ଜାତୀୟ

ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କୁ ସଂଯମତା ରକ୍ଷା କରିବାକୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୫ : ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ପ୍ରଚାର ଚାଲିଛି। ରାଜ୍ୟରେ ଅନେକ ରାଲି କରାଯାଉଛି। ବିଭିନ୍ନ ଦଳର ନେତାମାନେ ମଧ୍ୟ ଭିନ୍ନ ଭିନ୍ନ ବିବୃତ୍ତି ଦେଉଛନ୍ତି। ସେସବୁ ମଧ୍ୟରେ ବହୁ ଉତ୍ତେଜନାମୂଳକ ଏବଂ ବିବାଦୀୟ ବକ୍ତବ୍ୟ ମଧ୍ୟ ସାମ୍ନାକୁ...

ରାହୁଲଙ୍କୁ ହାଇକୋର୍ଟରେ ଝଟ୍‌କା: ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମନା…

ଅହମଦାବାଦ,୨।୫ : ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ବଦନାମ ମାମଲାରେ ଦାଖଲ ହୋଇଥିବା ଅପରାଧିକ ସଂଶୋଧନ ଆବେଦନ ଉପରେ ଶୁଣାଣି ହୋଇଥିଲା। କୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ମନା କରିଥିବାବେଳେ ଦୋଷୀ ସାବ୍ୟସ୍ତ ହେବା...

କର୍ନାଟକରେ କଂଗ୍ରେସର ଲହର, ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ: ଗେହଲୋଟ…

ବେଙ୍ଗାଲୁରୁ,୨।୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କନର୍ର୍ାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେ ଟୁଇଟ କରି କହିଛନ୍ତି, ମୁଁ କର୍ନାଟକରେ ଏକ କଂଗ୍ରେସ ଲହର ଦେଖୁଛି, କାରଣ ଲୋକମାନେ ଭଜାପାର ମନଗଢ଼ା...

ମମତାଙ୍କୁ ଝଟ୍‌କା: ସରକାରୀ କର୍ମଚାରୀଙ୍କ ନବାନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ସ୍ବୀକୃତି ଦେଲେ ହାଇକୋର୍ଟ…

କୋଲକାତା,୨।୫ : ମହଙ୍ଗା ଭତ୍ତା (ଡିଏ) ଦାବି କରୁଥିବା ପଶ୍ଚିମବଙ୍ଗ ସରକାରୀ କର୍ମଚାରୀମାନଙ୍କୁ କଲିକତା ହାଇକୋର୍ଟ ସେମାନଙ୍କ ନାବାନ୍ନ ଅଭିଯାନର ମାର୍ଗ ବଦଳାଇବାକୁ ଅନୁମତି ଦେଇଛନ୍ତି। କଲିକତା ହାଇକୋର୍ଟର ବିଚାରପତି ରାଜଶେଖର ମନ୍ଥା ସରକାରୀ କର୍ମଚାରୀଙ୍କ ନବାନ୍ନ ଅଭିଯାନ କାର୍ଯ୍ୟକ୍ରମକୁ...

ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ଫେସ ହେବେ ପ୍ରିୟଙ୍କା ଗାନ୍ଧୀ, ଏବେଠାରୁ ଆରମ୍ଭ ହେଲାଣି ରାଲି ରୋଡ ଶୋ’ର ପ୍ରସ୍ତୁତି

ନୂଆଦିଲ୍ଲୀ/ଭୋପାଳ,୨।୫: ମଧ୍ୟପ୍ରଦେଶରେ ୬ ମାସ ପରେ ହେବ ବିଧାନସଭା ନିର୍ବାଚନ। ଏଠାରେ ସିଧାସଳଖ ଲଢେଇ ଭାରତୀୟ ଜନତା ପାର୍ଟି(ଭାଜwପା) ଓ କଂଗ୍ରେସ ମଧ୍ୟରେ ହେବା ଲକ୍ଷ୍ୟ କରାଯାଉଛି। ଉଭୟ ଦଳ ନିର୍ବାଚନୀ ଦାବିର ପେଡି ଖୋଲିଦେଇଛନ୍ତି। ଭାଜପା ଓ କଂଗ୍ରେସ...

ଶରଦ ପାଓ୍ବାରଙ୍କ ଇସ୍ତଫାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ କହିଲେ, ‘ଏମଭିଏ ଉପରେ କୌଣସି ପ୍ରଭାବ ପଡିବ ନାହିଁ…’

ମୁମ୍ବାଇ,୨।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ମଙ୍ଗଳବାର ମେ’ ୨ରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପାଓ୍ବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ପାର୍ଟିର କର୍ମୀଙ୍କ ଗହଣରେ ଏହି ଘୋଷଣା କରିଛନ୍ତି। ପାଓ୍ବାରଙ୍କ ଇସ୍ତଫାକୁ ନେଇ ରାଜନୀତି ମହଲରେ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ଅନୁୁପ୍ରବେଶକାରୀ ମୃତ…

ଜୟପୁର,୨।୫ : ରାଜସ୍ଥାନର ବାଡମେର୍‌ ଜିଲାରେ ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି। ଏଥିରେ ଦୁଇ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗଡରା ରୋଡ ପୋଲିସ ଷ୍ଟେଶନ ଅଧୀନରେ...

ଦି କେରଳ ଷ୍ଟୋରି ଉପରେ ରୋକ ମାମଲା: ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୫ : କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ ଷ୍ଟୋରି ଉପରେ ରୋକ ମାମଲା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି...

ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ

ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ ଫ୍ରାନ୍ସରେ ଚାଲିଥିବା ଏକ୍ସ-ଓରିୟନରେ ଆଇଏଏଫ ବା ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନ...

ଲାଡଲୀ ଲକ୍ଷ୍ମୀ ଦିବସ: ବାଳିକାଙ୍କ ଉପରେ ଫୁଲବର୍ଷା କରି ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ…

ଭୋପାଳ,୨।୫ : ମଧ୍ୟପ୍ରଦେଶରେ ମଙ୍ଗଳବାର ଲାଡଲୀ ଲକ୍ଷ୍ମୀ ଦିବସ ପାଳନ କରାଯାଇଛି। ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଭୋପାଳ, ସେହୋର, ବିିଦିଶା, ରାଜଗଡ...

ଡି.କେ.ଶିବକୁମାରଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ମଝି ଆକାଶରେ ଇଗଲ ସହ ଧକ୍କା, କକପିଟ୍‌ର କାଚ ଭାଙ୍ଗିଲା…

ବେଙ୍ଗାଲୁରୁ,୨।୫ : କର୍ନାଟକରେ ବିଧାନସଭା ର୍ନିବାଚନ ପ୍ରଚାର ଜୋରସୋର ଜାରି ରହିଛି। ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଭେଟେରାନ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ବିଷୟରେ ଏକ ବଡ...

ପାର୍ଟି ମୁଖ୍ୟଙ୍କ ଇସ୍ତଫା ଘୋଷଣା ପରେ ଏନ୍‌ସିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ

ମୁମ୍ବାଇ,୨।୫: ବରିଷ୍ଠ ରାଜନେତା ତଥା ଏନ୍‌ସିପି ମୁଖ୍ୟ ଶରଦ ପାୱାର ତାଙ୍କ ପଦରୁ ଇସ୍ତଫା ଦେବା ନେଇ ବୋଲି ଘୋଷଣା କରିବା ପରେ ମୁମ୍ବାଇର ଓ୍ବାଇବି ଚାବନ ସେଣ୍ଟର ବାହାରେ ଏନସିପି କାର୍ଯ୍ୟକର୍ତ୍ତାମାନେ ବିରୋଧ କରିଛନ୍ତି। ଦେଶର ଜଣେ ବରିଷ୍ଠ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri