ଜାତୀୟ

ଶୁକ୍ରବାର ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ: ୪,୪୦୦କୋଟି ମୂଲ୍ୟ ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କିଛି ପ୍ରକଳ୍ପର ଉଦଘାଟନ କରିବେ। ଗୁରୁବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ...

ସିସୋଡିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ, ଭିସି ମାଧ୍ୟମରେ ସ୍ତ୍ରୀଙ୍କ ସହ କଥା ହେବାକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ତେବେ ତାଙ୍କୁ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କ ସହ କଥା ହେବାକୁ...

ସୁପ୍ରିମକୋର୍ଟଙ୍କ ରାୟ ପରେ ସର୍ଭିସ ସେକ୍ରେଟାରୀଙ୍କୁ ହଟାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହି ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସେବା ବିଭାଗର ସଚିବ ଆଶିଷ...

ସୁପ୍ରିମକୋର୍ଟଙ୍କ ରାୟର କିଛି ଘଣ୍ଟା ପରେ ଆକ୍ସନ ମୁଡରେ କେଜରିଓ୍ବାଲ ସରକାର

ନୂଆଦିଲ୍ଲୀ,୧୧।୫: ଟ୍ରାନ୍ସଫର-ପୋଷ୍ଟିଂ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର କିଛି ଘଣ୍ଟା ପରେ ଦିଲ୍ଲୀ ସରକାର ସେବା ସଚିବ ଆଶିଷ ମୋରେଙ୍କୁ ହଟାଇ ଦେଇଛନ୍ତି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କୁ ଏକ...

କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କଲେ ରେସ୍‌ଲର

ନୂଆଦିଳ୍ଲୀ,୧୧ା୫: ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଳୀର ଯନ୍ତରମନ୍ତରଠାରେ ରେସ୍‌ଲରଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଧାରଣାରେ ବସିଥିବା ରେସ୍‌ଲରମାନେ କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କରିବା ସହ ଏହାକୁ...

‘ଏବେ କିଛି ନିଷ୍ପତ୍ତି ହେବାର ବାକି…’ ଶିନ୍ଦେ ସରକାରଙ୍କ ଉପରେ ଏସ୍‌ସିଙ୍କ ରାୟ ପରେ ଶରଦ ପାୱାରଙ୍କ ପ୍ରତିକ୍ରିୟା

ମୁମ୍ବାଇ,୧୧।୫: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ନିଷ୍ପତ୍ତି ନେଇ କହିଛନ୍ତି ଉଦ୍ଧବ ଠାକରେ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତେଣୁ ତାଙ୍କ ସରକାର ପୁନରୁଦ୍ଧାର ହୋଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଏନସିପି...

‘ଏବେ ବି ସ୍ଥିତି ଗମ୍ଭୀର, ରାଷ୍ଟ୍ରପତି ଶାସନ ଲାଗୁ କର’

ନୂଆଦିଲ୍ଲୀ,୧୧।୫: ମଣିପୁରରେ ଘଟିଥିବା ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୦୦ରୁ ଉର୍ଦ୍ଧ୍ୱଙ୍କର ଜୀବନ ଯାଇଛି। ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରିବାର ଆବଶ୍ୟକତା ରହିଥିବା କଂଗ୍ରେସ ନେତା ତଥା ମଣିପୁର ପ୍ରଭାରୀ ଭକ୍ତ ଚରଣ...

ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ, ‘ମିଶନ ୨୪’କୁ ନେଇ ମୁଖ୍ୟମନ୍ତ୍ରୀ କହିଲେ- ‘ସମସ୍ତଙ୍କ ସହମତି…’

ମୁମ୍ବାଇ,୧୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତାକୁ ନେଇ ଗୁରୁବାର ମୁମ୍ବାଇ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଶିବସେନା ୟୁବିଟି ମୁଖ୍ୟ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଏନସିପି ମୁଖ୍ୟ...

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତର ପାଇଯାଇଛନ୍ତି: ଦେବେନ୍ଦ୍ର

ମୁମ୍ବାଇ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏକ ଖବରଦାତା ସମ୍ମିଳନୀ କରି ସୁପ୍ରିମକୋର୍ଟଙ୍କ ରାୟକୁ କୃତଜ୍ଞତା ଜଣାଇଛନ୍ତି। ଏପରିକି ଯେଉଁମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିଷୟରେ କଳ୍ପନା କରୁଥିଲେ ଏବଂ କହିଥିଲେ...

ଭାଜପା ନେତାଙ୍କ ଦୁଆରେ ଉପହାର ଫିଙ୍ଗି ଦେଇ ଗଲେ ଭୋଟର

ବେଙ୍ଗାଲୁରୁ,୧୧।୫: ମଙ୍ଗଳବାର ରାତିରେ କର୍ନାଟକ ବିଧାନସଭା ନିର୍ବାଚନର ପୂର୍ବ ସନ୍ଧ୍ୟାରେ କଥିତ ଭାବେ ଭାଜପାର କର୍ମୀ ଓ ପେଟ ବିଧାନସଭା ଅଞ୍ଚଳରେ ମତଦାତାଙ୍କୁ ଶାଢି ଓ ଚିକେନ ବଣ୍ଟାଯାଇଥିଲା। ବୁଧବାର କଂଗ୍ରେସ ଏ ସମ୍ପର୍କରେ ଜାଣିବା ପରେ ପ୍ରଶ୍ନ କରିବା...

ଖୁବ୍‌ଶୀଘ୍ର ପ୍ରକାଶ ପାଇବ ସିବିଏସ୍‌ଇ ରେଜଲ୍ଟ

ନୂଆଦିଲ୍ଲୀ,୧୧ା୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ନିକଟରେ ଏକ ସର୍କୁଲାରରେ କହିଛି ଯେ, ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଛାତ୍ରୀଛାତ୍ର ସେମାନଙ୍କ ଫଳାଫଳକୁ ବୋର୍ଡର results.cbse.nic.in କିମ୍ବା cbseresults.nic.inରେ ଦେଖିପାରିବେ। ଛାତ୍ରୀଛାତ୍ରଙ୍କ...

ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୧।୫: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଦୁଇଟି ବସ ମାନ୍ଦସୌର ଜିଲାର ଅଲଗା ଅଲଗା ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥି ମଧ୍ୟରୁ ଗୋଟିଏ ବସ୍‌ କଲଭର୍ଟରୁ ନଦୀରେ ଓଲଟି ପଡିଥିବାବେଳେ ଅନ୍ୟ ବସ୍‌ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri