ଜାତୀୟ

ମିଗ୍‌-୨୧ର ସେବା ରହିଛି ଜାରି, କାହିଁକି ନେଇନି ଅବସର ? ପାଲଟିଛି ‘ଫ୍ଲାଇଙ୍ଗ କଫିନ’…

ନୂଆଦିଲ୍ଲୀ,୮।୫ : ମିଗ -୨୧ ଯୁଦ୍ଧ ବିମାନକୁ ୧୯୬୦ ଦଶକରେ ପୂର୍ବର ସୋଭିଏ ୟୁନିଅନ (ବର୍ତ୍ତମାନ ରୁଷିଆ) ରୁ କିଣାଯାଇଥିଲା। ଏହି ଯୁଦ୍ଧ ବିମାନକୁ ରୁଷିଆ ୧୯୮୫ରେ ଅବସର ଦେଇଛି। କିନ୍ତୁ ଏହି ଜାହାଜଗୁଡ଼ିକ ଭାରତୀୟ ସେନାରେ ବ୍ୟବହୃତ ହେଉଛି।...

ବାଂଲାଦେଶ-ମ୍ୟାନମାର ମୁହାଁ ହୋଇପାରେ ବାତ୍ୟା: ପାଣିପାଗ ବିଭାଗ ପୂର୍ବାନୁମାନ…

ନୂଆଦିଲ୍ଲୀ,୮।୫ : ସମ୍ଭାବ୍ୟ ବାତ୍ୟା ବିଷୟରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପୁଣି ଥରେ ପୁର୍ବାନୁମାନ କରିଛି। ବିଭାଗ କହିଛି ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ସହିତ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି।...

ୟୁଟ୍ୟୁବର ମନିଷଙ୍କୁ ଝଟ୍‌କା: ଜାମିନ ପାଇଁ ହାଇକୋର୍ଟ ଯାଅ…

ନୂଆଦିଲ୍ଲୀ,୮।୫ : ୟୁଟ୍ୟୁବର୍‌ ମନିଷ କାଶ୍ୟପଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ନକଲି ଭିଡିଓ ପ୍ରଚାର କରୁଥିବା ଅଭିଯୁକ୍ତ ମନିଷଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ...

ଦେଶ ପାଇଁ ନିଜ ରକ୍ତ ବୁହାଇଛନ୍ତି ଗାନ୍ଧୀ ପରିବାର: ସିବଲ…

ନୂଆଦିଲ୍ଲୀ,୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କଂଗ୍ରେସ ଉପରେ ହୋଇଥିବା କଡ଼ା ସମାଲୋଚନାକୁ ନେଇ ରାଜ୍ୟସଭା ଏମପି କପିଲ ସିବଲ ସୋମବାର ନିଜର ପ୍ରତିକ୍ରିୟା ଦେଇଛନ୍ତି। କର୍ନାଟକରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କଂଗ୍ରେସ ଦେଶକୁ ବିଭାଜନ କରୁଥିବା...

ଶାହିସ୍ତା ପରଓ୍ବିନ ମାଫିଆ ଘୋଷିତ ହେବେ: ପୋଲିସ ପ୍ରସ୍ତୁତି ଆରମ୍ଭ…

ଲକ୍ଷ୍ନୌ,୮।୫ : ପୂର୍ବତନ ସମାଜବାଦୀ ପାର୍ଟି (ଏସପି) ଏମପି ତଥା ମାଫିଆ ଅତିକ ଅହମ୍ମଦଙ୍କ ପଳାତକ ସ୍ତ୍ରୀ ଶାହିସ୍ତା ପରଓ୍ବିନଙ୍କୁ ଉତ୍ତରପ୍ରଦେଶ ପୋଲିସ ମାଫିଆ ଘୋଷିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୋଲିସ ଏଫଆଇଆରରେ ଶାହିସ୍ତାଙ୍କୁ ମାଫିଆ ଅପରାଧୀ...

ନୀତୀଶ ସରକାରଙ୍କ ଉପରେ ଅସନ୍ତଷ୍ଟ ସରକାରୀ ବାବୁ, ପିକେଙ୍କ ଜନସୁରାଜ ପଦଯାତ୍ରାରେ ୧୨ ପୂର୍ବତନ ଆଇପିଏସ ଅଧିକାରୀ…

ପାଟନା,୮।୫ : ନିର୍ବାଚନ ରଣନୀତିଜ୍ଞ-ରାଜନେତା ପ୍ରଶାନ୍ତ କିଶୋର (ପିକେ) ୨ ଅକ୍ଟୋବର ୨୦୨୨ ରେ ଜନସୁରାଜ ପଦଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ପ୍ରଶାନ୍ତ କିଶୋରଙ୍କ ଜନସୁରାଜଙ୍କ ପରିବାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରଶାନ୍ତ ବର୍ତ୍ତମାନ ସମୟରେ ଜନସୁରାଜଙ୍କୁ ଏକ...

ପଶ୍ଚିମ ଏସିଆରେ ପହଞ୍ଚିବ ଭାରତୀୟ ରେଳ ଲାଇନ, ୪ ଦେଶର ଯୋଜନା, ଡୋଭାଲଙ୍କ ଉପରେ ଦାୟିତ୍ୱ…

ନୂଆଦିଲ୍ଲୀ/ରିୟାଦ,୮।୫ : ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଗଲ୍ଫ ଦେଶରେ ଶୀଘ୍ର ଭାରତୀୟ ଟ୍ରେନ ଚଳାଚଳ କରିବ। ଏହି ପ୍ରକଳ୍ପ ସମ୍ପର୍କରେ ଆମେରିକା, ଭାରତ, ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଜାତୀୟ...

ଦୈନିକ ସଂକ୍ରମଣ ୨ ହଜାର ତଳେ…

ନୂଆଦିଲ୍ଲୀ, ୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨ ମୃତ

ଜୟପୁର,୮ା୫: ରାଜସ୍ଥାନରେ ବାୟୁସେନାର ଏକ ବିମାନ ଖସିପଡ଼ିବାରୁ ୨ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି। ବାୟୁସେନାର ଏମ୍‌ଆଇଜି -୨୧ ଫାଇଟର ଜେଟ୍‌ଟି ସୋମବାର ସକାଳେ ହନୁମାନଗଡ଼ରେ ଖସିପଡ଼ିବାରୁ ୨ ଗ୍ରାମୀଣ ମହିଳାଙ୍କ ମୃତ୍ୟୁ...

ବିନା ମଞ୍ଜୁରୀ ବିଜ୍ଞାପନ ପ୍ରକାଶିତ କରିପାରିବେନି ରାଜନୈତିକ ଦଳ: ଇସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୫ : ଆସନ୍ତା ମେ ୧୦ ତାରିଖରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କ୍ଷମତା ହାସଲ ପାଇଁ କଂଗ୍ରେସ ସଂଗ୍ରାମ କରୁଥିବାବେଳେ ଭାଜପା ବିଜୟକୁ ପୁନରାବୃତ୍ତି କରିବାକୁ ଚେଷ୍ଟା କରୁଛି। ପରସ୍ପର ଉପରେ ଦୋଷ ଲଦିବା ଖେଳ ଚାଲିଛି...

ମେଇତିଙ୍କୁ ଏସ୍‌ଟି ମାନ୍ୟତା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିଧାୟକ

ନୂଆଦିଲ୍ଲୀ, ୮ା୫ (ପି.ଟି.) : ମଣିପୁର ସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଛି। ମେଇତି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଭାଜପା ବିଧାୟକ ତଥା ପାର୍ବତ୍ୟାଞ୍ଚଳ କମିଟି (ଏଚ୍‌ଏସି)...

ମଣିପୁର ହିଂସା: ଉଦ୍ଧାର ହେଲେଣି ୨୩ ହଜାର

ଇମ୍ଫାଲ, ୮ା୫ : ମଣିପୁରରେ ଗତ କିଛିଦିନର ହିଂସାକାଣ୍ଡ ଓ ରକ୍ତାକ୍ତ ଜାତିଗତ ସଂଘର୍ଷ ପରେ ରବିବାର ଜୀବନଯାତ୍ରା ସ୍ବାଭାବିକ ସ୍ଥିତିକୁ ଫେରୁଥିବା ଦେଖାଯାଇଛି। ସୈନ୍ୟବାହିନୀ ପକ୍ଷରୁ ହିଂସାପ୍ରବଣ ଅଞ୍ଚଳରେ ଡ୍ରୋନ୍‌ ଏବଂ ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ତୀକ୍ଷ୍ଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri