ଜାତୀୟ

ଟ୍ରେନରେ ଯାତ୍ରା କରିବେ ବିଲେଇ-କୁକୁର: ଅନଲାଇନରେ ଟିକଟ ବୁକିଂ…

ନୂଆଦିଲ୍ଲୀ,୩।୫ : ପ୍ରାଣୀପ୍ରେମୀଙ୍କ ପାଇଁ ଭାରତୀୟ ରେଳ ଏକ ଖୁସି ଖବର ଆଣିଛି। ରେଳ ମନ୍ତ୍ରଣାଳୟ ବର୍ତ୍ତମାନ କୁକୁର ଏବଂ ବିଲେଇଙ୍କ ପାଇଁ ଅନଲାଇନ ଟିକେଟ ବୁକିଂ ଲାଗି ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ରେଳବାଇର ଏହି ନୂତନ ସୁବିଧା...

ପାଓ୍ବାର ହଟିବା ପରେ କଂଗ୍ରେସ-ଉଦ୍ଧବ ସେନାରେ ଫାଟ…

ମୁମ୍ବାଇ,୩।୫ : ମହାରାଷ୍ଟ୍ରର ଭେଟେରାନ ନେତା ଶରଦ ପାୱାର ଏନସିପି ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହା ସହ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଶରଦ ପାୱାରଙ୍କର ଏହି ନିଷ୍ପତ୍ତି ପରେ ମହା ବିକାଶ...

୧୦୦ କୋଟିଙ୍କ ପାଖରେ ପହଞ୍ଚିଛି ମନ କି ବାତ କାର୍ଯ୍ୟକ୍ରମ: ପିପିଆରସି ରିପୋର୍ଟ…

ନୂଆଦିଲ୍ଲୀ,୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ସଂସ୍କରଣ ୩୦ ଏପ୍ରିଲରେ ପ୍ରସାରିତ ହୋଇଥିଲା। ପିପିଆରସି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଦାବି କରାଯାଇଛି, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଯୋଗୁଁ ଶ୍ରମିକଙ୍କ...

କର୍ନାଟକର ପ୍ରତିଗାଁ- ପ୍ରତି ମନ୍ଦିରରେ ହନୁମାନ ଚାଳିଶା ପାଠ କରିବ ଭାଜପା

ବେଙ୍ଗାଲୁରୁ,୩।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ଖେଳ ଖେଳିବା ଆରମ୍ଭ କରିଛି। ଭାଜପା ଘୋଷଣା କରିଛି କି ଦଳ...

ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପି.ଟି. ଉଷା

ନୂଆଦିଲ୍ଲୀ,୩।୫: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ବୁଧବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କୁ ଭେଟିଛନ୍ତି। ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନଙ୍କ ଉପରେ ଗତ ସପ୍ତାହରେ ପି.ଟି. ଉଷା କ୍ଷୁବ୍ଧ ହୋଇଥିଲେ। ଉଷା କହିଥିଲେ, କୁସ୍ତିଯୋଦ୍ଧାମାନେ କ୍ରୀଡ଼ାବିତ୍‌ଙ୍କ...

ଭାରତ ଭଳି ଜୀବନ୍ତ ଗଣତନ୍ତ୍ରର ଭାବମୂର୍ତ୍ତିକୁ କଳଙ୍କିତ କରିବା କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ: ଉପରାଷ୍ଟ୍ରପତି…

ଗୁଆହାଟୀ,୩।୫ : ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର ଆସାମର ଦିବ୍ରୁଗଡ ବିଶ୍ୱବିଦ୍ୟାଳୟର ଏକବିଂଶ ସମାରୋହକୁ ସମ୍ବୋଧିତ କରି କହିଛନ୍ତିଳ ଭାରତ ଏକ ଜୀବନ୍ତ ଗଣତନ୍ତ୍ର ଏବଂ ଏହାର ଭାବମୂର୍ତ୍ତିକୁ କଳଙ୍କିତ କରିବାର ଅଧିକାର କାହାରି ପାଖରେ ନାହିଁ। ସେ...

ଜେଏନୟୁରେ ଦି କେରଲା ଷ୍ଟୋରିର ସ୍କ୍ରିନିଂ: ବିରୋଧ କଲେ କଂଗ୍ରେସ-ବାମପନ୍ଥୀ ଛାତ୍ର ସଂଗଠନ…

ନୂଆଦିଲ୍ଲୀ,୩।୫ : ଜିହାଦ, ଧର୍ମାନ୍ତରୀକରଣ ଏବଂ ଆତଙ୍କବାଦ ସହ ଜଡିତ ପ୍ରକୃତ ଘଟଣା ଉପରେ ଆଧାରିତ ବୋଲି ଦାବି କରୁଥିବା ଫିଲ୍ମ ଦି କେରଲା ଷ୍ଟୋରି ରିଲିଜ ପୂର୍ବରୁ ବିବାଦରେ ରହିଛି। ଏହି ସମୟରେ ଜାତୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ...

ପ୍ରଫେସର ନିଯୁକ୍ତିରେ ଦୁର୍ନୀତି: ଯାଞ୍ଚ ଆଦେଶ ଦେଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ,୩।୫ : ଦିଲ୍ଲୀର ଉପରାଜ୍ୟପାଳ (ଏଲଜି) ଭି.କେ ସାକ୍ସେନା ଦିଲ୍ଲୀ ଫାର୍ମାସ୍ୟୁଟିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି (ଡିପିଏସଆରୟୁ) ପ୍ରଫେସର ନିଯୁକ୍ତିରେ ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ, ଅନୁଷ୍ଠାନର ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସର...

ଶରଦ ପାଓ୍ବାରଙ୍କ ପରେ ଦଳରୁ ଇସ୍ତଫା ଦେଲେ ୨ ନେତା

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଇସ୍ତଫାର ଗୋଟିଏ ଦିନ ପରେ ବର୍ତ୍ତମାନ ଏନ୍‌ସିପି ବିଧାୟକ ଅନିଲ ପାଟିଲ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶରଦ ପାୱାରଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେହିପରି ଏନସିପି ନେତା...

ବ୍ରିଟିଶ ସମୟ ପୋଲ ହେଲା ଦୁଇ ଭାଗ: ସମ୍ଭାଳି ପାରିଲାନି ୬୦ ଟନ ଲରିର ଓଜନ…

ବିଶାଖାପଟ୍ଟନମ,୩।୫ : ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀକାକୁଲମ ଜିଲାର ଇଚ୍ଛାପୁରମ ନିକଟ ବାହୁଡା ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡି ପଡିଛି। ପୋଲ ଉପରୁ ୭୦ ଟନ ଓଜନର ଏକ ପଥର ଲରି...

କଂଗ୍ରେସ ଜାରି ରଖିଛି ବିଭାଜନ ରାଜନୀତି: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୩।୫ : କର୍ନାଟକର ମୁଦବିଦରିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ମାତା କି ଜୟ ଏବଂ ବଜରଙ୍ଗ ବାଲି କି ଜୟଙ୍କ ସହ...

ସମଲିଙ୍ଗୀଙ୍କ ସମସ୍ୟା ସମାଧାନ ପାଇଁ ପ୍ୟାନେଲ ଗଠନ କରିବେ ସରକାର…

ନୂଆଦିଲ୍ଲୀ,୩।୫ : ସମଲିଙ୍ଗୀ ବିବାହ ସମ୍ପର୍କିତ ଏକ ପିଟିଶନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ସମଲିଙ୍ଗୀ ଦମ୍ପତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଏକ ପ୍ୟାନେଲ ଗଠନ କରାଯିବ ବୋଲି ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri