ଜାତୀୟ

ଦି କେରଲା ଷ୍ଟୋରି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ମେ ୧୫ରେ ଶୁଣାଣି

ନୂଆଦିଲ୍ଲୀ,୯।୫: ରିଲିଜ୍‌ ପରେ ଦି କେରଲା ଷ୍ଟୋରି ବିବାଦ ଘେରରେ ଛନ୍ଦି ହୋଇ ରହିଛି। ତେବେ ଏହି ମଧ୍ୟରେ ଯାଚିକାକର୍ତ୍ତା କେରଳ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ପହଞ୍ଚିଛନ୍ତି। ଫିଲ୍ମକୁ ବ୍ୟାନ କରିବା ପାଇଁ...

ଶନିବାର ରାଘବ- ପରିଣୀତିଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ,୯।୫: ଆମ ଆଦମୀ ପାର୍ଟି (ଏଏପି) ନେତା ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ମେ’୧୩ରେ ହେବ ବୋଲି ଜଣାଯାଇଛି। ସୂଚନାନୁସାରେ, ଏହି ସମାରୋହ ଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ୧୫୦ ଘନିଷ୍ଠ ବନ୍ଧୁ ଏବଂ ପରିବାର...

ଟେକ୍ସାସ ଗୁଳିକାଣ୍ଡରେ ନିହତ ଐଶ୍ୱର୍ଯ୍ୟାଙ୍କ ମୃତ ଦେହ ସ୍ବଦେଶ ପଠାଇବାକୁ ତତ୍ପର ଭାରତୀୟ ଦୂତାବାସ, ପରିବାର ସହ ହେଲା ସିଧା ସମ୍ପର୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଟେକ୍ସାସ ରାଜ୍ୟର ଡେଲାସରେ ଶନିବାର ଏକ ମଲରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ମହିଳା ଇଞ୍ଜିନିୟରଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଠାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ୨୬ ବର୍ଷିୟା ଐଶ୍ୱର୍ଯ୍ୟା ଥାଟିକୋଣ୍ଡାଙ୍କ ମୃତ...

ବ୍ରିଜ୍‌ ତଳକୁ ଖସିପଡିଲା ବସ୍‌: ୧୫ ମୃତ

ଭୋପାଳ,୯।୫: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବୋରାଡ ନଦୀ ବ୍ରିଜରୁ ମଙ୍ଗବଳାର ଏକ ଯାତ୍ରୀବାହୀ ବସ୍‌ ଖସିପଡିଛି। ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସବିଶେଷ ତଥ୍ୟ...

ଟେରର ଫଣ୍ଡିଂ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, କଶ୍ମୀରରୁ ତାମିଲନାଡୁ ପର୍ଯ୍ୟନ୍ତ ଚଢାଉ

ନୂଆଦିଲ୍ଲୀ,୯।୫: ଟେରର ପଣ୍ଡିଂକୁ ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଆକ୍ସନରେ। ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ମଙ୍ଗଳବାର ଏନଆଇଏ ଦ୍ୱାରା ଚଢାଉ କରାଯାଇଛି। ଶ୍ରୀନଗର, ଅନନ୍ତନାଗ, କୁପଓ୍ବାଡା, ଶୋପିଆନ, ରାଜୌରି ଓ ପୁଞ୍ଛରେ ଏନଆଇଏ ଟିମ ଚଢାଉ ପାଇଁ ପହଞ୍ଚିଛନ୍ତି। ହେଲେ...

ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ପୋଲିସ

ମୁମ୍ବାଇ,୯।୫: ଅଭିନେତା ସଲମାନ ଖାନଙ୍କୁ କିଛି ଦିନ ହେବ ଧମକ ଦିଆଯାଉଛି। ନିକଟରେ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଜଣେ ବ୍ୟକ୍ତି ପୋଲିସକୁ ଧମକପୂର୍ଣ୍ଣ ମେଲ ପଠାଇ ଥିଲେ। ଯାହା ପରେ ପୋଲିସ ସେହି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ତଦନ୍ତ...

‘ଆପ୍‌କା ସଙ୍କଳ୍ପ, ମେରା ସଙ୍କଳ୍ପ’… ନିର୍ବାଚନ ପୂର୍ବରୁ କର୍ନାଟକବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୯।୫: ବୁଧବାର ଅର୍ଥାତ୍‌ ୧୦ ମେ’ରେ କର୍ନାଟକରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ ଭାଜପାର ଟୁଇଟର ହ୍ୟାଣ୍ଡେଲରେ...

ବୁଧବାର ଜଳନ୍ଧର ଉପନିର୍ବାଚନ: ସ୍କୁଲ, କଲେଜ ଛୁଟି ଘୋଷଣା

ଜଳନ୍ଧର,୯।୫: ଜଳନ୍ଧର ଲୋକ ସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସୋମବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ବର୍ତ୍ତମାନ କେବଳ ୪ ଜଣଙ୍କ ସହିତ ଡୋର ଟୁ ଡୋର ପ୍ରଚାର କରାଯାଇପାରିବ।...

କୁନୋ ଜାତୀୟ ଉଦ୍ୟାନରେ ଆଉ ୫ ଚିତାଙ୍କୁ ଅବାଧ ବିଚରଣ ପାଇଁ ଛଡ଼ାଯିବ

ନୂଆଦିଲ୍ଲୀ, ୯ା୫: ବର୍ଷାଋତୁ ପୂର୍ବରୁ ୫ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୁକ୍ତ ବିଚରଣ ଲାଗି ଛାଡ଼ିଦିଆଯିବ। ସେମାନଙ୍କୁ ନାମିବ୍ୟାରୁ ଅଣାଯିବା ପରେ ସ୍ଥାନୀୟ ବାତାବରଣ ସହ ଖାପ ଖୁଆଇବା ପାଇଁ ଅନୁକୂଳନ କ୍ୟାମ୍ପ୍‌ରେ ରଖାଯାଇଥିଲା। ପ୍ରୋଜେକ୍ଟ ଚିତାର...

ୟୁପିରେ ‘ଦ କେରଲା ଷ୍ଟୋରି’ ଟିକସମୁକ୍ତ, କ୍ୟାବିନେଟ ସହ ଫିଲ୍ମ ଦେଖିବେ ଯୋଗୀ

ଲକ୍ଷ୍ନୌ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଫିଲ୍ମକୁ ବ୍ୟାନ କରାଯାଇଥିବା ବେଳେ ବର୍ତ୍ତମାନ ଉତ୍ତରପ୍ରଦେଶରେ ଟିକସମୁକ୍ତ କରାଯାଇଛି। ଏଥିସହ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କ୍ୟାବିନେଟ...

‘ଦ କେରଲା ଷ୍ଟୋରି’ ନିର୍ଦ୍ଦେଶକଙ୍କୁ ଧମକ

ମୁମ୍ବାଇ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। ଏହି କାରଣରୁ ପଶ୍ଚିମବଙ୍ଗରେ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇଥିବାବେଳେ ତାମିଲନାଡୁରେ ଏହି ଶୋ ବାତିଲ କରାଯାଇଛି। ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ...

ଡୋଭାଲଙ୍କୁ ଭେଟିଲେ ଆମେରିକା ଏନ୍‌ଏସ୍‌ଏ

ନୂଆଦିଲ୍ଲୀ,୯ା୫ : ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନ ରବିବାର ସାଉଦି ଆରବରେ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କୁ ଭେଟି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଚଳିତ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri