ଜାତୀୟ

କୁଶିନଗରରେ ବଡ ଦୁର୍ଘଟଣା: ୪ ଶିଶୁ ସମେତ ୭ ମୃତ

କୁଶିନଗର,୧୦।୫: ଉତ୍ତର ପ୍ରଦେଶର କୁଶୀନଗର ଜିଲାରୁ ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକ ଆସିଛି। ଏଠାର ରାମକୋଲା ଥାନା ଅଞ୍ଚଳରେ ଥିବା ମାଧି ମାଠିଆ ଗାଁରେ ବୁଧବାର ଏକ ବଡ ଦୁର୍ଘଟଣା ହୋଇଛି। ନିଆଁ ଲାଗିଯିବାରୁ ୪ ଶିଶୁଙ୍କ...

ସଚ୍ଚିନ ପାଇଲଟ, ଅଶୋକ ଗେହଲୋଟଙ୍କ ଲଢେଇକୁ ନେଇ ମୁହଁ ଖୋଲିଲେ ମୋଦି

ଜୟପୁର,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତରେ ଅଛନ୍ତି। ବୁଧବାର ମୋଦି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସରେ ନିଜ...

ଆପଣ ପ୍ରଧାନମନ୍ତ୍ରୀ ନା ଫିଲ୍ମର ପ୍ରମୋଟର: ପ୍ରଧାନମନ୍ତ୍ରୀଙ୍କୁ ଓଓ୍ବାଇସିଙ୍କ କଟାକ୍ଷ…

ଲକ୍ଷ୍ନୌ,୧୦।୫ : ଗାଜିଆବାଦର ଡାସନା ନଗର ପଞ୍ଚାୟତର ନିର୍ବାଚନ ପ୍ରଚାର ସମୟରେ ଏଆଇଏମଆଇଏମ ଦଳର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଅଖିଳେଶ ତାଙ୍କ ପିତାଙ୍କ  ସକ୍ଷମ...

ଓଡିଶା ଆସିପାରନ୍ତି ମୋଦି

ଭୁବନେଶ୍ବର,୧୦।୫: ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ଉତ୍ସବ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି।ତେବେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ଦେଇଛନ୍ତି ଭାଜପା ସାଧାରଣ ସମ୍ପାଦକ ପୃଥ୍ବ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମୋଦି ବନ୍ଦେ...

ମଝି ଆକାଶରେ ବିମାନରେ ପୋଡ଼ିବା ଗନ୍ଧ, ଜରୁରୀ ଅବତରଣ କଲେ ପାଇଲଟ…

ତିରୁଚିରାପଲ୍ଲୀ,୧୦।୫ : ତିରୁଚିରାପଲ୍ଲୀରୁ ସିଙ୍ଗାପୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ଇଣ୍ଡୋନେସିଆରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ପରେ ପାଇଲଟ ଏହି ନିଷ୍ପତ୍ତି ନେଇଥିଲେ। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଯାଞ୍ଚ ପରେ ବିମାନରେ କୌଣସି ତ୍ରୁଟି...

ମଧ୍ୟାହ୍ନ ଭୋଜନରେ କାହିଁକି ମିଳୁନି ଚିକେନ-ମଟନ ? ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୫ : କେନ୍ଦ୍ରଶାସିତ ଅଞ୍ଚଳରେ ପିଲାଙ୍କୁ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନାରୁ ଚିକେନ ଏବଂ ମଟନ ଅପସାରଣକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଲାକ୍ଷାଦ୍ୱୀପ ପ୍ରଶାସନଠାରୁ ଜବାବ ମାଗିଛନ୍ତି। ଏହାପୂର୍ବରୁ ଲାକ୍ଷାଦ୍ୱୀପର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର...

ଭାଜପା ନେତାଙ୍କୁ ଥାନାରେ ପିଟିଲେ ଏସପି ବିଧାୟକ. ଭିଡିଓ ଭାଇରାଲ…

ଅମେଠି,୧୦।୫ : ଉତ୍ତରପ୍ରଦେଶ ପୌର ପରିଷଦ ମତଦାନର ଗୋଟିଏ ଦିନ ପୂର୍ବରୁ ଅମେଠିରେ ଏସପି ବିଧାୟକଙ୍କ ଗାଳିଗୁଲଜ ଘଟଣା ସାମ୍ନାକୁ ଆସିଛି। ଏସପି ବିଧାୟକ ରାକେଶ ପ୍ରତାପ ପୋଲିସର ଉପସ୍ଥିତିରେ ଭାଜପାର ନାଗରିକ ସଂଗଠନ ନିର୍ବାଚନ ପ୍ରାର୍ଥୀଙ୍କ ସ୍ବାମୀ ଦୀପକ...

ୟୁପିରେ ଟିକସମୁକ୍ତ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବେ ‘ଦ କେରଲା ଷ୍ଟୋରି’ର ଟିମ୍‌

ଲକ୍ଷ୍ନୌ, ୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। କେତେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ସମର୍ଥନ ମିଳିଛି। ତେବେ ମଧ୍ୟପ୍ରଦେଶରେ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ...

କର୍ନାଟକ ବିଧାନସଭା ନିର୍ବାଚନ: କିଙ୍ଗମେକର୍‌ ସାଜିବ କି ଜେଡିଏସ? ଏମିତି ହୋଇପାରେ ସମୀକରଣ

ବେଙ୍ଗାଲୁରୁ,୧୦।୫: କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଜାରି ରହିିଛି। ସବୁ ଦଳ ଗତ ୨ ମାସ ଧରି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ପ୍ରଚାରରେ ସବୁ ପ୍ରକାର ରଣ କୌଶଳ ଲଗାଇ ଦେଇଛନ୍ତି। ବିଭିନ୍ନ ପାର୍ଟି ନିଜ...

ସନ୍ତାନ ହେବେନି ଜନ୍ମ,ମାନବ ସଭ୍ୟତା ଉପରେ ମାଡ଼ି ଆସିବ ସଙ୍କଟ: ସମଲିଙ୍ଗୀ ବିବାହ ନେଇ ସୁପ୍ରିମ୍‌କୋର୍ଟ ତର୍କ…

ନୂଆଦିଲ୍ଲୀ,୧୦।୫ : ସମଲିଙ୍ଗୀ ବିବାହକୁ ଅନୁମୋଦନ ଦେବାକୁ ଆବେଦନ ଉପରେ ସୁପ୍ରିମକୋର୍ଟରେ ତୀବ୍ର ବିତର୍କ ଚାଲିଛି। ଓକିଲ ରାକେଶ ଦ୍ୱିବେଦୀ ୫ ଜଣିଆ ସାମ୍ବଧାନିକ ଖଣ୍ଡପୀଠ ସମ୍ମୁଖରେ ସମଲିଙ୍ଗୀ ବିବାହର ସ୍ବୀକୃତିକୁ ବିରୋଧ କରି ଅନେକ ଯୁକ୍ତି ଉପସ୍ଥାପନ କରିଛନ୍ତି।...

ଭାଜପାର ଏକ୍ସ ଫ୍ୟାକ୍ଟର ମହାରାଷ୍ଟ୍ର-ବିହାର, ନୀତୀଶ-ପାଓ୍ବାର ଯୋଡି ମୁଖ୍ୟ ସମସ୍ୟା…

ନୂଆଦିଲ୍ଲୀ,୧୦।୫ : ବିରୋଧୀ ଏକତା ଦୃଷ୍ଟିରୁ ମହାରାଷ୍ଟ୍ର ଏବଂ ବିହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ପାର୍ଟି ସମୀକରଣ ଯୋଗୁ ଭାଜପାର ଭବିଷ୍ୟତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଗତ ନିର୍ବାଚନ ପରେ ଉଭୟ ରାଜ୍ୟରେ ଏନଡିଏ ଭାଙ୍ଗିଥିଲା ଏବଂ ବିରୋଧୀ...

ମମତା ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ: ସୁବ୍ରମଣ୍ୟମ ସ୍ବାମୀ…

କୋଲକାତା,୧୦।୫ : ନିଜ ଦଳ ବିରୋଧରେ ବାରମ୍ବାର ବିବୃତ୍ତି ଦେଉଥିବା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି କହିଛନ୍ତି, ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri