ଜାତୀୟ

ମହାରାଷ୍ଟ୍ର ରାଜନୀତିରେ ଖୁବଶୀଘ୍ର ହେବ ବଡ ପରିବର୍ତ୍ତନ, ଶରଦ ପାଓ୍ବାରଙ୍କ ଇସ୍ତଫାକୁ ନେଇ କହିଲା ଭାଜପା

ମୁମ୍ବାଇ,୩।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ମଙ୍ଗଳବାର ପାର୍ଟିର ମୁଖ୍ୟ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିଥିଲେ। ଏହାପରଠାରୁ ମହାରାଷ୍ଟ୍ର ରାଜନୀତିରେ ହଇଚଇ ଦେଖାଦେଇଛି। ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ନେଇ ଏକ ବୟାନ...

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଜମ୍ମୁ-କଶ୍ମୀର-ଲଦାଖରେ ହେବନି ଯବାନଙ୍କ ଗିରଫଦାରୀ…

ନୂଆଦିଲ୍ଲୀ,୩।୫ : ଜମ୍ମୁ-କଶ୍ମୀର ଏବଂ ଲଦାଖରେ ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ଗିରଫଦାରୀ ହେବ ନାହିଁ। କେନ୍ଦ୍ର ସରକାର ଏନେଇ ସୁରକ୍ଷା ଯୋଗାଇ ଦେଇଛନ୍ତି। ରାଜ୍ୟରେ ଧାରା ୩୭୦ ହଟାଇବା ପରେ ଏହି ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଅର୍ଥାତ ବର୍ତ୍ତମାନ...

ଥମୁଛି ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

କର୍ନାଟକରେ ‘ହନୁମାନ’ ନାଟକ

ବେଙ୍ଗାଲୁରୁ,୩ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଏବଂ...

ତିହାର ଜେଲରେ ବିରୋଧୀ ଗ୍ୟାଙ୍ଗ୍‌ ଆକ୍ରମଣରେ ତାଜପୁରିୟା ନିହତ

ନୂଆଦିଲ୍ଲୀ,୩ା୫ : ଦିଲ୍ଲୀର ତିହାର ଜେଲରେ ମଙ୍ଗଳବାର ସକାଳେ ବିରୋଧୀ ଗ୍ୟାଙ୍ଗ୍‌ ଆକ୍ରମଣରେ ଗ୍ୟାଙ୍ଗ୍‌ଷ୍ଟର ଟିଲ୍ଲୁ ତାଜପୁରିୟା ନିହତ ହୋଇଛନ୍ତି। ତାଙ୍କ ମୃତଦେହରେ ୯୨ କ୍ଷତଚିହ୍ନ ଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟର ଯୋଗେଶ...

‘ଦି କେରଲା ଷ୍ଟୋରି’ ଭାଜପା ପ୍ରାୟୋଜିତ: ସିପିଆଇଏମ୍‌

କୋଝିକୋଡ୍‌/ନୂଆଦିଲ୍ଲୀ,୩ା୫: ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ତଥା ଭିପୁଲ ଅମୃତଲାଲ ଶାହଙ୍କ ପ୍ରଯୋଜିତ ବିବାଦୀୟ ହିନ୍ଦୀ ଫିଲ୍ମ ‘ଦି କେରଲା ଷ୍ଟୋରି’ ଭାଜପା ପ୍ରାୟୋଜିତ। ଏହା କେରଳରେ ଲୋକଙ୍କୁ ବିଭାଜିତ କରି ପରସ୍ପର ମଧ୍ୟରେ ଶତ୍ରୁଭାବ ସୃଷ୍ଟି ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସ୍ବୟଂସେବକ...

ଦିଲ୍ଲୀରେ ରାଜନୈତିକ ବିସ୍ଫୋରଣକୁ ଅପେକ୍ଷା

ମୁମ୍ବାଇ/ନୂଆଦିଲ୍ଲୀ,୩ା୫: ଏପ୍ରିଲ ୧୯ରେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ କହିଥିଲେ, ୧୫ ଦିନ ମଧ୍ୟରେ ଦୁଇଟି ବଡ଼ ବିସ୍ଫୋରଣ ଘଟିବାକୁ ଯାଉଛି, ଗୋଟିଏ ଦିଲ୍ଲୀରେ ଓ ଅନ୍ୟଟି ମହାରାଷ୍ଟ୍ରରେ। ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଭାଜପା...

୩୯% ଭାରତୀୟ ପରିବାର ଅନ୍‌ଲାଇନ ଠକେଇର ଶିକାର

ନୂଆଦିଲ୍ଲୀ,୩ା୫: ଗତ ୩ ବର୍ଷ ମଧ୍ୟରେ ଭାରତର ପ୍ରାୟ ୩୯% ପରିବାର ଅନ୍‌ଲାଇନ୍‌ରେ ଆର୍ଥିକ ଠକେଇର ଶିକାର ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲୋକାଲ୍‌ ସର୍କଲ ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣରେ ସାମିଲ ପରିବାରଗୁଡ଼ିକ ମଧ୍ୟରୁ ମାତ୍ର ୨୪% ସେମାନଙ୍କ...

ଗଣତନ୍ତ୍ରରେ ଜନସାଧାରଣ ହିଁ ଶକ୍ତିଶାଳୀ: ମମତା…

କୋଲକାତା,୨।୫ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ଗଣତନ୍ତ୍ରରେ ଜନସାଧାରଣ ହିଁ ଶକ୍ତିଶାଳୀ। ସେମାନଙ୍କ ଅପେକ୍ଷା କେହି ଅଧିକ ଶକ୍ତିଶାଳୀ ନୁହନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ସମଗ୍ର ବିଶ୍ୱ ଏହା ଦେଖିଛି। ମମତା...

ବିଲକିସ ବାନୋ ମାମଲା: ଗୁଜରାଟ-କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ ନାହିଁ…

ନୂଆଦିଲ୍ଲୀ,୨।୫ : ୨୦୦୨ ଗୁଜରାଟ ଦଙ୍ଗାର ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଗୁଜରାଟ...

୨ ଦିନ ବିମାନ ଉଡ଼ାଣ ବନ୍ଦ କଲା ଗୋ ଫାଷ୍ଟ ସମସ୍ୟା ପାଇଁ ଇଞ୍ଜିନ କମ୍ପାନୀକୁ ଦାୟୀ କଲା

 ମୁମ୍ବାଇ,୨ା୫(ପି.ଟି.) : ଆର୍ଥିକ ସଙ୍କଟ ଯୋଗୁ ଗୋ ଫାଷ୍ଟ ଏୟାରଲାଇନ ବୁଧବାର ଓ ଗୁରୁବାର ଏହାର ବିମାନ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଇଞ୍ଜିନ ନିର୍ମାଣକାରୀ ସଂସ୍ଥା ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନେରୁ ସ୍ପେୟାର ଇଞ୍ଜିନ ନ ମିଳିବାରୁ...

ଦେଶବ୍ୟାପୀ ଏନ୍‌ଆର୍‌ସି ସମୟର ଆବଶ୍ୟକତା: ବିଶ୍ୱଶର୍ମା

ବେଙ୍ଗାଲୁରୁ,୨ା୫(ଆଇଏଏନ୍‌ଏସ୍‌): ସରକାରୀ ଯୋଜନା ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ନାଗରିକମାନଙ୍କ ଜାତୀୟ ପଞ୍ଜିକା (ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ ହେବା ଆବଶ୍ୟକ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଙ୍ଗଳବାର କହିଛନ୍ତି। କର୍ନାଟକରେ ନିର୍ବାଚନ ପ୍ରଚାରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri