ଜାତୀୟ

କର୍ନାଟକ ନିର୍ବାଚନ: ମେ’୬ ରେ ନିର୍ବାଚନୀ ପ୍ରଚାର କରିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୧।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦକ୍ଷିଣ କନ୍ନଡ ଏବଂ ଉଦୁପି ଜିଲାରେ ପ୍ରଚାର କରିବେ। ମାଙ୍ଗାଲୁରୁ ଡିଭିଜନର ଦାୟିତ୍ୱରେ ଥିବା ଭାରତୀୟ ଜନତା ପାର୍ଟି ଉଦୟ କୁମାର...

ନ୍ୟାୟ ପାଇବାରେ ବିଳମ୍ବ ହେଲେ ଜୀବନ ବାଜିରେ ଲଗାଇ ଦେବି: ନବଜୋତ ସିଦ୍ଧୁ

ନୂଆଦିଲ୍ଲୀ,୧।୫: ଭାରତୀୟ କୁସ୍ତି ମହାସଂଘରର ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରେସଲରମାନେ ଦୀର୍ଘ ଏକ ସପ୍ତାହ ଧରି ଧାରଣାରେ ବସିଛନ୍ତି। ତେବେ ସେମାନଙ୍କୁ ସମର୍ଥନ ଦେବା ପାଇଁ ବହୁ ବଡ ବଡ ନେତା ଧାରଣାସ୍ଥଳରେ...

ମନି ଲଣ୍ଡରିଂ ମାମଲା: ଜାମିନ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୫: ମନି ଲଣ୍ଡରିଂ ମାମଲାରେ ଏନସିପି ନେତା ନଓ୍ବାବ ମଲିକଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମଙ୍ଗଳବାର ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି କୋର୍ଟ କହିଛନ୍ତି। ଯଦି ହାଇକୋର୍ଟ ଶୁଣାଣି ନ...

‘ଅପରେଶନ କାବେରୀ’ ଅଧୀନରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିବ ସ୍ପାଇସଜେଟ

ନୂଆଦିଲ୍ଲୀ,୧।୫: ‘ଅପରେଶନ କାବେରୀ’ ଅଧୀନରେ ଭାରତୀୟମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ପାଇସଜେଟ ଏହାର ସ୍ବତନ୍ତ୍ର ବିମାନ ଚଳାଇବ। ସୋମବାର କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏୟାରଲାଇନ ‘ଅପରେଶନ କାବେରୀ’ ଅଧୀନରେ ଏପ୍ରିଲ ୩୦ରେ ଜେଡ୍ଡାରୁ କୋଚି ପର୍ଯ୍ୟନ୍ତ...

କେଜ୍‌ରିଓ୍ବାଲ ଇସ୍ତଫା ଦିଅନ୍ତୁ: ଭାଜପା

ନୂଆଦିଲ୍ଲୀ,୧।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସରକାରୀ ବାସଭବନର ନବୀକରଣ ପାଇଁ ୪୫ କୋଟି ଖର୍ଚ୍ଚ ହୋଇଛି। ଯାହାକୁ ନେଇ ଏବେ ଭାଜପା କେଜ୍‌ରିଓ୍ବାଲଙ୍କୁ ଟାର୍ଗଟ କରିଛି। ବରିଷ୍ଠ ଭାଜପା ନେତା ବିଜୟ ଗୋଏଲ କହିଛନ୍ତି, ଯେଉଁ ବ୍ୟକ୍ତି କହୁଥିଲେ ଯେ,...

ଲୋକ ସଭା ନିର୍ବାଚନକୁ ନେଇ କଙ୍ଗନା ରାଣାୱତଙ୍କ ବଡ଼ ବୟାନ

ମୁମ୍ବାଇ,୧।୫: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହରିଦ୍ୱାରରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ନିରଂଜନି ଅଖାଡେ ଆଚାର୍ଯ୍ୟ ମହାମଣ୍ଡେଶ୍ୱର କୈଲାଶନନ୍ଦ ଗିରିଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏଥିସହ ଦକ୍ଷିଣ କାଳୀ ମନ୍ଦିରରେ ମାତାଙ୍କୁ ପୂଜା କରି ଗଙ୍ଗା ଆରତୀରେ ମଧ୍ୟ ସାମିଲ...

ଆପଣ କର୍ନାଟକ ପାଇଁ କ’ଣ କରିଛନ୍ତି? ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ

ବେଙ୍ଗାଲୁରୁ,୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମେ’ ୧ରେ ନିଜ ଦଳ ପାଇଁ କର୍ନରଟକର ତୁମକୁର ତୁରୁବୁକେରେ ପହଞ୍ଚି ପ୍ରଚାର କରିଛନ୍ତି। ତେବେ ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାହୁଲ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।...

କର୍ନାଟକ ବିଧାନସଭା ନିର୍ବାଚନ: ଭାଜପା ଜାରି କଲା ଇସ୍ତାହାର: ବିପିଏଲ ପରିବାର ପାଇଁ ୫ କିଲୋଗ୍ରାମ ଚାଉଳ-ଗହମ, ଅଧ ଲିଟର ନନ୍ଦିନୀ କ୍ଷୀର…

ବେଙ୍ଗାଲୁରୁ,୧।୫ : କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ବେଙ୍ଗାଲୁରୁରେ ଥିବା ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଜେ.ପି. ନଡ୍ଡା ଏହି ସମୟରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏବଂ ଭାଜପାର ବରିଷ୍ଠ ନେତା ବି.ଏସ ୟେଦୁରପ୍ପା...

ବିବାହ ରଦ୍ଦ କରିବାର ଅଧିକାର ସୁପ୍ରିମ୍‌କୋର୍ଟଙ୍କର ରହିଛି …

ନୂଆଦିଲ୍ଲୀ,୧।୫ : ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିିନ୍ତି, ବିବାହକୁ ରଦ୍ଦ ବୋଲି ଘୋଷଣା କରିବାର ସର୍ବୋଚ୍ଚ ନ୍ୟାୟାଳୟର ଅଧିକାର ରହିଛି। ଯଦି ବିବାହକୁ ଜାରି ରଖିବା ଅସମ୍ଭବ ତେବେ ସୁପ୍ରିମକୋର୍ଟ ତାଙ୍କ ତରଫରୁ ଛାଡପତ୍ର ପାଇଁ...

ମହିଳା କୁସ୍ତି ଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ ପ୍ରଧାନମନ୍ତ୍ରୀ: ସିବଲ…

ନୂଆଦିଲ୍ଲୀ,୧।୫ : ରାଜ୍ୟସଭା ଏମବି କପିଲ ସିବଲ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ନେଇ କଟାକ୍ଷ କରିଛନ୍ତି। ସିବଲ କହିଛନ୍ତି ,ପ୍ରଧାନମନ୍ତ୍ରୀ ମଧ୍ୟ ଜନ୍ତର ମନ୍ତରକୁ ଯାଇ ମହିଳା କୁସ୍ତିଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ...

ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ପ୍ରସାର କରାଯିବା ବେଆଇନ ନୁହେଁ: ସୁପ୍ରିମକୋର୍ଟରେ ଷ୍ଟାଲିନ ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୧।୫ : ସୁପ୍ରିମକୋର୍ଟରେ ଜାରି କରାଯାଇଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ ସମ୍ପର୍କରେ ବିତର୍କରେ ତାମିଲନାଡୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ସରକାର କହିଛନ୍ତି, ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରିବାରେ କୌଣସି...

୧୪ ମୋବାଇଲ ଆପକୁ ଅବରୋଧ କଲେ ଭାରତ ସରକାର: ଆତଙ୍କବାଦୀଙ୍କ ଦ୍ୱାରା ହେଉଥିଲା ବ୍ୟବହାର…

ନୂଆଦିଲ୍ଲୀ,୧।୫ : ପାକିସ୍ତାନରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ ଟି ମେସେଞ୍ଜର ମୋବାଇଲ ଆପକୁ କେନ୍ଦ୍ର ସରକାର ଅବରୋଧ କରିଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି, ସରକାରଙ୍କ ଦ୍ୱାରା ଅବରୋଧିତ ହୋଇଥିବା ଆପଗୁଡ଼ିକ ମଧ୍ୟରେ କ୍ରିପଭାଇଜର, ଏନିଗମା, ସେଫସୱିସ, ୱିକର୍ମ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri