ଜାତୀୟ

କଂଗ୍ରେସର ଘୋଷଣା ପତ୍ରକୁ ନେଇ ବର୍ଷିଲେ ମୋଦି

ବେଙ୍ଗାଲୁରୁ,୨।୫: କର୍ନାଟକର ହୋସପେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କଂଗ୍ରେସର ଘୋଷଣା ପତ୍ରକୁ ନେଇ କହିଛନ୍ତି, ପ୍ରଥମେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅସୁବିଧା...

‘ଇସ୍ତଫାର ନିଷ୍ପତ୍ତି ଫେରାଇ ନେବେନାହିଁ ଶରଦ ପାଓ୍ବାର’: ଅଜିତ ପାଓ୍ବାର

ମୁମ୍ବାଇ,୨।୫: ଏନସିପି ନେତା ଶରଦ ପାଓ୍ବାର ପାର୍ଟିର ମୁଖ୍ୟ ପଦରୁ ଇସ୍ତଫା ଦେବା ଘୋଷଣା କରିବା ପରେ ଏବେ ରାଜ୍ୟ ରାଜନୀତି ହୋଇଛି ସରଗରମ। ଏବେ ଅନୁମାନ କରି ଆଲୋଚନା ହେଉଛି ଯେ ଶରଦ ପାଓ୍ବାର ତାଙ୍କ ନିଷ୍ପତ୍ତିକୁ ବଦଳାଇ...

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ଶରଦ ପାଓ୍ବାର

ମୁମ୍ବାଇ,୨।୫: ଦେଶର ବରିଷ୍ଠ ରାଜନେତାଙ୍କ ମଧ୍ୟରୁ ଜଣେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ବାର ରିଟାୟର ହେବାକୁ ଘୋଷଣା କରିଛନ୍ତି। ନିଜ ଜୀବନ ସହ ଜଡିତ ଏକ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମୁଁ ଆଜି ରାଷ୍ଟ୍ରବାଦୀ କଂଗ୍ରେସ(ଏନସିପି)...

୪୫ ହଜାର ତଳେ ସକ୍ରିୟ ମାମଲା, ଦୈନିକ ସଂକ୍ରମଣ ୪ ହଜାରରୁ କମ…

ନୂଆଦିଲ୍ଲୀ, ୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡିର ଚାର୍ଜସିଟରେ ରାଘବ ଚଡ୍ଡାଙ୍କ ନାଁ

ନୂଆଦିଲ୍ଲୀ,୨।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ସମସ୍ୟା ଥମିବାର ନାଁ ନେଉନାହିଁ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯାଇଛି। ଇଡିର ଏହି ଚାର୍ଜସିଟରେ ଅନେକ ବଡ଼ ଖୁଲାସା...

‘କଂଗ୍ରେସ-ଜେଡିଏସର କାର୍ଯ୍ୟ ଗୋଟିଏ’, ଉଭୟ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି: ଗର୍ଜିଲେ ମୋଦି

ଚିତ୍ରଦୁର୍ଗ,୨।୫: କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି। ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଧୂଆଁଧାର ରାଲି ଆରମ୍ଭ କରି ଦେଇଛନ୍ତି। ମିଶନ କର୍ନାଟକରେ ଶାସକ...

ଯୋଗୀ ସରକାରଙ୍କ ଉପରେ ପୁଣି ବର୍ଷିଲେ ଓୱାଇସି କହିଲେ, ଯଦି ଗୁଳିର ଜବାବ ଗୁଳିରେ ଦିଆଯାଏ ତେବେ…

ଲକ୍ଷ୍ନୌ,୨।୫: ଉତ୍ତରପ୍ରଦେଶର ମୋରାଦାବାଦରେ ହେବାକୁ ଥିବା ନଗର ନିଗମ ନିର୍ବାଚନରେ ପ୍ରଚାର କରିବା ପାଇଁ ଏଆଇଏମଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଉମ୍ରି କାଲା ନାଗର ପଞ୍ଚାୟତରେ ପହଞ୍ଚିଛନ୍ତି। ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ଓୱାଇସି ଅତିକ୍‌...

କାନାଡା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ସାମିଲ ହେଲେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ

ଚଣ୍ଡିଗଡ଼,୨।୫: ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡଙ୍କ ସମସ୍ୟା ବଢିବାରେ ଲାଗିଛି। କାନାଡା ପୋଲିସ ଦ୍ୱାରା ଜାରି କରାଯାଇଥିବା ୨୫ ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତଙ୍କ ସୂଚିରେ ଗୋଲ୍ଡି ବରାଡଙ୍କ ନାମ ସାମିଲ କରାଯାଇଛି।...

ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କ ପରଲୋକ

ନୂଆଦିଲ୍ଲୀ,୨।୫: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ନାତି ତଥା ସାମାଜିକ- ରାଜନୈତିକ କାର୍ଯ୍ୟକର୍ତ୍ତା ଅରୁଣ ଗାନ୍ଧୀଙ୍କ ମଙ୍ଗଳବାର ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମହାରାଷ୍ଟ୍ରର କୋହ୍ଲାପୁରରେ ଦେହାନ୍ତ ହୋଇଛି। ତେବେ କୋହ୍ଲାପୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ଅରୁଣ...

‘ଦି କେରଲା ଷ୍ଟୋରି’: କାହାଣୀକୁ ସତ ପ୍ରମାଣିତ କଲେ ୧କୋଟି ଟଙ୍କା ଦିଆଯିବ: ମୁସଲିମ୍‌ ୟୁଥ୍‌ ଲିଗ୍‌

ଥିରୁଭାନନ୍ତପୁରମ୍‌,୨।୫: ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ୍‌ ହେବା ପୂର୍ବରୁ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏହି ଫିଲ୍ମକୁ ନେଇ ମୁସଲିମ୍‌ ୟୁଥ୍‌ ଲିଗ୍‌ ତୀବ୍ର ବିରୋଧ କରିଛି। ତେବେ ଏ ନେଇ କେରଳ ରାଜ୍ୟ କମିଟିିର ପ୍ରତିକ୍ରିୟା...

ତିହାର ଜେଲରେ ଗ୍ୟାଙ୍ଗଷ୍ଟର ଟିଲୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିମାଡ଼ ଘଟଣାରେ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିୟା ଓରଫ ସୁନୀଲ ମାନକୁ ମଙ୍ଗଳବାର ସକାଳେ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ, ଜେଲ ଭିତରେ ଥିବା ଟିଲୁଙ୍କ ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାଙ୍କୁ ଲୁହା...

ଫସାଇବା ପାଇଁ ନାବାଳିକାର ବ୍ୟବସ୍ଥା କରିଥିଲେ ପୁନିଆ: ବ୍ରିଜ୍‌ ଭୂଷଣ

ନୂଆଦିଲ୍ଲୀ, ୨।୫: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଯୌନ ଉତ୍ପୀଡ଼ନର ଅଭିଯୁକ୍ତ ବ୍ରିଜ୍‌ ଭୂଷଣ ସିଂ ରେସଲର୍‌ମାନଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିିଛନ୍ତି। ସେ କହିଛନ୍ତି ଯେ, ପସ୍କୋ ଅଧିନିୟମ ଅନୁଯାୟୀ ମୋ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri