ଜାତୀୟ

ଆଜି ପ୍ରଚାରକୁ ଓହ୍ଲାଇବେ ସୋନିଆ

ନୂଆଦିଲ୍ଲୀ, ୫ା୫ : ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ପ୍ରଚାରରୁ ଦୂରେଇ ରହିଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର କର୍ନାଟକର ହୁବ୍ବଲିରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। କର୍ନାଟକରେ ଏହା ସୋନିଆଙ୍କ ପ୍ରଥମ ନିର୍ବାଚନୀ ସଭା ହେବ।...

ଭାଗ ହେବ ‘ଟାଇମ୍ସ ଗ୍ରୁପ୍‌’

ମୁମ୍ବାଇ, ୫।୫: ଭାରତର ସବୁଠୁ ଖ୍ୟାତନାମା ମିଡିଆ କମ୍ପାନୀ ‘ଟାଇମ୍ସ ଗ୍ରୁପ୍‌’ ଭାଗ ଭାଗ ହେବାକୁଯାଉଛି। ଦୁଇ ଭାଇ ସମୀର ଓ ବୀନିଥ ଜୈନ ଅନେକ ଦିନ ଏକାଠି କମ୍ପାନୀ ପରିଚାଳନା କରୁଥିବାବେଳେ ଦୁହିଁଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଛି,...

ଜାତି ଜନଗଣନା ଉପରେ ହାଇକୋର୍ଟଙ୍କ ରୋକ

ପାଟନା, ୫ା୫: ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଜାତି ଜନଗଣନା ବିରୋଧରେ ଦାଏର ୩ଟି ଜନସ୍ବାର୍ଥ ମାମଲାର...

ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ଶୁଣାଣିକୁ ସୁପ୍ରିମକୋର୍ଟ ଗୁରୁବାର ବନ୍ଦ କରିଦେଇଛନ୍ତି। ବ୍ରିଜଭୂଷଣଙ୍କ ବିରୋଧରେ ଏତଲା ଦାଏର ହେବା ସହ...

ମଣିପୁରରେ ପୋଲିସ ଗୁଳିରେ ୪ ମୃତ

ଇମ୍ଫାଲ/ନୂଆଦିଲ୍ଲୀ,୫ା୫: ଭାଜପା ଶାସିତ ରାଜ୍ୟ ମଣିପୁରରେ ମେଇତି ସମ୍ପ୍ରଦାୟ ଅଣଆଦିବାସୀ। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ଏହି ବର୍ଗର। ଆଦିବାସୀ ସମ୍ପ୍ରଦାୟର ନାଗା ଓ କୁକିଙ୍କ ସଂଖ୍ୟା ହେଉଛି ୪୦%ରୁ କମ୍‌। ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ତାଲିକାରେ...

ପାହାଡ ଭୁଶୁଡିବା ଯୋଗୁ ବନ୍ଦ ରହିଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୫।୬: ବଦ୍ରିନାଥ ରାଜପଥରେ ଥିବା ହେଲଙ୍ଗର ପାହାଡ ଭୁଶୁଡିବା ଯୋଗୁ ରାସ୍ତା ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବଦ୍ରିନାଥ ଯାତ୍ରା ବନ୍ଦ କରି ଦେଇଥିବା ସୂଚନା ମିଳିଛି। ଗୌଚର, କର୍ଣ୍ଣପ୍ରୟାଗ ଏବଂ ଲଙ୍ଗାସୁରେ ପ୍ରତିବନ୍ଧକ ଲଗାଇ ସତର୍କତା...

ଶିମଲା ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ହାରିଲା ଭାଜପା

ଶିମଲା,୪।୫: ଶିମଲା ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ଭାଜପା ଏଥର ପରାଜୟର ସମ୍ମୁଖୀନ ହୋଇଛି। ତେବେ କଂଗ୍ରେସ ଏଥର ପୁଣି ବାଜି ମାରି ନେଇଛି। ଏହାକୁ ଭାଜପାର ଲଗାତାର ପରାଜୟର ହ୍ୟାଟ୍ରିକ କୁହାଯାଉଛି। ଏହାପୂର୍ବରୁ ୨୦୨୧ ଉପ-ନିର୍ବାଚନରେ, ୨୦୨୨ ବିଧାନସଭା ନିର୍ବାଚନରେ...

ହନିଟ୍ରାପ୍‌ରେ ଫସିଲେ ଡିଆର୍‌ଡିଓର ବୈଜ୍ଞାନିକ

ମୁମ୍ବାଇ,୪।୫: ପାକିସ୍ତାନର ଏଜେଣ୍ଟଙ୍କୁ ଦେଶର ଗୁପ୍ତ ସୂଚନା ଦେବା ମାମଲାରେ ମହାରାଷ୍ଟ୍ରର ଆଣ୍ଟି ଟେରରଜିମ୍‌ ସ୍କ୍ବାଡ(ଏଟିଏସ) ଗୁରୁବାର ଡିଆର୍‌ଡିଓର ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ପୁଣେରୁ ଗିରଫ କରିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଂ (ପିଆଇଓ)ର ଜଣେ...

ପରିସ୍ଥିତି ଅଣାୟତ୍ତ ହେଲେ ଦଙ୍ଗାକାରୀଙ୍କ ଉପରେ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ ସରକାର

ଇମ୍ଫାଲ, ୪।୫: ମଣିପୁରରେ ଘଟିଥିବା ହିଂସାତ୍ମକ ଘଟଣା ଭିତରେ ଦଙ୍ଗାକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, କେବଳ ବିଷମ ପରିସ୍ଥିତିରେ ପୋଲିସ ଏଭଳି ପଦକ୍ଷେପ ନେଇପାରିବେ।...

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ମମତା, କହିଲେ ସାହସ କରନ୍ତୁ ନାହିଁ…

କୋଲକାତା, ୪।୫: ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ କରୁଥିବା ପ୍ରଦର୍ଶନକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଛନ୍ତିି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ଟ୍ବିଟ୍‌...

ମଣିପୁର ହିଂସାକୁ ନେଇ କଠୋର ହେଲେ ସରକାର, ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି କରିବାକୁ ନିର୍ଦ୍ଦେଶ

ଇମ୍ଫାଲ,୪।୫: ମଣିପୁରରେ ଲାଗି ରହିଥିବା ହିଂସା ଘଟଣା ମଧ୍ୟରେ କଠୋର ହୋଇଛନ୍ତି ସରକାର। ଦଙ୍ଗା କରୁଥିବା ଲୋକଙ୍କୁ ଦେଖିଲେ ଗୁଳି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି...

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସହ ଗୋଆରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ କଲେ ଏସ ଜୟଶଙ୍କର, ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା

ପଣଜି,୪।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଂଗଙ୍କ ମଧ୍ୟରେ ଗୋଆରେ ଗୁରୁବାର ସାଂଘାଇ ସହଯୋଗ ସମ୍ମିଳନ(ଏସସିଓ)ର ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ଗତ ଦୁଇ ମାସରେ ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri