ଜାତୀୟ

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୫: ମହାରାଷ୍ଟ୍ର ସରକାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି। ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଫେରାଇ ନିଆଯାଇଛି। ଏହାସହ ରାଜ୍ୟ ସରକାର ଡିସେମ୍ବର ୨୦୨୧ରେ ଜାରି କରିଥିବା ନିଲମ୍ବନ ଆଦେଶକୁ...

ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କ୍ୟାନସରରେ ପୀଡ଼ିତ, ପ୍ରଥମ କେମୋ ଥେରାପି ପରେ ଶେୟାର କଲେ ଭିଡିଓ

ଚଣ୍ଡିଗଡ଼,୧୨।୫: ଚଳିତ ବର୍ଷ ମାର୍ଚ୍ଚରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ଡାକ୍ତର ନବଜୋତ କୌର ସିଦ୍ଧୁ ସୂଚନା ଦେଇଥିଲେ କି ସେ କ୍ୟାନସରର ଦ୍ୱିତୀୟ ଷ୍ଟେଜରେ। ନିଜ ରୋଗ ସମ୍ପର୍କରେ ସୂଚନା ଦେଇ ନବଜୋତ ଏକ ଇମୋଶନାଲ ନୋଟ ଲେଖିଥିଲେ।...

କ୍ୟାବିନେଟ ମନ୍ତ୍ରୀଙ୍କ ସହ ଫିଲ୍ମ ‘ଦ କେରଲା ଷ୍ଟୋରି’ଦେଖିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ତାଙ୍କ କ୍ୟାବିନେଟ ସହ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ଦେଖିଛନ୍ତି। ଲୋକ ଭବନ ଅଡିଟୋରିୟମରେ ଫିଲ୍ମର ଏକ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା। ଏନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏହି ଚଳଚ୍ଚିତ୍ରର...

କର୍ନାଟକ ନିର୍ବାଚନ: କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ବେଙ୍ଗାଲୁରୁ,୧୨।୫: ଶେଷ ହୋଇଛି କର୍ନାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ। ଏବେ ସମସ୍ତଙ୍କ ନଜର କେଉଁ ଦଳ ଗଠନ କରିବ ସରକାର। ଆଉ କିଛି ଘଣ୍ଟା ପରେ କାଉଣ୍ଟିଂ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା...

ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ ଯାହାକୁ ନେଇ ତାମିଲନାଡୁ ରାଜନୀତିରେ ହୋଇଥିଲା ହଙ୍ଗାମା…ଅର୍ଥମନ୍ତ୍ରୀରୁ ବିଦା ହେଲେ ଜଣେ ଶକ୍ତିଶାଳୀ ନେତା

ଚେନ୍ନାଇ,୧୨।୫:‘ଡିଏମକେ ଫାଇଲ୍ସ’କୁ ନେଇ ତାମିଲନାଡୁ ରାଜନୀତି ସରଗରମ ରହିଛି। କଂଗ୍ରେସ ଫାଇଲ୍ସ, କେରଲା ଷ୍ଟୋରି ପରି ଭାଜପା ଏହିଭଳି ପ୍ରୋପଗଣ୍ଡା ଫିଲ୍ମକୁ ରିଲିଜ୍‌ କରି ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛି। ସେହିପରି ଭାଜପା ଦ୍ୱାରା ପ୍ରଦର୍ଶିତ ଏହି ଫିଲ୍ମ ତାମିଲନାଡୁର...

‘ଦ କେରଲା ଷ୍ଟୋରି’କୁ ବ୍ୟାନ କରିବା ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୫: ସୁପ୍ରିମକୋର୍ଟ ଫିଲ୍ମ ‘ଦ କେରଲା ଷ୍ଟୋରି’ ମାମଲାର ଶୁକ୍ରବାର ଶୁଣାଣି କରିଛନ୍ତି। ଶୁଣାଣି କରି ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଛନ୍ତି। ଏଥିସହ ପଶ୍ଚିମବଙ୍ଗ ସରକାରଙ୍କୁ କୋର୍ଟ ପକ୍ଷରୁ ଏକ ନୋଟିସ...

ସଚ୍ଚିନ ପାଇଲଟଙ୍କ ଯାତ୍ରା ମଧ୍ୟରେ ଦିଲ୍ଲୀରେ କଂଗ୍ରେସର ବୈଠକ

ନୂଆଦିଲ୍ଲୀ,୧୨।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି। ସଚ୍ଚିନ ପାଇଲଟ ଗୁରୁବାର ପାର୍ଟିରୁ ଅଲଗା ହୋଇ ଜନ ସଂଘର୍ଷ ପଦଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ଦେଖି...

‘ଦି କେରଲା ଷ୍ଟୋରି’ଫିଲ୍ମ ଭଲ କି ଖରାପ ତାହା ଦର୍ଶକଙ୍କୁ ସ୍ଥିର କରିବାକୁ ଦିଅନ୍ତୁୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୫: ସୁପ୍ରିମକୋର୍ଟ ଶୁକ୍ରବାର ଫିଲ୍ମ ‘କେରଲା ଷ୍ଟୋରି’ ମାମଲାର ଶୁଣାଣି କରିଛନ୍ତି। ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଯେ, ଯଦି ସାରା ଦେଶରେ ଫିଲ୍ମର ସ୍କ୍ରିନିଂ ହେଉଛିି ତେବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫିଲ୍ମ...

କଂଗ୍ରେସକୁ ଆରଏସଏସ ଫୋବିଆ: ସିପି ଜୋଶୀ

ଜୟପୁର,୧୨।୫:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭାଜପା ଏବଂ ଆରଏସଏସକୁ ଫାସିବାଦୀ କହିଥିବା ବୟାନକୁ ରାଜସ୍ଥାନର ଭାଜପା ସଭାପତି ସିପି ଜୋଶୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ନେତାଙ୍କୁ ଆରଏସଏସ ଫୋବିଆ ହୋଇଛି ସେଥିପାଇଁ ଏପରି ବୟାନ...

‘ମୁଁ ବି ଶୁଣିନି ମଙ୍କି ବାତ’, ମହୁଆଙ୍କ ବିବାଦୀୟ ଟୁଇଟ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡରେ ସାମିଲ ନ ହେବାରୁ ୩୬ ଜଣ ନିର୍ସିଂ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ଏହାକୁ ନେଇ ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ...

ଫିଲ୍ମ ‘ ଦ କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଖଲ

ନୂଆଦିଲ୍ଲୀ,୧୨।୫: ଫିଲ୍ମ ‘ ଦ କେରଲା ଷ୍ଟୋରି’ ସମ୍ବନ୍ଧରେ ଆଉ ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିରେ ସିନେମା ଦେଖିବା ଲୋକଙ୍କ ପାଇଁ ସୁରକ୍ଷା ଦାବି କରାଯାଇଛି। ଏହା ସହିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରୁଥିବା ଥିଏଟରଗୁଡ଼ିକ ପାଇଁ...

ଗୁଜରାଟକୁ ୪,୪୦୦ କୋଟି ମୂଲ୍ୟ ପ୍ରକଳ୍ପର ଉପହାର ଦେଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ଶୁକ୍ରବାର ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ଏଠାରେ ସେ ପ୍ରାୟ ୪,୪୦୦କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ଅଧୀନରେ ନିର୍ମିତ ଘର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri