ଜାତୀୟ

ସମଲିଙ୍ଗୀ ବିବାହକୁ ବ୍ୟାଧି ବୋଲି କହିଲା ଆରଏସ୍‌ଏସ୍‌

ନୂଆଦିଲ୍ଲୀ,୬।୫: ଦେଶରେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ମହିଳା ସଙ୍ଗଠନ ଦାବି କରି କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ଏକ ପ୍ରକାର ବ୍ୟାଧି। ଯଦି ଏପରି ବିବାହକୁ ଆଇନସମ୍ମତ କରାଯାଏ, ତେବେ...

କାନ୍ଦି କାନ୍ଦି ଜେଲ ଗଲେ ଆଇଏଏସ ଛବି ରଞ୍ଜନ

ରାଞ୍ଚି,୬।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୋର୍ଟ ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଆଇଏଏସ ଛବି ରଞ୍ଜନଙ୍କୁ ଶୁକ୍ରବାର ବିଚାର ବିଭାଗୀୟ ହେପାଜତରେ ଜେଲ ପଠାଇ ଦେଇଛନ୍ତି। ବେଆଇନ ବିକ୍ରୟ ତଥା ସେନା ଦଖଲ କରିଥିବା ଜମି କ୍ରୟ ସହ ଜଡିତ ଥିବା...

ନଡ୍ଡାଙ୍କ ବୟାନରେ ବର୍ଷିଲେ କେଜ୍‌ରିଓ୍ବାଲ, କହିଲେ ଭାରତ ମହାନ୍‌ ଥିଲା, ରହିଛି…

ନୂଆଦିଲ୍ଲୀ,୬।୫: ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଏକ ବିବୃତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତକୁ ଏବେ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ୯...

କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଜୋରଦାର ପ୍ରସ୍ତୁତି, ମୋଦି ଆରମ୍ଭ କଲେ ୨୬ କିଲୋମିଟର ଲମ୍ବା ରୋଡ ଶୋ’

ବେଙ୍ଗାଲୁରୁ,୬।୫: କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ବିଜୟୀ ହେବା ଆଶାରେ ସେମାନଙ୍କ ଶକ୍ତି ଲଗାଇ ଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି(ଭାଜପା) ବି ପଛରେ ନାହିଁ। ଭାଜପାର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ...

ରାଜୌରି ଯିବେ ରାଜନାଥ

ନୂଆଦିଲ୍ଲୀ,୬।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ରାଜୌରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ବରିଷ୍ଠ ନେତା କମାଣ୍ଡର ଓ ପ୍ରତିରକ୍ଷା ଅଧିକାରୀଙ୍କ ସହ ରାଜୌରିରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେଶନର ସମ୍ପୂର୍ଣ୍ଣ ତଥ୍ୟ ନେବେ। ଏହାସହ...

ଭାଜପା ଉପରେ କଂଗ୍ରେସର ଗୁରୁତର ଅଭିଯୋଗ, ସୁରଜଓ୍ବୋଲା କହିଲେ ଖାର୍ଗେଙ୍କ ପରିବାରକୁ ହତ୍ୟା କରିବାକୁ ହେଉଛି ଯୋଜନା

ନୂଆଦିଲ୍ଲୀ,୬।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପୂର୍ବରୁ ରାଜନୀତି ଏବେ ଚରମ ସୀମାରେ ପହଞ୍ଚିଛି। ପ୍ରାୟ ସମସ୍ତ ବଡ ବଡ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏବେ କଂଗ୍ରେସ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଗୁରୁତର...

ଆତଙ୍କବାଦୀ-ଯବାନ ମୁହାଁମୁହିଁ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୬।୫:ଜମ୍ମୁ-କଶ୍ମୀରର ରାଜୌରି ଜିଲାର କାଣ୍ଡି ଜଙ୍ଗଲରେ ଶନିବାର ଏନ୍‌କାଉଣ୍ଟର ଘଟି ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ କଡାକଡି କରିଦିଆଯାଇଛି। ସୂଚନା ଯୋଗ୍ୟ, ଜମ୍ମୁ-କଶ୍ମୀରର ରାଜୌରି ଜିଲାରେ...

ବାଷ୍ଟିଲେ ଡେ’ ପରେଡ୍‌ର ସମ୍ମାନିତ ଅତିଥି ମୋଦି

ନୂଆଦିଲ୍ଲୀ, ୬ା୫: ଚଳିତବର୍ଷ ପ୍ୟାରିସ୍‌ରେ ଅନୁଷ୍ଠିତ ହେବାକୁ ଥିବା ବାଷ୍ଟିଲେ ପରେଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ବାଷ୍ଟିଲେ ପରେଡ୍‌ ଜୁଲାଇ ୧୪ରେ ଅନୁଷ୍ଠିତ ହେବ। ଭାରତ- ଫ୍ରାନ୍ସ ଷ୍ଟ୍ରାଟେଜିକ୍‌ ପାର୍ଟନର୍‌ଶିପ୍‌କୁ ୨୫ ବର୍ଷ ପୂର୍ତ୍ତି...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଲୋଗୋ ଉନ୍ମୋଚିତ

ଲକ୍ଷ୍ନୌ, ୬ା୫: ଉତ୍ତର ପ୍ରଦେଶ ଲକ୍ଷ୍ନୌଠାରେ ଶୁକ୍ରବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉତ୍ତରପ୍ରଦେଶ ୨୦୨୨’ର ଅଫିସିଆଲ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ...

ବିଲାଓ୍ବଲ ଆତଙ୍କ ଶିଳ୍ପର ମୁଖପାତ୍ର: ଜୟଶଙ୍କର

ପାଣଜୀ, ୬ା୫: ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଆତଙ୍କ ଶିଳ୍ପର ମୁଖପାତ୍ର ବୋଲି ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଆତଙ୍କ ଭିଆଉଥିବା ଅପରାଧୀ ଓ ପୀଡ଼ିତ କେବେ ହେଲେ ଆତଙ୍କବାଦ ରୋକିବା ନେଇ କରାଯାଉଥିବା ଆଲୋଚନାରେ...

ମଣିପୁରର ସବୁ ଜିଲାରେ ହାଇ ଆଲର୍ଟ

ଇମ୍ଫାଲ/ନୂଆଦିଲ୍ଲୀ,୬ା୫: ମଣିପୁର ରାଜଧାନୀ ଇମ୍ଫାଲରେ ବୁଧବାର ନାଗା ଓ କୁକି ସମ୍ପ୍ରଦାୟର ଲୋକେ ‘ଆଦିବାସୀ ଏକତା ଶୋଭାଯାତ୍ରା’ କରୁଥିବାବେଳେ ସଂଖ୍ୟାବହୁଳ ମେଇତି ଅଣଆଦିବାସୀଙ୍କ ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ସ୍ଥିତି ଅଣାୟତ୍ତ...

‘ମନ୍‌ କୀ ବାତ୍‌’ ନ ଶୁଣିବାରୁ ସ୍କୁଲ ପିଲାଙ୍କୁ ୧୦୦ ଲେଖାଏ ଜରିମାନା

ଡେରାଡୁନ୍‌,୫ା୫: ଏପ୍ରିଲ ୩୦ରେ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୦ତମ ଅଧ୍ୟାୟକୁ ଦେଶବିଦେଶରେ ଶୁଣାଯାଇଥିଲା। ଏଥିପାଇଁ ଭାଜପା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। କିନ୍ତୁ ଉତ୍ତରାଖଣ୍ଡ ରାଜଧାନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri