ଜାତୀୟ

୧୦ ଜୁନରେ ଉଦ୍ଧବଙ୍କ ସହ ବିଶ୍ୱାସଘାତ କରି ସଞ୍ଜୟ ଏନସିପିରେ ହେବେ ସାମିଲ: ନୀତୀଶ ରାଣେ…

ମୁମ୍ବାଇ,୭।୫ : ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି ବିଧାୟକ ନୀତୀଶ ରାଣେ ରବିବାର ଶିବସେନା ଉଦ୍ଧବ ଦଳର ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ସଞ୍ଜୟଙ୍କ ତୁଳନା ସାପ ସହିତ କରିଛନ୍ତି। ସେ ଉଦ୍ଧବ ଠାକରେଙ୍କ...

କର୍ନାଟକରେ ମୁଦ୍ରାସ୍ଫୀତି, ବେରୋଜଗାରୀର ଆତଙ୍କ ରହିଛି: ପ୍ରିୟଙ୍କା ଗାନ୍ଧୀ

ବେଙ୍ଗାଲୁରୁ,୭।୫: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। କର୍ନାଟକର ମୋଦାବିନ୍ଦ୍ରିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏଠାକୁ ଆସି କର୍ନାଟକ ଆତଙ୍କବାଦ ବିଷୟରେ...

୮୫ % କମିଶନ ଖାଉଥିବା କଂଗ୍ରେସ କର୍ନାଟକର ଯୁବକଙ୍କ ଭବିଷ୍ୟତ କ’ଣ ଗଢିବ: ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୭।୫: ମେ’୧୦ରେ କର୍ନାଟକ ବିଧାନସଭା ନିର୍ବାଚନ। ଏଥିନେଇ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରବିବାର ଶିବାମୋଗାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି,...

ଡେଲିଭରୀ ବୟ ସହିତ ସ୍କୁଟରରେ ବସି ପ୍ରଚାର କଲେ ରାହୁଲ…

ବେଙ୍ଗାଲୁରୁ,୭।୫ : କର୍ନାଟକରେ ନିର୍ବାଚନ ପ୍ରଚାରରେ ସମସ୍ତ ଦଳ ନିଜର ଶେଷ ଶକ୍ତି ଲଗାଉଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିନ୍ନ ଶୈଳୀର ପ୍ରଚାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ବେଙ୍ଗାଲୁରୁରେ ଜଣେ...

ଲୋକଙ୍କୁ ଗ୍ୟାରେଣ୍ଟି ଦେଉଛନ୍ତି ରାହୁଲ, ତାଙ୍କ ଗ୍ୟାରେଣ୍ଟି ଦେବ କିଏ: ବିଶ୍ୱ ଶର୍ମା…

ମାଙ୍ଗାଲୁରୁ,୭।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରବିବାର ମାଙ୍ଗାଲୁରୁରେ ଏକ ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି,...

ବଜରଙ୍ଗବାଲୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା

ବଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ନିର୍ବାଚନୀ ପ୍ରଚାର ଜୋରସୋରରେ କରୁଛି। ଏହି ସମୟରେ ରବିବାର ବାଗଲକୋଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଜରଙ୍ଗବାଲୀ ପ୍ରସଙ୍ଗକୁ ନେଇ କଂଗ୍ରେସ...

ପ୍ରଧାନମନ୍ତ୍ରୀ ହୋଇଗଲେ ପ୍ରଚାରମନ୍ତ୍ରୀ: ଭୁପେଶ ବାଘେଲ

ବେଙ୍ଗାଲୁରୁ,୭।୫: କର୍ନାଟକ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ମୋଦି ରବିବାର ବେଙ୍ଗାଲୁରୁରେ ମେଗା ରୋଡ ଶୋ’ କରିଛନ୍ତି। ଏହି ସମୟରେ ମୋଦିଙ୍କ ରୋଡ ଶୋ’ରେ ସାମିଲ ହେବାକୁ ଲୋକଙ୍କ ବଡ ଉତ୍ସାହ ଦେଖିବାକୁ ମିଳିଛି। ଏବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ...

ସକ୍ରିୟ ମାମଲା ୨୮ ହଜାର ତଳେ…

ନୂଆଦିଲ୍ଲୀ, ୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

୨୦୨୪ ଗଣତନ୍ତ୍ର ଦିବସ ପରେଡ୍‌ରେ କେବଳ ସାମିଲ ହେବେ ମହିଳା

ନୂଆଦିଲ୍ଲୀ,୭।୫: ୨୦୨୪ ଗଣତନ୍ତ୍ର ଦିବସରେ ଏକ କିଛି ସ୍ବତନ୍ତ୍ର ହେବାକୁ ଯାଉଛି। ସୂଚନା ଅନୁଯାୟୀ, ୨୦୨୪ ଜାନୁୟାରୀ ୨୬ରେ କର୍ତ୍ତବ୍ୟ ପଥରେ କେବଳ ମହିଳା ପରେଡ୍‌ କରୁଥିବା ଦେଖିବାକୁ ମିଳିବ। ଏପରିକି ପରେଡ୍‌ , ମାର୍ଚିଂ ସ୍ବାର୍ଡ ଏବଂ ସାଂସ୍କୃତିକ...

ମଣିପୁରରେ ଲାଗୁ କରିଦିଅ ରାଷ୍ଟ୍ରପତି ଶାସନ: ଥରୁର…

ଇମ୍ଫାଲ,୭।୫ : ଉତ୍ତର-ପୂର୍ବ ମଣିପୁରରେ ହିଂସା ପରେ ପରିସ୍ଥିତି ଚିନ୍ତାଜନକ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହଜାର ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ଏମପି...

‘ଦ କେରଲା ଷ୍ଟୋରି’କୁ ଲଗାତାର କରାଯାଉଛି ବିରୋଧ, ତାମିଲନାଡୁ ଥିଏଟର୍ସରେ ସ୍କ୍ରିନିଂ ବନ୍ଦ

ମୁମ୍ବାଇ,୭।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବାର ଘଟଣା ଥମିବାର ନାଁ ନେଉନି। ଫିଲ୍ମକୁ କିଛି ରାଜ୍ୟରେ ଭଲ ସମର୍ଥନ ମିଳିଛି, ହେଲେ ତାମିଲନାଡୁରେ ଫିଲ୍ମକୁ ବିରୋଧ କରିବା ଥମିବାର ନାଁ ନେଉନି। ଏବେ ଏହି ଫିଲ୍ମକୁ...

କେଜରିଓ୍ବାଲଙ୍କ ବାସଭବନରେ ୪୫ କୋଟି ନୁହେଁ ଖର୍ଚ୍ଚ ହୋଇଛି ୧୭୧ କୋଟି: କଂଗ୍ରେସ…

ନୂଆଦିଲ୍ଲୀ,୭।୫ : ଭେଟେରାନ କଂଗ୍ରେସ ନେତା ଅଜୟ ମାକେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଅଜୟ ମାକେନ କହିଛନ୍ତି କେଜରିୱାଲଙ୍କ ବାସଭବନର ପୁନର୍ନିର୍ମାଣରେ ୪୫ କୋଟି ଟଙ୍କା ନୁହେଁ ମୋଟ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri