ଜାତୀୟ

ମମତାଙ୍କୁ ବିବେକ ଅଗ୍ନିହୋତ୍ରୀଙ୍କ ଆଇନଗତ ନୋଟିସ…

କୋଲକାତା,୯।୫ : ଚଳଚ୍ଚିତ୍ର ର୍ନିମାତା ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ୨୦୨୨ ବ୍ଲକବଷ୍ଟର ‘କଶ୍ମୀର ଫାଇଲ’ରେ ଦେଇଥିବା ମନ୍ତବ୍ୟ ଉପରେ ଏକ ଆଇନଗତ ନୋଟିସ ପଠାଇଛନ୍ତି। ‘କଶ୍ମୀର ଫାଇଲ’ ଏବଂ ମୋର ଆଗାମୀ ଚଳଚ୍ଚିତ୍ର...

‘ଦ କେରଲା ଷ୍ଟୋରି’କୁ ନେଇ ଏନସିପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। ଏହି ଫିଲ୍ମକୁ ନେଇ ପ୍ରତିଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି। ମଧ୍ୟପ୍ରଦେଶ ପରେ ଏବେ ଉତ୍ତର ପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି।...

ବିହାରରେ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଦାବି

ପାଟନା,୯।୫: ଚଳଚ୍ଚିତ୍ର ‘ଦ କେରଲା ଷ୍ଟୋରି’କୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କେତେକ ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ସମର୍ଥନ କରୁଥିବା ବେଳେ କେତେକ ରାଜ୍ୟରେ ଏହାକୁ ବିରୋଧ କରାଯାଉଛି। ଏପରିକି ରାଜ୍ୟରେ ବ୍ୟାନ୍‌ ମଧ୍ୟ କରାଯାଇଛି।...

ଗେହଲଟଙ୍କ ନେତା ସୋନିଆ ଗାନ୍ଧୀ ନା ବସୁନ୍ଧରା ରାଜେ: ପାଇଲଟ

ଜୟପୁର,୯।୫: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁଁ ଧୌଲପୁରରେ ମୁଖ୍ୟମନ୍ତ୍ରୀ  ଗେହଲଟଙ୍କ ଭାଷଣ ଶୁଣିଛି। ଏହା ପରେ ଲାଗୁଛି ଯେ ତାଙ୍କ ନେତା ସୋନିଆ ଗାନ୍ଧୀ ନୁହଁନ୍ତି...

ଉପରାଷ୍ଟ୍ରପତି-ରାଜ୍ୟପାଳ ପଦବୀରେ ରହିବାକୁ ସହନଶୀଳତାର ମୁଖା ପିନ୍ଧନ୍ତି ମୁସଲମାନ: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ,୯।୫ : କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବାଘେଲ ଏପରି କିଛି କହିଛନ୍ତି ଯାହାକୁ ନେଇ ରାଜନୈତିକସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଉପରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ହେବା ପାଇଁ ମୁସଲମାନମାନେ...

ଏମଭିଏରେ ମୁହାଁମୁହିଁ: ଶରଦ-ଉଦ୍ଧବ ବାକ୍‌ଯୁଦ୍ଧ…

ମୁମ୍ବାଇ,୯।୫ : ’ ମହାରାଷ୍ଟ୍ରରେ ଏନସିପିର ନେତୃତ୍ୱକୁ ନେଇ ଚାଲିଥିବା ବିବାଦ ଶେଷ ହୋଇଥାଇପାରେ, କିନ୍ତୁ ଏହା ରାଜ୍ୟ ରାଜନୀତିରେ ବହୁତ ପ୍ରଭାବ ପକାଇଛି। ଦଳର ପରବର୍ତ୍ତୀ ଅଧ୍ୟକ୍ଷ ଘୋଷଣା ନକରିବା ଏବଂ ତାଙ୍କ ଇସ୍ତଫା ପ୍ରତ୍ୟାହାର ନ କରିବାକୁ...

୭୫ ବର୍ଷ ପରେ ୟୁନିଫର୍ମ ପରିବର୍ତ୍ତନ କରିବେ ଭାରତୀୟ ସେନା…

ନୂଆଦିଲ୍ଲୀ,୯।୫ : ଦେଶର ସ୍ବାଧୀନତାର ୭୫ ବର୍ଷ ପରେ ଭାରତୀୟ ସେନା ନିଜର ୟୁନିଫର୍ମ ବଦଳାଇବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାରେଣ୍ଟ କ୍ୟାଡର ଏବଂ ପୋଷ୍ଟିଂ ନିର୍ବିଶେଷରେ ଫ୍ଲାଗ ର଼୍ୟାଙ୍କର ବ୍ରିଗେଡିୟର୍‌ ଏବଂ ତଦୁର୍ଦ୍ଧ୍ୱ ବରିଷ୍ଠ ଅଧିକାରୀଙ୍କ...

ସକ୍ରିୟ ମାମଲା ୨୩ ହଜାରରୁ କମ,ଦୈନିକ ସଂକ୍ରମଣ ୧୫ ଶହ ତଳେ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ମତଦାନ ପୂର୍ବରୁ ବଜରଙ୍ଗବାଲୀଙ୍କୁ ଦର୍ଶନ କଲେ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ

ବେଙ୍ଗାଲୁରୁ,୯।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଜାରି କରାଯାଇଥିବା ମନିଫେଷ୍ଟୋରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ ପ୍ରତିଶ୍ରୁତି ଦେଇ କଂଗ୍ରେସ ଅଡୁଆରେ ପଡିଛି। ଏହାକୁ ନେଇ ଦଳର ନେତାମାନେ ନିଜର ସ୍ପଷ୍ଟୀକରଣ ଉପସ୍ଥାପନ କରୁଛନ୍ତି। ଅନ୍ୟପକ୍ଷରେ, ଏହାକୁ ଏକ ପ୍ରସଙ୍ଗ...

କର୍ନାଟକ ନିର୍ବାଚନରେ ନୋଟା ବାଛିପାରନ୍ତି ଅଧିକାଂଶ ଭୋଟର: ପୂର୍ବତନ ସିଇସି

ବେଙ୍ଗାଲୁରୁ,୯।୫:କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ କରାଯିବ। ଏହାପୂର୍ବରୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ନାସିମ ଅହମଦ ଜାଇଦିଙ୍କ ଭୋଟିଂକୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଭୋଟରମାନେ ନୋଟାରେ ଅଧିକ...

କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧରେ ବଜରଙ୍ଗ ଦଳର ପ୍ରଦର୍ଶନ

ବେଙ୍ଗାଲୁରୁ,୯।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଅର୍ଥାତ୍‌ ୧୦ ମେ’ରେ ଭୋଟ ଗ୍ରହଣ ହେବାକୁ ଯାଉଛି। ଏହାର ଠିକ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ସାରା ଦେଶରେ ହନୁମାନ ଚାଳିଶା...

ସୁପ୍ରିମକୋର୍ଟ ପହଞ୍ଚିଲା ମୁଭି ‘ଦ କେରଲା ଷ୍ଟୋରି’ ବିବାଦ, ୧୫ ମେ’ରେ ଶୁଣାଣି

ନୂଆଦିଲ୍ଲୀ,୯।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’ ଉପରେ ରୋକ ଲଗାଇବାକୁ କେରଳ ହାଇକୋର୍ଟ ମନା କରିବା ପରେ ଆବେଦନକାରୀ ସୁପ୍ରିମକୋର୍ଟ ଅପହଞ୍ଚିଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଏହାର ଶୁଣାଣି ଖୁବଶୀଘ୍ର କରିବାକୁ ଅନୁରୋଧ କରିଛନ୍ତି। ତେବେ ୧୫...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri