ଜାତୀୟ

‘ମୁଁ କ୍ଷମା ଚାହୁଁଛି, ଅଜିତ ପାଓ୍ବାରଙ୍କୁ ଜଣାଥିଲା…’ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଫେରାଇ ନେଇ ଏମିତି କହିଲେ ଶରଦ ପାଓ୍ବାର

ମୁମ୍ବାଇ,୫।୫: ବରିଷ୍ଠ ନେତା ଶରଦ ପାଓ୍ବାର ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଦେଇଥିବା ଇସ୍ତଫାକୁ ଫେରାଇ ନେଇଛନ୍ତି। ଶୁକ୍ରବାର ଅର୍ଥାତ୍‌ ମେ ୫ରେ ପ୍ରେସ କନଫରେନ୍ସରେ ଘୋଷଣା କରି ସେ କହିଛନ୍ତି, ମୁଁ ଆପଣଙ୍କ ଭାବନାକୁ ଅପମାନ କରିପାରିବି ନାହିଁ।...

ପୁଣି ଫେରିଲେ ଶରଦ

ମୁମ୍ବାଇ, ୫।୫: ଏନସିପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଶରଦ ପାୱାର ତାଙ୍କ ଇସ୍ତଫା ପତ୍ରକୁ ପ୍ରତ୍ୟାହାର କରିଛନ୍ତି। ଶୁକ୍ରବାର ସେ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି, ମୁଁ କାହାର ଭାବନାକୁ ଅପମାନିତ କରିପାରିବି ନାହିଁ। ମୁଁ ଭାବପ୍ରବଣ ହୋଇପଡିଛି ଏବଂ ମୋର ନିଷ୍ପତ୍ତକୁ...

ଜେଟ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ଉପରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୫।୫: ୫୩୮ କୋଟି ଟଙ୍କା ଠକେଇ ମାମଲାରେ ଜେଟ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ବିରୋଧରେ ଶୁକ୍ରବାର ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋୟଲଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ସିବିଆଇ ଚଢାଉ କରିଛି। ସିବିଆଇ କହିଛି ଯେ, ଦିଲ୍ଲୀ...

ଟିଲ୍ଲୁ ହତ୍ୟାକାଣ୍ଡର ଦ୍ୱିତୀୟ ଭିଡିଓ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୫।୫: ତିହାର ଜେଲ ଭିତରେ ସୁନିଲ ଓରଫ ଟିଲ୍ଲୁ ତାଜପୁରିୟାଙ୍କ ହତ୍ୟାକାଣ୍ଡର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଭିଡିଓରେ ଯେତେବେଳେ ସୁରକ୍ଷାକର୍ମୀଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ଟିଲ୍ଲୁଙ୍କୁ ଆକ୍ରମଣ କରୁଥିବା ନଜର ଆସିଥିଲା,...

ରାଜୌରିରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ୫ ଯବାନ ଶହୀଦ, ଜଣେ ହସ୍ପିଟାଲରେ ଭର୍ତ୍ତି; ଅପରେଶନ ଜାରି

ରାଜୌରି,୫।୫: ଜମ୍ମୁ ସଂଭାଗର ରାଜୌରି ଜିଲାର କଂଡି ଅଞ୍ଚଳରେ ଶୁକ୍ରବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଛି। ଏହି ଘଟଣା ସମ୍ପର୍କରେ ସେନା ଏକ ବୟାନ ଜାରି କରି କହିଛି କି...

ମୋରେନାରେ ଜମି ବିବାଦକୁ ନେଇ ଗୁଳିକାଣ୍ଡ, ୬ ଜଣଙ୍କୁ ହତ୍ୟା, ୨ ଗୁରୁତର

ମୋରେନା,୫।୫: ମଧ୍ୟ ପ୍ରଦେଶର ମୋରେନାରେ ଜମି ବିବାଦକୁ ନେଇ ୬ ଜଣଙ୍କୁ ଗୁଳି କରିହତ୍ୟା କରାଯାଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ସିଂହୋନିଆ ଥାନା...

ଭୋଟ ବ୍ୟାଙ୍କ ପାଇଁ କେରଲା ଷ୍ଟୋରିକୁ ବିରୋଧ କରୁଛି କଂଗ୍ରେସ

ବେଲାରୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କର୍ନାଟକର ବେଲାରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଫିଲ୍ମ ଦି କେରଲା ଷ୍ଟୋରି’ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ବର୍ଷ...

କର୍ନାଟକରେ ହନୁମାନ ଚାଳିସା ପଢିଲେ ସ୍ମୃତି ଇରାନୀ

ବେଙ୍ଗାଲୁରୁ,୫।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଏବଂ କଂଗ୍ରେସ ମଧ୍ୟରେ ହନୁମାନଙ୍କୁ ନେଇ ରାଜନୀତି ଜାରି ରହିଛି। ତେବେ ଏହି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କର୍ନାଟକରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ...

ଏସସିଓରେ ଭାରତ ଆତଙ୍କବାଦ କଥା ଉଠାଇବାରୁ ବିଲାଓ୍ବଲ କହିଲେ, କୁଟନୈତିକ ଲାଭ ପାଇଁ ଏହାକୁ ଅସ୍ତ୍ର କରା ନ ଯାଉ

ପଣଜି,୫।୫: ଗୋଆରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ର ବହିର୍ବାପ୍ୟାର ମନ୍ତ୍ରୀଙ୍କ ବୈଠକରେ ଭାରତ ଆତଙ୍କବାଦ ଉପରେ କଡା ପ୍ରହାର କରିଛି। ଏହାରି ଭିତରେ ସିଧାସିଧା ଭାବେ କଥାଟି ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଜୁଟ୍ଟୋଙ୍କୁ ଯାଇ ଲାଗିଛି। ପାକିସ୍ତାନର ବର୍ହିବ୍ୟାପାର...

କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୫ା୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବେଲାରୀରେ ଭାଜପାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ବଜରଙ୍ଗ ଦଳ ଉପରେ ନିଷେଧାଦେଶ ପ୍ରସଙ୍ଗରେ ସେ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି,...

‘ମୋର ବଜରଙ୍ଗ ବାଲି ବୟାନକୁ ନେଇ… କମ୍ପୁଛି କଂଗ୍ରେସର ପାଦ’: ମୋଦି

ନୂଆଦିଲ୍ଲୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି କଂଗ୍ରେସର ପାଦ କମ୍ପୁଛି। ସେ କହିଛନ୍ତି, ମୋର ବଜରଙ୍ଗ ବାଲି ବୟାନକୁ ନେଇ କଂଗ୍ରେସକୁ ସମସ୍ୟା ହୋଇଛି। ନିଜ ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଆତଙ୍କବାଦ ସାମ୍ନାରେ ନଇଁ ପଡିଛି। ଭୋଟ...

‘ଭାଜପା କାହିଁକି ଭୟ କରୁଛି…’ଜାତି ଜନଗଣନା ଉପରେ ରୋକ ଲାଗିବା ପରେ ପ୍ରତିକ୍ରିୟା ରଖିଲେ ଆରଜେଡି ସୁପ୍ରିମୋ

ପାଟନା,୫।୫: ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ରେ ହେବ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିହାରରେ ରାଜନୀତି ଆରମ୍ଭ ହୋଇଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri