ଜାତୀୟ

ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପଛରେ, ଆଗରେ ଚାଲିଛନ୍ତି ଶେଟ୍ଟାର

ବେଙ୍ଗାଲୁରୁ,୧୩।୫: ଶନିବାର ସକାଳୁ ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ରାଜ୍ୟର ୨୨୪ ବିଧାନସଭା ଆସନ ପାଇଁ ୨୬୧୫ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ମୁକାବିଲା କଂଗ୍ରେସ, ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜେଡିଏଓ ମଧ୍ୟରେ...

କର୍ନାଟକରେ ମତ ଗଣନା ଜାରି, କଂଗ୍ରେସ ଛୁଇଁଲାଣି ସଂଖ୍ୟା ଗରିଷ୍ଠତାର ମ୍ୟାଜିକ ନମ୍ବର

ବେଙ୍ଗାଲୁରୁ,୧୩।୫: ବହୁ ପ୍ରତିକ୍ଷିତ କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ସାରା ଦେଶର ନଜର ଏହା ଉପରେ ଥିବା ବେଳେ କଂଗ୍ରେସ ଭୋଟ ଗଣତିର ଏକ ଘଣ୍ଟା ମଧ୍ୟରେ ସଂଖ୍ୟା ଗରିଷ୍ଠତାର ମ୍ୟାଜିକ ନମ୍ବର ଛୁଇଁ...

ପ୍ରଥମ ବାଜି କଂଗ୍ରେସ ହାତରେ: ୨୨୧ ଆସନରୁ କଂଗ୍ରେସ ୧୧୧ରେ ଆଗୁଆ, ୮୧ରେ ଭାଜପା

ବେଙ୍ଗାଲୁରୁ,୧୩।୫: ଏବେ ସାରା ଦେଶବାସୀଙ୍କ ନଜର କର୍ନାଟକ ବିଧାନସଭା ନିର୍ବାଚନ ଉପରେ। ଶନିବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ୨୨୪ ଆସନ ମଧ୍ୟରୁ ୨୧୧ ଆସନ ମଧ୍ୟରୁ କଂଗ୍ରେସ୧୧୧ରେ ଆଗୁଆ ଥିବା ବେଳେ ଭାଜପା ମାତ୍ର ୮୧ ଟିରେ...

କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ: ଅଧା ଆସନରେ ଭାଜପା-କଂଗ୍ରେସ ମଧ୍ୟରେ କଡା ମୁକାବିଲା

ବେଙ୍ଗାଲୁରୁ,୧୩।୫: ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଗଣତିରେ ପ୍ରଥମ ପର୍ଯ୍ୟାୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି। ସମସ୍ତ ୨୨୪ଟି...

କର୍ନାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ.୧୩।୪: କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇବ। ତେବେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି। କିଛି ସମୟ ପରେ କର୍ନାଟକ କାହାର ହେବ ତାହା ସ୍ପଷ୍ଟ ହୋଇଯିବ। କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମେ’୧୦ରେ ଭୋଟଗ୍ରହଣ...

ଚାର୍ଜଶିଟ୍‌ ଦାଖଲ ହୋଇ ନ ଥିଲେ ଜାମିନ ଆବେଦନର ବିଚାର କରିପାରିବେ କୋର୍ଟ

ନୂଆଦିଲ୍ଲୀ, ୧୩ା୫(ଆଇଏଏନ୍‌ଏସ୍‌): କୌଣସି ଆପରାଧିକ ମାମଲାରେ ୬୦ କିମ୍ବା ୯୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ ହୋଇ ପାରିଲେ ତଳକୋର୍ଟ ଏବଂ ହାଇକୋର୍ଟ ଜାମିନ ଆବେଦନର ବିଚାର କରିପାରିବେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏହି ମାମଲାରେ ଅଦାଲତଗୁଡ଼ିକ ରିତୁ...

ଡାକ୍ତର ହତ୍ୟାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ୍‌

କୋଲାମ, ୧୩ା୫ (ପି.ଟି.): କେରଳ କୋଲାମ ଜିଲାର ୨୩ ବର୍ଷୀୟା ମହିଳା ଡାକ୍ତର ବନ୍ଦନା ଦାସଙ୍କୁ ଚିକିତ୍ସାଧୀନ ରୋଗୀ ହତ୍ୟା କରିବା ଘଟଣାର ତଦନ୍ତ ଦାୟିତ୍ୱ ଜିଲା କ୍ରାଇମ ବ୍ରାଞ୍ଚ୍‌ ନେଇଛି। ଆଜିଜିଆ ମେଡିକାଲ କଲେଜ ହସ୍ପିଟାଲର ହାଉସ ସର୍ଜନ...

୯୫.୨୦% ରଖିଲେ ଏସିଡ୍‌ ଆକ୍ରମଣ ପୀଡ଼ିତା

ନୂଆଦିଲ୍ଲୀ, ୧୩ା୫: ଏସିଡ୍‌ ଆକ୍ରମଣରେ ଦୃଷ୍ଟିଶକ୍ତି ହରାଇଥିବା ଚଣ୍ଡିଗଡ଼ ବ୍ଲାଇଣ୍ଡ ସ୍କୁଲ୍‌ ଛାତ୍ରୀ କାଫି (୧୫) ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୨୦ ପ୍ରତିଶତ ନମ୍ବର ରଖି ନିଜ ସ୍କୁଲ୍‌ରେ ଟପ୍ପର ହୋଇଛନ୍ତି। କାଫିଙ୍କ ଘର ହରିୟାଣା ହିସାର ଜିଲାର...

ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିଥିବା ସିଜେଏମ୍‌ଙ୍କ ପଦୋନ୍ନତି ସ୍ଥଗିତ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ କରିଥିବା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌) ହରିଶ ହସ୍‌ମୁଖଭାଇ ବର୍ମାଙ୍କ ସମେତ ଗୁଜରାଟର ୬୮ ଜଣ ନିମ୍ନ ନ୍ୟାୟିକ ଅଧିକାରୀଙ୍କ ପଦୋନ୍ନତି ଉପରେ ସୁପ୍ରିମକୋର୍ଟ...

କେନ୍ଦ୍ର ଅଧୀନ ଓଡ଼ିଶା ପ୍ରକଳ୍ପର ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୩ା୫: କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ବିଚାରାଧୀନ ଥିବା ଓଡ଼ିଶାର ଅନେକ ପ୍ରକଳ୍ପ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ରେସିଡେଣ୍ଟ କମିଶନରଙ୍କ ଅଫିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,...

ଓଡ଼ିଶାର ୩୧ ରେଳଷ୍ଟେଶନରେ ଓଏସ୍‌ଓପି ଆଉଟଲେଟ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୩ା୫: ସ୍ବଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଏବଂ ବଞ୍ଚତ୍ତ ବର୍ଗଙ୍କ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି ନିମନ୍ତେ ଓଡ଼ିଶାର ୩୧ଟି ରେଳଷ୍ଟେଶନରେ ଓ୍ବାନ ଷ୍ଟେଶନ ଓ୍ବାନ୍‌ ପ୍ରଡକ୍ଟ (ଓଏସ୍‌ଓପି) ଯୋଜନାରେ ଆଉଟଲେଟ୍‌ ଖୋଲିବା ପାଇଁ ରେଳ ମନ୍ତ୍ରଣାଳୟ ଅନୁମତି ଦେଇଛି।...

ଦରମା ୩୦ ହଜାର, ଘରୁ ମିଳିଲା ୭ କୋଟିର ସମ୍ପତ୍ତି

ଭୋପାଳ, ୧୩ା୫: ମଧ୍ୟପ୍ରଦେଶ ଲୋକାୟୁକ୍ତ ପୋଲିସର ଏକ ଟିମ୍‌ ଜଣେ ମହିଳା ଠିକା ଇଞ୍ଜିନିୟରଙ୍କ ଘର ଉପରେ ଚଢ଼ାଉ କରି ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛନ୍ତି। ହେମା ମୀନା ନାମ୍ନୀ ଏହି ଇଞ୍ଜିନିୟରଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri