ଜାତୀୟ

କେନ୍ଦ୍ରୀୟ ନେତାଙ୍କ ଉପରେ ଉଠିଲା ଅଙ୍ଗୁଳି, ଗୁଜରାଟ ମଡେଲ ଦାକ୍ଷିଣାତ୍ୟରେ ଚଳିବନି…

ବେଙ୍ଗାଲୁରୁ,୧୩।୫ : କର୍ନାଟକରେ ଭାଜପା ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟର ସମୀକ୍ଷା ପାଇଁ ଦଳ ଶୀଘ୍ର ଏକ କମିଟି ଗଠନ କରିବ। ଦଳର କେନ୍ଦ୍ରୀୟ ନେତାଙ୍କ ସହ କର୍ନାଟକର ଦୁଇ ପ୍ରମୁଖ ରାଜ୍ୟ ସ୍ତରୀୟ ନେତା...

ବର୍ଷକରେ ୩ ରାଜ୍ୟରେ କ୍ଷମତା ହରାଇଲା ଭାଜପା , ଶାସିତ ରାଜ୍ୟ ସଂଖ୍ୟା ୧୫କୁ କମିଲା…

ନୂଆଦିଲ୍ଲୀ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳରେ ଭାରତୀୟ ଜନତା ପାର୍ଟି ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ବିହାର, ହିମାଚଳ ପ୍ରଦେଶ ପରେ ଏବେ କର୍ନାଟକରେ ମଧ୍ୟ ଭାଜପା କ୍ଷମତାକୁ ହଟାଇ ଦିଆଯାଇଛି। କଂଗ୍ରେସ ଏଠାରେ ଏକ ବଡ଼...

୧୨ ମନ୍ତ୍ରୀ ଧରାଶାୟୀ : ମଇଦାନରେ ଥିଲେ ୩୧…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତ ସହ ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ ଭାଜପା ହାତରୁ କ୍ଷମତା ଛଡ଼ାଇ ନେଇଛି। ଏଥର ଭାଜପା ଏହାର ୩୧ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ସେମାନଙ୍କ...

‘ୟେଦୁରପ୍ପା ଇଫେକ୍ଟ’ ଭାଜପା ପରାଜୟର ମୁଖ୍ୟ କାରଣ: ରୋଡ ଶୋରେ ସାମିଲ କରିଥିଲେ ଫଳାଫଳ ହୋଇଥାନ୍ତା ଅନ୍ୟ କିଛି…

ବେଙ୍ଗାଲୁରୁ,୧୩।୫ : ବଡ଼ ଧରଣର ପ୍ରଚାର ଏବଂ ବଡ ପ୍ରସଙ୍ଗରେ ରଣନୀତି କରିବା ପରେ ମଧ୍ୟ କର୍ନାଟକ ଭାଜପା ହାତରୁ ଖସି ଯାଇଛି। ଦଳ ପାଇଁ ସବୁଠୁ ବଡ ଝଟକା ସେହି ଲିଙ୍ଗାୟତ ଆସନରେ ହୋଇଛି ଯାହା ରାଜ୍ୟର ସବୁଠାରୁ...

ରାଜସ୍ଥାନରେ ଆଲି ବାବା ଚାଳିଶ ଚୋରଙ୍କ ସରକାର: ବସୁନ୍ଧରା ରାଜେ…

ଜୟପୁର,୧୩।୫ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶନିବାର ପ୍ରତାପଗଡର ହୋରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଦୁଇଟି ସମାଜରେ ମୁଁ ବିଶ୍ୱାସ କରେ। ଗୋଟିଏ ହେଉଛି ମହିଳା ସମାଜ ଏବଂ ଅନ୍ୟଟି...

କର୍ନାଟକରେ ଭାଜପାକୁ ହରାଇବା ଆମର ପ୍ରଥମ ଲକ୍ଷ୍ୟ ଥିଲା: ଶରଦ ପାଓ୍ବାର…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାର ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଆମର ପ୍ରଥମ ଲକ୍ଷ୍ୟ କର୍ନାଟକରେ ଭାଜପାକୁ ପରାସ୍ତ କରିବା। ମୁଁ ଗତ ଆଠ-ଦଶ ଦିନ ଧରି ସାଧାରଣ...

ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି କର୍ନାଟକବାସୀ: ମମତା…

କୋଲକାତା,୧୩।୫ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଥମ ବିବୃତ୍ତି ଦେଇଛନ୍ତି। ମମତା ବାନାର୍ଜୀ କହିଛନ୍ତି, ପରିବର୍ତ୍ତନ ସପକ୍ଷରେ ନିର୍ଣ୍ଣାୟକ ଜନାଦେଶ ପାଇଁ କର୍ନାଟକବାସୀଙ୍କୁ ମୋର ନମସ୍କାର । ନିର୍ଦ୍ଦୟ କ୍ରୁର...

ଏବେ କର୍ନାଟକ ପରି ହେବ ମହାରାଷ୍ଟ୍ର ସ୍ଥିତି: ଆଦିତ୍ୟ ଠାକରେ…

ମୁମ୍ବାଇ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି। ଏପରିସ୍ଥଳେ ମହାରାଷ୍ଟ୍ରର ଶିବସେନା ଉଦ୍ଧବ ଠାକରେ ନେତା ଆଦିତ୍ୟ ଠାକରେଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି। ଆଦିତ୍ୟ କହିଛନ୍ତି କର୍ନାଟକରେ କଂଗ୍ରେସ ଫେରିବା...

ଦୈନିକ ସଂକ୍ରମଣ ୧୩ ଶହ ତଳେ…

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଧ୍ରୁବୀକରଣ ରାଜନୀତି ବିଫଳ, ବଜରଙ୍ଗ ଦଳ ଯୋଗୁ କର୍ନାଟକରେ କଂଗ୍ରେସ ସରକାର, ଭାଜପା ଧରାଶାୟୀ, କିଙ୍ଗମେକର ହେଲାନି ଜେଡିଏସ…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ନିର୍ବାଚନର ଫଳାଫଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ଜିନିଷ ସ୍ପଷ୍ଟ ହୋଇଛି। କଂଗ୍ରେସ ନିଜେ ସହଜରେ ସରକାର ଗଠନ କରିବାକୁ ଯାଉଛି ଏବଂ ବିପୁଳ ବ୍ୟବଧାନରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିଛି। ଝୁଲା ବିଧାନସଭା ଘଟଣାରେ କିଙ୍ଗମେକର...

ମୁଁ ତୁମ ବୋହୂକୁ ହତ୍ୟା କରିଛି, ଖୋଜିବ ଯଦି ଖୋଜି ପାର

ଭୋପାଳ,୧୩ା୫: ମୁଁ ତୁମ ବୋହୂକୁ ହତ୍ୟା କରିଛି, ଯଦି ତୁମେ ପାରିବ ତେବେ ଖୋଜ! ତାଙ୍କ ବୋହୂଙ୍କ ହତ୍ୟାକାରୀ ପୁଅ ବୋଲି ଭାବି ବୃଦ୍ଧଙ୍କ ଆତ୍ମା ଥରି ଉଠିଲା। ତାଙ୍କ ପାଦତଳୁ ମାଟି ଖସିଗଲା। କିଛି ସମୟ ପରେ ସେ...

କିଏ ହେବେ ମୁଖ୍ୟମନ୍ତ୍ରୀ: ସିଦ୍ଧରମୈୟା ନା ଶିବକୁମାର…

ବେଙ୍ଗାଲୁରୁ,୧୩।୫ : କର୍ନାଟକରେ କଂଗ୍ରେସର ବିଜୟ ପରେ ବର୍ତ୍ତମାନ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଚର୍ଚ୍ଚା ହେଉଛି। କର୍ନାଟକ କଂଗ୍ରେସରେ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରତିଯୋଗିତା ଚାଲିଛି। ଏହା ଉପରେ ବରିଷ୍ଠ ଖବରଦାତା ବିନୋଦ ଅଗ୍ନିହୋତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri