୍ଷା ଉତ୍ପାଦ ଭାରତରେ ନିର୍ମିତ ହେବ। ଏହାଦ୍ୱାରା ଦେଶର ୭୧୫ କୋଟି ଟଙ୍କା ସଞ୍ଚୟ ହେବ। ଆଗାମୀ ୫ ଅବା ସାଢ଼େ...

ଗୁଜରାଟରେ ହେବ କର୍ନାଟକ ଭଳି ସ୍ଥିତି: ଭାଜପା ବିଧାୟକ…

ଅହମଦାବାଦ,୧୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜରାଟର ଭଲସାଡର ଅମ୍ବର ଗାଁର ବିଧାୟକ ରମଣ ପାଟକର ଚେତାବନୀ ଦେଇଛନ୍ତି ଯଦି ସାଧାରଣ କାର୍ଯ୍ୟକୁ ପ୍ରାଥମିକତା ନ ଦିଆଯାଏ ତେବେ ଗୁଜରାଟରେ କର୍ଣ୍ଣାଟକ ଭଳି ପରିସ୍ଥିତି ଉପୁଜିପାରେ। ଗୁଜରାଟରେ...

ଅର୍ଥବଳ ପ୍ରୟୋଗ କରି ମତେ ପରାଜିତ କରିଛି ଭାଜପା: ଶେଟ୍ଟାର…

ବେଙ୍ଗାଲୁରୁ,୧୪।୫ : ଟିକେଟ ନ ମିଳିବା ପରେ କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବର ଭାଜପା ଛାଡ଼ି କଂଗ୍ରେସକୁ ପଳାଇ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ନିଜ ପାଇଁ ଏକ ବଡ଼ ବିଜୟର ପୂର୍ବାନୁମାନ କରିଥିଲେ। ରବିବାର ନ୍ୟୁଜ ଏଜେନ୍ସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri