ଜାତୀୟ

ଆଇସିଏସଇ ଦ୍ୱାଦଶ-ଦଶମ ପରୀକ୍ଷା ଫଳ ପ୍ରକାଶ…

ନୂଆଦିଲ୍ଲୀ,୧୪।୫ : କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ଆଇସିଏସଇ)ର ଦ୍ୱାଦଶ ଏବଂ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡ ଦ୍ୱାରା ପ୍ରକାଶିତ ଅପଡେଟ ଅନୁଯାୟୀ, ଆଇସିଏସଇ, ଆଇଏସସି ଫଳାଫଳ ୨୦୨୩ ରବିବାର ଅପରାହ୍ନ ୩ଟାରେ ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ...

ଅଫିସରେ ମିଳିବ ମଦ!

ଚଣ୍ଡୀଗଡ,୧୪।୫:ଚିଲ୍ଡ ଆଉଟ୍‌ ହେଉ କିମ୍ବା ସୁଖଦୁଖରେ ଲୋକେ ମଦ ପିଇଥାନ୍ତି। ତେବେ ଆପଣ କେବେ ଅଫିସରେ ମଦ ପିଇବା କଥା ଭାବି ପାରୁଛନ୍ତି। ଏପରି କଲେ ବସ୍‌ ଚାକିରୀରୁ ବିଦା କରିବା କଥା ଆପଣ ଭାବିଥାଇ ପାରନ୍ତି। କିନ୍ତୁ ଆପଣ...

ସକ୍ରିୟ ମାମଲା ୧୬ ହଜାର ତଳେ…

ନୂଆଦିଲ୍ଲୀ, ୧୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ସଂଘର୍ଷ: ୮ଆହତ, ୧୪୪ଧାରା ଲାଗୁ

ମୁମ୍ବାଇ,୧୪।୫:ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରର ଅକୋଲା ଜିଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଓ ପଥର ମାଡ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶନିବାର ରାତିରେ ଅକୋଲାର ପୁରୁଣା...

୮ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୪ା୫: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦ୍ୱିତୀୟ ଇୟୁ ଇଣ୍ଡୋ-ପାସିଫିକ୍‌ ମିନିଷ୍ଟ୍ରିଆଲ ଫୋରମ୍‌ (EIPMF)ରେ ଅଂଶଗ୍ରହଣ କରିବାକୁ ସ୍ବିଡେନରେ ପହଞ୍ଚିଛନ୍ତି। ସେ ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍‌ଜିୟମ, ବୁଲ୍‌ଗେରିଆ, ସାଇପ୍ରସ୍‌, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି...

ଲ୍ୟାଣ୍ଡ୍‌ଫଲ୍‌ କଲା ବାତ୍ୟା ‘ମୋଚା’, ୨୦୦ କିଲୋମିଟର ବେଗରେ ବହୁଛି ପବନ

ନୂଆଦିଲ୍ଲୀ/ଢାକା,୧୪ା୫: ରବିବାର ଅପରାହ୍ନରେ ସାମୁଦ୍ରିକ ବାତ୍ୟା ‘ମୋଚା’ କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମ୍ୟାନ୍‌ମାର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ବାଂଲାଦେଶ ଓ ମ୍ୟାନ୍‌ମାର ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୨୦୦ କିଲୋମିଟର...

ଷ୍ଟାଲିନଙ୍କୁ ଟାର୍ଗେଟ କଲେ ଆନ୍ନାମଲାଇ, ଆଉ ଏକ ମାମଲା ରୁଜୁ କର

ଚେନ୍ନାଇ,୧୪।୫: ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ରେ ପିଟିଆର୍‌ଙ୍କ ଅଡିଓ ଟେପ ଭାଇରାଲକୁ ନେଇ ତାମିଲନାଡୁର ରାଜନୀତି ସରଗରମ ରହିଛି। ତେବେ ଏ ନେଇ ତାମିଲନାଡୁ ସରକାର ତାମିଲନାଡୁର ଭାଜପା ମୁଖ୍ୟ କେ ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ହେଲେ...

ସାଢେ ପାଞ୍ଚଟାରେ ସିଏଲପି ମିଟିଂ, କଂଗ୍ରେସ ବିଧାୟକ ବାଛିବେ କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪।୫: କର୍ନାଟକ ବିଧାନସଭା ନିର୍ବାଚନରେ ଏକାକି କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ରବିବାର ସନ୍ଧ୍ୟା ୫ଟା ୩୦ରେ କଂଗ୍ରେସ ବିଧାୟକ ଦଳ(ସିଏଲପି)ର ବୈଠକ ହେବାକୁ ଯାଉଛି। ଏଥିରେ ବିଧାୟକମାନେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମୋହର ଲଗାଇବେ। ଏପଟେ...

ରାଘବ-ପରଣିତିଙ୍କୁ ଶୁଭେଚ୍ଛା ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୫: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘର ଚଢାଙ୍କର ଶନିବାର(ମେ ୧୩)ରେ ଏନଗେଜମେଣ୍ଟ ହୋଇଛି। ଏହି ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ମଧ୍ୟରେ ଜଣେ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏହି...

କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସର ପୋଷ୍ଟର ଓ୍ବାର

ବେଙ୍ଗାଲୁରୁ,୧୪।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଛି। ଦଳର କର୍ମୀମାନେ ବି ଦୁଇ ଭାଗ ହୋଇଯାଇଥିବା ଅନୁମାନ କରାଯାଉଛି। ଗୋଟିଏ ପଟେ...

‘ଅପରେସନ ସମୁଦ୍ରଗୁପ୍ତ’: ୧୨ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ଥାନ ଲିଙ୍କ୍‌!

ନୂଆଦିଲ୍ଲୀ,୧୪।୫:ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମିଳିତ ଅପରେସନ ‘ସମୁଦ୍ରଗୁପ୍ତ’ରେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଛି। କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୧୨,୦୦୦କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୫୦୦କି.ଗ୍ରା. ମିଥାମଫେଟାମାଇନ ଡ୍ରଗ୍ସ ଜବତ କରାଯାଇଛି।...

କେନ୍ଦ୍ରୀୟ ନେତାଙ୍କ ଉପରେ ଉଠିଲା ଅଙ୍ଗୁଳି, ଗୁଜରାଟ ମଡେଲ ଦାକ୍ଷିଣାତ୍ୟରେ ଚଳିବନି…

ବେଙ୍ଗାଲୁରୁ,୧୩।୫ : କର୍ନାଟକରେ ଭାଜପା ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟର ସମୀକ୍ଷା ପାଇଁ ଦଳ ଶୀଘ୍ର ଏକ କମିଟି ଗଠନ କରିବ। ଦଳର କେନ୍ଦ୍ରୀୟ ନେତାଙ୍କ ସହ କର୍ନାଟକର ଦୁଇ ପ୍ରମୁଖ ରାଜ୍ୟ ସ୍ତରୀୟ ନେତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri