ଜାତୀୟ

ପରିସ୍ଥିତି ଅଣାୟତ୍ତ ହେଲେ ଦଙ୍ଗାକାରୀଙ୍କ ଉପରେ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ ସରକାର

ଇମ୍ଫାଲ, ୪।୫: ମଣିପୁରରେ ଘଟିଥିବା ହିଂସାତ୍ମକ ଘଟଣା ଭିତରେ ଦଙ୍ଗାକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, କେବଳ ବିଷମ ପରିସ୍ଥିତିରେ ପୋଲିସ ଏଭଳି ପଦକ୍ଷେପ ନେଇପାରିବେ।...

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ମମତା, କହିଲେ ସାହସ କରନ୍ତୁ ନାହିଁ…

କୋଲକାତା, ୪।୫: ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ କରୁଥିବା ପ୍ରଦର୍ଶନକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଛନ୍ତିି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ଟ୍ବିଟ୍‌...

ମଣିପୁର ହିଂସାକୁ ନେଇ କଠୋର ହେଲେ ସରକାର, ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି କରିବାକୁ ନିର୍ଦ୍ଦେଶ

ଇମ୍ଫାଲ,୪।୫: ମଣିପୁରରେ ଲାଗି ରହିଥିବା ହିଂସା ଘଟଣା ମଧ୍ୟରେ କଠୋର ହୋଇଛନ୍ତି ସରକାର। ଦଙ୍ଗା କରୁଥିବା ଲୋକଙ୍କୁ ଦେଖିଲେ ଗୁଳି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି...

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସହ ଗୋଆରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ କଲେ ଏସ ଜୟଶଙ୍କର, ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା

ପଣଜି,୪।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଂଗଙ୍କ ମଧ୍ୟରେ ଗୋଆରେ ଗୁରୁବାର ସାଂଘାଇ ସହଯୋଗ ସମ୍ମିଳନ(ଏସସିଓ)ର ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ଗତ ଦୁଇ ମାସରେ ଏହା...

ମନି ଲଣ୍ଡରିଂ ମାମଲାରେ ସିସୋଡିଆଙ୍କୁ ଅଭିଯୁକ୍ତ କଲା ଇଡି, ଦାଖଲ କଲା ଅଢେଇ ହଜାର ପୃଷ୍ଠାର ଚାର୍ଜସିଟ

ନୂଆଦିଲ୍ଲୀ,୪।୫: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗୁରୁବାର ଚାର୍ଜସିଟ ଦାଖଲ କରିଛି। ଏଥିରେ ଇଡି ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି।...

ରାଜ୍ୟର ବିଭିନ୍ନ ସ୍ଥାନରେ ହନୁମାନ ମନ୍ଦିର ନିର୍ମାଣ କରିବୁ: ଡି.କେ ଶିବକୁମାର

ବେଙ୍ଗାଲୁରୁ, ୪।୫:କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବା ବେଳେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ହନୁମାନଙ୍କୁ ନେଇ ରାଜନୀତି ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଏବଂ ପପୁଲାର ଫ୍ରଣ୍ଟ...

‘ଦ କେରଲା ଷ୍ଟୋରି’ ରିଲିଜ ପୂର୍ବରୁ ତାମିଲନାଡୁରେ ହାଇ ଆଲର୍ଟ

ମୁମ୍ବାଇ: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଛି। ଫିଲ୍ମକୁ ନେଇ କିଛି ରାଜନୈତିକ ଦଳ ସେମାନଙ୍କ ମତ ରଖିଥିବା ବେଳେ ଏହାକୁ ବ୍ୟାନ କରିବାକୁ ବି ଦାବି କାରାଯାଉଛି। ଫିଲ୍ମ ମେ’୫ରେ...

‘କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିଶନ ଦାଖଲ, ଶୁଣାଣି କରିବାକୁ ମନା କଲେ ପ୍ରଧାନ ବିଚାରପତି

ଥିରୁଭାନନ୍ତପୁରମ୍‌,୪।୫: ଫିଲ୍ମ ‘କେରଲା ଷ୍ଟୋରି’ ଶୁକ୍ରବାର ରିଲିଜ ହେବାକୁ ଯାଉଛି। ତେବେ ଫିଲ୍ମକୁ ନେଇ ବିବାଦ ଜାରି ରହିଛି। ଜମିୟତ ଉଲେମା-ଏ-ହିନ୍ଦର ଆଇନଜୀବୀ ‘କେରଲା ଷ୍ଟୋରି’ ବିରୋଧରେ ପୁଣି ଥରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। କିନ୍ତୁ ଜମିୟତ ଓକିଲଙ୍କ...

ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ମିରଟ ପୋଲିସ ଏନକାଉଣ୍ଟରରେ ନିହତ

ମିରଟ,୪।୫: ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ଗୁରୁବାର ଏସଟିଏଫର ଏନକାଉଣ୍ଟରେ ନିହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୁଖ୍ୟାତ ଅପରାଧୀ ଅନିଲ ଦୁଜାନା ମିରଟରେ ଭୋଲା ଝାଲରେ ସକ୍ରିୟ ଥିବା ସୂଚନା ମିଳିବା ପରେ ଏସଟିଏଫ ତାଙ୍କୁ ଚାରି...

ଗୋଆ ପହଞ୍ଚିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ପଣଜୀ,୪।୫: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ବିଲାଓ୍ବଲ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନାର ଅନୁଗାମି ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ(ଏସସିଓ)ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ...

ହାଇକୋର୍ଟରୁ ନୀତୀଶ ସରକାରଙ୍କୁ ବଡ ଝଟକା!

ପାଟନା,୪।୫: ଜାତୀୟ ଜନଗଣନା ଉପରେ ରୋକ ଲଗାଇବାକୁ ନେଇ ଦାୟର କରାଯାଇଥିବା ଆବେଦନ ଉପରେ ଗୁରୁବାର ପାଟନା ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ବିହାର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଆଦେଶରେ କୁହାଯାଇଥିଲା କି ୩ ଦିନରେ ଶୁଣାଣି...

ଦିଲ୍ଲୀକୁ ଚାରିପଟୁ ବନ୍ଦ କରି ଦିଅନ୍ତୁ: ଅଭୟ ଚୌତାଲା

ଚଣ୍ଡିଗଡ଼, ୪।୫: ଆଇଏନଏଲଡି ନେତା ତଥା ବିଧାୟକ ଅଭୟ ସିଂ ଚୌତାଲା ଯନ୍ତରମନ୍ତରରେ ଧାରଣାରେ ବିସିଥିବା ରେସଲର୍‌ମାନଙ୍କୁ ସମର୍ଥନ କରିଛନ୍ତି। ରୋହତକରେ ଏକ ଗଣମାଧ୍ୟମ ସମ୍ମିଳନୀ କରି ଚୌତାଲା କହିଛନ୍ତି, ଏ ପ୍ରସଙ୍ଗରେ ବୈଠକ ଡକାଇ ବଡ ନିଷ୍ପତ୍ତି ନିଆଯିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri