ଜାତୀୟ

ଡିଆର୍‌ଡିଓ ବୈଜ୍ଞାନିକଙ୍କ ହାଜତ ମିଆଦ ୧୫ ଯାଏ ବଢ଼ିଲା

ନୂଆଦିଲ୍ଲୀ, ୧୦ା୫: ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗତ ୩ ତାରିଖରେ ପୁଣେରୁ ଗିରଫ ହୋଇଥିବା ଡିଆର୍‌ଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲ୍‌କର(୫୯)ଙ୍କ ହାଜତ ମିଆଦକୁ ମେ’ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ନଭେମ୍ବରରେ ଅବସର ନେବାକୁ ଥିବା ପ୍ରଦୀପ...

କର୍ନାଟକ ନିର୍ବାଚନ: ୩୭୫ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ, ୧୦ା୫: କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉକ୍ତ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ ୩୭୫ କୋଟି ଟଙ୍କା ଜବତ ହୋଇଥିବା ନିର୍ବାଚନ କମିଶନ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା...

ଆଜି କର୍ନାଟକ ବିଧାନସଭା ନିର୍ବାଚନ: ୫.୩ କୋଟି ଭୋଟର ନିର୍ଣ୍ଣୟ କରିବେ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ…

ବେଙ୍ଗାଲୁରୁ,୧୦।୫ : ଆଜି କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯାଉଛି। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ...

୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍ବତନ୍ତ୍ର ବେବି ବର୍ଥ: ଭାରତୀୟ ରେଳର ନୂଆ ଯୋଜନା…

ନୂଆଦିଲ୍ଲୀ,୯।୫ : ଟ୍ରେନରେ ଯାତ୍ରା କରୁଥିବା ମା ଏବଂ ଶିଶୁଙ୍କ ଯାତ୍ରା ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ହେବ। ଭାରତୀୟ ରେଳବାଇ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅଲଗା ବେବି ବର୍ଥ ତିଆରି କରିବା ଉପରେ...

ବୁଧବାର କର୍ନାଟକ ବିଧାନସଭା ନିର୍ବାଚନ, ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ୧୦୮୭ ଜଣ କୋଟିପତି…

ବେଙ୍ଗାଲୁରୁ,୯।୫ : କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ହେଉଛି। ରାଜ୍ୟର ସମସ୍ତ ୨୨୪ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଏହାର ଫଳାଫଳ ଶନିବାର ଦିନ ପ୍ରକାଶ ପାଇବ। ନିର୍ବାଚନ ମଇଦାନରେ ମୋଟ ୨୬୧୫ ଜଣ ପ୍ରାର୍ଥୀ ଅଛନ୍ତି। ବେଲଗାମ ଜିଲାର...

କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ମୃତ୍ୟୁ…

ଗ୍ବାଲିୟର,୯।୫ : ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଆଉ ଏକ ଚିତାର କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିିଛି। ଏପର୍ଯ୍ୟନ୍ତ ତିନୋଟି ଚିତାଙ୍କର ମୃତ୍ୟୁ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁନୋ ଜାତୀୟ ଉଦ୍ୟାନର ବଡ଼ ଏନକ୍ଲୋଜରରେ ଅଣ୍ଡିରା ଚିତା...

ଗଜରାଜଙ୍କୁ ସ୍କୁଟି ଗର୍ଲଙ୍କ ପ୍ରତି ଭୟ: ରାସ୍ତାରେ ଠିଆ ହୋଇଥିବା ହାତୀ ସହିତ ଧକ୍କା କଲେ ସ୍କୂଟି, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୯।୫ : ପ୍ରାୟତଃ ଡ୍ରାଇଭିଂ ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଜଣେ ସ୍କୁଟି ଗର୍ଲଙ୍କର ଡ୍ରାଇଭିଂ ଦେଖି ଭୂମି...

ଭୋଟିଂର ଗୋଟିଏ ଦିନ ପୂର୍ବରୁ କର୍ନାଟକ ଜନତାଙ୍କ ନାମରେ ପତ୍ର ଲେଖିଲେ ମୋଦି

ନୂଆଦିଲ୍ଲୀ,୯।୫: ବୁଧବାର ଅର୍ଥାତ୍‌ ମେ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ରାଜ୍ୟରେ ୩୮ବର୍ଷ ଧରି ଚାଲିଆସୁଥିବା ବିରୋଧୀ ଲହରକୁ ଭାଙ୍ଗି ଲଗାତାର ଦ୍ୱିତୀୟ ଥର ବିଜୟୀ ହେବାକୁ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଲକ୍ଷ୍ୟ ରଖିଛି। ଏହି...

ଲିଭ୍‌ଇନ ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ଆକ୍ଟ ଅଧୀନରେ ଆଣିବା ଏହି ଆଇନର ଅପବ୍ୟବହାର: କେନ୍ଦ୍ରର ଜବାବ…

ନୂଆଦିଲ୍ଲୀ,୯।୫ : ଲିଭ୍‌ଇନ ଦମ୍ପତି ତଥା ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ଅଧିନିୟମ ଅଧୀନରେ ଆଣିବାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଏକ ଉତ୍ତର ଦାଖଲ କରୁଥିବାବେଳେ କେନ୍ଦ୍ର ସରକାର କହିଛନ୍ତି, ଏହି ଦମ୍ପତିଙ୍କୁ ସରୋଗେସି ଅଧିନିୟମ ଅଧୀନରେ ଆଣିବା...

ଭଗବାନଙ୍କୁ ଅପମାନିତ କରୁଛି ବଜରଙ୍ଗ ଦଳ: କଂଗ୍ରେସ…

ଭୋପାଳ,୯।୫ : ମଧ୍ୟପ୍ରଦେଶ ଝାବୁଆର କଂଗ୍ରେସ ବିଧାୟକ ତଥା ପୂର୍ବତନ ଏମପି ଓ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ ଭୁରିଆ ମଙ୍ଗଳବାର ହେଡଲାଇନରେ ସ୍ଥାନ ପାଇଛନ୍ତି। ଭୁରିଆ ବଜରଙ୍ଗ ଦଳକୁ ଟାର୍ଗେଟ କରିଛନ୍ତି। ବଜରଙ୍ଗ ଦଳ ପୂର୍ବରୁ କଂଗ୍ରେସର ଟାର୍ଗେଟରେ ଅଛି।...

୨୦୨୭ ସୁଦ୍ଧା ଭାରତ ସରକାର ସମସ୍ତ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ: ପେଟ୍ରୋଲିୟମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୯।୫ : ଭାରତ ୨୦୨୭ ସୁଦ୍ଧା ଡିଜେଲ ଯାନକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଉଚିତ ଏବଂ ଲୋକମାନେ ଡିଜେଲ ଯାନ ବଦଳରେ ବୈଦ୍ୟୁତିକ ଏବଂ ଗ୍ୟାସ ଚାଳିତ ଯାନ ଉପରେ ଧ୍ୟାନ ଦେବା ଉଚିତ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା...

ଲାଇଭ ଷ୍ଟ୍ରିମିଂ ଯୋଗୁ ଘରେ ଘରେ ପହଞ୍ଚିଛି ସୁପ୍ରିମ୍‌କୋର୍ଟ: ସିଜେଆଇ…

ନୂଆଦିଲ୍ଲୀ,୯।୫ : ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି, ଏହାର ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ କୋର୍ଟ ସାଧାରଣ ନାଗରିକଙ୍କ ଘରେ ଘରେ ପହଞ୍ଚିଛି। ଲାଇଭ ଷ୍ଟ୍ରିମ ହୋଇଥିବା ବିଷୟବସ୍ତୁ ଇଂଲିଶ ବ୍ୟତୀତ ଅନ୍ୟ ଭାଷାରେ ନିଶ୍ଚିତ କରିବାକୁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଚେଷ୍ଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri