ଜାତୀୟ

ଫସାଇବା ପାଇଁ ନାବାଳିକାର ବ୍ୟବସ୍ଥା କରିଥିଲେ ପୁନିଆ: ବ୍ରିଜ୍‌ ଭୂଷଣ

ନୂଆଦିଲ୍ଲୀ, ୨।୫: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଯୌନ ଉତ୍ପୀଡ଼ନର ଅଭିଯୁକ୍ତ ବ୍ରିଜ୍‌ ଭୂଷଣ ସିଂ ରେସଲର୍‌ମାନଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିିଛନ୍ତି। ସେ କହିଛନ୍ତି ଯେ, ପସ୍କୋ ଅଧିନିୟମ ଅନୁଯାୟୀ ମୋ ଉପରେ...

କର୍ନାଟକ ନିର୍ବାଚନ: ଘୋଷଣାପତ୍ର ଜାରି କଲା କଂଗ୍ରେସ

ବେଙ୍ଗାଲୁରୁ,୨।୫: କର୍ନାଟକ ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକି ଅଛି। ଏଥିନେଇ ରାଜନୀତି ସରଗରମ ରହିଛି। ତେବେ ଭାଜପା ପରେ ବର୍ତ୍ତମାନ କଂଗ୍ରେସ ମଧ୍ୟ ନିଜର ଘୋଷଣାପତ୍ର ଜାରି କରିଛି। କଂଗ୍ରେସ ଏହାର ଘୋଷଣାପତ୍ରରେ ଗୃହ ଜ୍ୟୋତି, ଗୃହ...

କେରଳର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ଼

ଥିରୁଭାନନ୍ତପୁରମ୍‌,୨।୫: କେରଳରେ ନିକଟରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ସୋମବାର ପଥରମାଡ଼ ହୋଇଥିବା ରେଳ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉତ୍ତର କେରଳରେ ଅବସ୍ଥିତ ଏହି ଜିଲାର ଥିରୁନବାୟା ଏବଂ ତିରୁର ମଧ୍ୟରେ ଟ୍ରେନ...

ଅଯୋଗ୍ୟ ପୁଅ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କଲା ଭାଜପା

ବେଙ୍ଗାଲୁରୁ,୨।୫: କର୍ନାଟକ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଓ କଂଗ୍ରେସ ମଧ୍ୟରେ ବୟାନବାଜି ଜାରି ରହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କା ଖାର୍ଗେଙ୍କ ବିରୋଧରେ ଭାଜପା ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛିି।...

ରାହୁଲ ଗାନ୍ଧୀଙ୍କ ଆବେଦନର ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ,୨।୫: ସୁରଟ କୋର୍ଟ ଦ୍ୱାରା ଅପରାଧିକ ମାନହାନି ମାମଲାରେ ଦୁଇ ବର୍ଷ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ମଙ୍ଗଳବାର ଗୁଜରାଟ ହାଇକୋର୍ଟ ଶୁଣାଣି କରିବେ। ସୂଚନାଯୋଗ୍ୟ, ମୋଦି ସରନେମ ଉପରେ ଦେଇଥିବା ବିବାଦୀୟ...

ବଦ୍ରିନାଥ ଓ କେଦାରନାଥରେ ବର୍ଷା ଓ ତୁଷାରପାତ: ଅଟକିଲା ଯାତ୍ରା

ଡେରାଡୁନ,୧।୫: ବଦ୍ରିନାଥ ଓ କେଦାରନାଥ ଧାମରେ ଲଗାଣ ବର୍ଷା ଓ ତୁଷାରପାତ ଯୋଗୁ ଚାରିଧାମ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଯାତ୍ରୀମାନଙ୍କୁ ଶ୍ରୀନଗରରେ ଅଟକାଯାଇଥିବା ଜଣାପଡିଛି। ତେବେ ପାଗ ଭଲ ନ...

ମୁସଲମାନଙ୍କ ଶକ୍ତି ନାହିଁ ତେଣୁ ଗୁଳି କରାଯାଉଛି: ଓଓ୍ବାଇସି

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶରେ ମେ ୪ ଏବଂ ୧୧ରେ ନଗରନିଗମ ନିର୍ବାଚନ ହେବାକୁ ଯାଉଛି। ତେବେ ଏଥିପାଇଁ ସୋମବାର ଅଲ୍‌ ଇଣ୍ଡିଆ ମଜଲିସ-ଏ-ମୁସଲିମିନର ମୁଖ୍ୟ ଅସଦୁଦ୍ଦିନ୍‌ ଓଓ୍ବାଇସି ମୋରାଦାବାଦର ଉମରି କଲା ନଗର ପଞ୍ଚାୟତରେ ପ୍ରଚାର କରିଛନ୍ତି। ଜେଲରୁ ମୁକ୍ତ ହୋଇଥିବା...

ମଦୁଆ ପୋଲିସ କର୍ମରୀଙ୍କୁ ମହଙ୍ଗା ପଡ଼ିଲା ଆସାମ ସରକାରଙ୍କ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସାମ ପୋଲିସ ବିଭାଗରେ ମଦୁଆ କର୍ମଚାରୀଙ୍କ ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶ ମହଙ୍ଗା ପଡ଼ିଛି । ଆସାମ ସରକାର ମଦ ପିଇବା ଅଭ୍ୟାସ ଥିବା ୩୦୦ ପୋଲିସ କର୍ମଚାରୀଙ୍କୁ ଭିଆରଏସ୍‌ ଦେବେ । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା...

ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୧।୫: ମାଫିଆ ମୁଖତାର ଆନସାରୀଙ୍କ ବଡ ଭାଇ ତଥା ବିଏସ୍‌ପି ଏମ୍‌ପି ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରି ଦିଆଯାଇଛି। ସୋମବାର ଲୋକ ସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ଅଫଜଲ ଆନସାରୀ ୬...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୁଷ୍କର ସିଂ ଧାମି, ଚାରିଧାମ ଯାତ୍ରା ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀ,୧।୫: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଉତ୍ତରାଖଣ୍ଡରବିକାଶରେ ତାଙ୍କ ମାର୍ଗଦର୍ଶନ ତଥା ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କେଦାରନାଥ ଏବଂ ବଦ୍ରିନାଥ ଧାମ, ଗଙ୍ଗା ତୁଲସୀ,...

‘ମୋତେ ଫାଶୀ ଦେଇଦିଅନ୍ତୁ’

ନୂଆଦିଲ୍ଲୀ,୧।୫: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଏହି ସମୟରେ ବ୍ରିଜ ଭୂଷଣ ସୋମବାର କହିଛନ୍ତି, ଦେଶର ସର୍ବୋଚ୍ଚ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଯୋଗୁ...

ପୋଷ୍ଟର ଲଗାଇଲେ ମୁଖ୍ୟମନ୍ତ୍ରୀ ହୁଅନ୍ତି ନାହିଁ: ଏକନାଥ ସିନ୍ଦେ

ମୁମ୍ବାଇ, ୧।୫: ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଲାଗିରହିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନସିପି ନେତା ଜୟନ୍ତ ପାଟିଲଙ୍କ ବୟାନରେ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଆମେ ଜନତାଙ୍କ ପାଇଁ କାମ କରୁଛୁ। ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri