ଜାତୀୟ

ଏବେ ଘୃଣାର ବଜାର ବନ୍ଦ: ରାହୁଲ…

ନୂଆଦିଲ୍ଲୀ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛଇ। ଏହି ଧାରାରେ କଂଗ୍ରେସ ଶାସକ ଭାରତୀୟ ଜନତା ପାର୍ଟିକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ପରାସ୍ତ କରୁଥିବା ଦେଖାଯାଉଛି। କର୍ନାଟକ ନିର୍ବାଚନରେ କଂଗ୍ରେସର...

ଆମେ ଜିତିଛୁ, ପ୍ରଧାନମନ୍ତ୍ରୀ ହାରିଛନ୍ତି: ଜୟରାମ ରମେଶ

ନୂଆଦିଲ୍ଲୀ,୧୩ା୫: କର୍ନାଟକ ବିଧାନସଭା ନିର୍ବାଚନରେ ଏପର୍ଯ୍ୟନ୍ତ ଟ୍ରେଣ୍ଡରେ ନିର୍ଣ୍ଣାୟକ ନେତୃତ୍ୱ ନେବା ପରେ କଂଗ୍ରେସ ଶନିବାର କହିଛି, ଆମେ ଜିତିଛୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାରିଛନ୍ତି। ଦଳର ମହାସଚିବ ଜୟରାମ ରମେଶ ଏହା କହିଛନ୍ତି ଯେ, ଭାରତୀୟ ଜନତା...

କର୍ନାଟକ ନିର୍ବାଚନ ପାଲଟିଲା କଂଗ୍ରେସର ଲାଇଫ ଲାଇନ :ଏବେ ୫ ରାଜ୍ୟରେ ଗଡ଼ଜୟ ଆଶା ନେଇ ଯୋଜନା…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ନିର୍ବାଚନର କଂଗ୍ରେସ ଏକ ପାଖିଆ କରି ଦେଇଛି। ହିମାଚଳ ପ୍ରଦେଶ ପରେ କର୍ନାଟକରେ ମଧ୍ୟ ଭାଜପା ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ରାଜ୍ୟ...

କର୍ନାଟକ ଫଳାଫଳ: କେଉଁଠି ଝୁଣ୍ଟିଲା ଭାଜପା ?…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ମୁହାଁ ହୋଇଛି। ରାଜ୍ୟର ୩୬ ଟି ଗଣନା କେନ୍ଦ୍ରରେ ୨୨୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗଣନା ଚାଲିଛି। ଭୋଟ ଗଣନାରେ ଯେଉଁ ଟ୍ରେଣ୍ଡରେ ବାହାରିଛି,...

କର୍ନାଟକର ‘ସଙ୍କଟ ମୋଚକ’ ଡିକେ ଶିବକୁମାର

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗେଅସର ବିଜୟ ପଥ ସୁଗମ ହୋଇଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ନେତା ଡିକେ ଶିବକୁମାର। ଏମିତିତ ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସୁଛି। ହେଲେ ଡିକେ ଶିବକୁମାରଙ୍କ ନାମ ସବୁଠାରୁ ଆଗରେ...

ମୋଦିଙ୍କୁ ଉପଯୁକ୍ତ ଜବାବ ଦେଲେ ବଜରଙ୍ଗବାଲୀଙ୍କ ଭକ୍ତ: କଂଗ୍ରେସ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣନା ଚାଲିଛି। ତେବେ କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ପାର କରିବା ସହ ଏବେ ୧୨୯ଟି ଆସନରେ ଆଗୁଆ ଥିବା ବେଳେ ଭାଜପା ୬୭ ଏବଂ ଜେଡିଏସ ୨୨ଟି ଆସନରେ...

କାମଦେଲା ‘ଇମୋଶନାଲ ଟଚ’, ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ହାବଭାବ ଉପରେ ମୋହର ଲଗାଇଲେ କର୍ନାଟକ ଜନତା

ନୂଆଦିଲ୍ଲୀ,୧୩।୫: କର୍ଣ୍ଣାଟକ ବିଧାନସଭା ର୍ନିବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏଥିରେ କଂଗ୍ରେସ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ପରାସ୍ତ କରୁଥିବା ଦେଖାଯାଉଛି। କଂଗ୍ରେସର ଏହି ବିଜୟକୁ ଦେଖି ଉତ୍ସବର ପରିବେଶ ଆରମ୍ଭ ହୋଇଛି। ବର୍ତ୍ତମାନ...

ଫଳାଫଳ ଯେକୌଣସି ସମୟରେ ବଦଳିପାରେ: ଅମିତ ମାଲଭିୟା

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣନା ଚାଲିଛି। ତେବେ କଂଗ୍ରେସ ୧୨୮ଟି ଆସନରେ, ଭାଜପା ୬୮ଟି ଏବଂ ଜେଡିଏସ ୨୨ଟି ଆସନରେ ଆଗରେ ରହିଛି। ଏହି ସମୟରେ, କଂଗ୍ରେସର ବର୍ତ୍ତମାନର ଆକଳନକୁ ଦୃଷ୍ଟିରେ ରଖି ଭାଜପାର...

ଭାଜପାରୁ ପଙ୍ଗା ନେବା ପଡିଲା ଭାରି, ହାରିଗଲେ ଶେଟ୍ଟାର

ବେଙ୍ଗାଲୁରୁ,୧୩।୫: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାରଙ୍କୁ ପଙ୍ଗା ନେବା ଭାରି ପଡିଛି। ଶେଟ୍ଟାର ହୁବଲି ଧାରବାଡ ସେଣ୍ଟ୍ରାଲ ସିଟରୁ ନିର୍ବାଚନ ହାରି ଯାଇଛନ୍ତି। ସେଠାରେ ତାଙ୍କୁ ଭାଜପାର ମହେଶ ଟେଂଗିନକଇ...

କର୍ନାଟକରେ ପରାଜୟକୁ ସ୍ବୀକାର କଲା ଭାଜପା, ବୋମ୍ମାଇ କହିଲେ ଆମେ ପୁଣି ଫେରିବୁ

ବେଙ୍ଗାଲୁରୁ,୧୩।୫:କର୍ନାଟକରେ କଂଗ୍ରେସ ଜିତିବା ପରେ ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ବାସବାରାଜ ବୋମ୍ମାଇ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ବୋମ୍ମାଇ କହିଛନ୍ତି, ଆସନ୍ତା ନିର୍ବାଚନରେ ଆମେ ଭଲ କରିବାକୁ ଚେଷ୍ଟା କରିବୁ। ଦଳକୁ ପୁନଃ ସଂଗଠିତ କରିବୁ। ଲୋକ ସଭା...

‘ଦକ୍ଷିଣ ଦ୍ୱାର’ରେ ଭାଜପାର ପ୍ରସ୍ଥାନ, କର୍ନାଟକରେ କଂଗ୍ରେସ କିଙ୍ଗ

ବେଙ୍ଗାଲୁରୁ,୧୩।୫: କର୍ନାଟକରେ ୧୨୨ ଆସନରେ କଂଗ୍ରେସ ବାଜି ମାରିଛି। ୭୦ଟି ଆସନରେ ଭାରତୀୟ ଜନତା ପାର୍ଟି(ଭାଜପା) ଆଗରେ ରହିଛି। କଂଗ୍ରେସରଏହି ବିଜୟକୁ ନେଇ ଡିକେ ଶିବକୁମାର ତାଙ୍କ ଘରୁ ଜନତାଙ୍କ ଅଭିବାଦନ ସ୍ବୀକାର କରିଛନ୍ତି। କର୍ନାଟକରେ କଂଗ୍ରେସର ବିଜୟ ପରେ...

କ’ଣ କଂଗ୍ରେସ,ଜେଡିଏସ ପୁରା ଚିତ୍ର ବଦଳାଇଦେବେ? ଫଳାଫଳ ପୂର୍ବରୁ ହାତ ମିଳାଇଲେ…

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନର ଗଣତି ଜାରି ରହିଛି। ପ୍ରାରମ୍ଭିକ ଧାରାରେ ଚିତ୍ର କ୍ରମାଗତ ଭାବେ ବଦଳୁଛି। ସେପଟେ ବର୍ତ୍ତମାନ ଭାଜପା ନେତା ସଦାନନ୍ଦ ଗୌଡା ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏବେ କୌଣସି ଚୂଡ଼ାନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri