ଜାତୀୟ

ମହିଳା କୁସ୍ତି ଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ ପ୍ରଧାନମନ୍ତ୍ରୀ: ସିବଲ…

ନୂଆଦିଲ୍ଲୀ,୧।୫ : ରାଜ୍ୟସଭା ଏମବି କପିଲ ସିବଲ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ନେଇ କଟାକ୍ଷ କରିଛନ୍ତି। ସିବଲ କହିଛନ୍ତି ,ପ୍ରଧାନମନ୍ତ୍ରୀ ମଧ୍ୟ ଜନ୍ତର ମନ୍ତରକୁ ଯାଇ ମହିଳା କୁସ୍ତିଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ...

ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ପ୍ରସାର କରାଯିବା ବେଆଇନ ନୁହେଁ: ସୁପ୍ରିମକୋର୍ଟରେ ଷ୍ଟାଲିନ ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୧।୫ : ସୁପ୍ରିମକୋର୍ଟରେ ଜାରି କରାଯାଇଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ ସମ୍ପର୍କରେ ବିତର୍କରେ ତାମିଲନାଡୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ସରକାର କହିଛନ୍ତି, ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରିବାରେ କୌଣସି...

୧୪ ମୋବାଇଲ ଆପକୁ ଅବରୋଧ କଲେ ଭାରତ ସରକାର: ଆତଙ୍କବାଦୀଙ୍କ ଦ୍ୱାରା ହେଉଥିଲା ବ୍ୟବହାର…

ନୂଆଦିଲ୍ଲୀ,୧।୫ : ପାକିସ୍ତାନରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ ଟି ମେସେଞ୍ଜର ମୋବାଇଲ ଆପକୁ କେନ୍ଦ୍ର ସରକାର ଅବରୋଧ କରିଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି, ସରକାରଙ୍କ ଦ୍ୱାରା ଅବରୋଧିତ ହୋଇଥିବା ଆପଗୁଡ଼ିକ ମଧ୍ୟରେ କ୍ରିପଭାଇଜର, ଏନିଗମା, ସେଫସୱିସ, ୱିକର୍ମ,...

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୧।୫ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ପ୍ରକୃତରେ, ଜଣେ ଯୁବକ ଅସୁସ୍ଥତା ଯୋଗୁ ଲେଖିବାରେ ଅସୁବିଧା ଭୋଗୁଥିଲେ। ଏହା ଉପରେ ଯୁବକ ସୁପ୍ରିମକୋର୍ଟରେ ଏକ ଆବେଦନ...

ଧାରଣାସ୍ଥଳରେ କୁସ୍ତିଯୋଦ୍ଧାଙ୍କୁ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୧ା୫: ଭାରତୀୟ କୁସ୍ତି ମହାସଂଘ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଣେ...

ସୋସିଆଲ ମିଡିଆରେ ଗୋପନୀୟ ତଥ୍ୟ ପ୍ରକାଶ କରିବେନି ବୀମା କମ୍ପାନୀ…

ନୂଆଦିଲ୍ଲୀ,୧।୫ : ବୀମା କମ୍ପାନୀଗୁଡିକର କର୍ମଚାରୀମାନେ ସୋସିଆଲ ମିଡିଆରେ ଗୋପନୀୟ ତଥ୍ୟ ପ୍ରକାଶ କରିବାକୁ ସମର୍ଥ ହେବେ ନାହିଁ। ବୀମା ନିୟାମକ ଇରଦାଇ କହିଛନ୍ତି ଯେ ବୀମା କମ୍ପାନୀଗୁଡିକ ଏ ବାବଦରେ ଏକ ଗାଇଡଲାଇନ ସ୍ଥିର କରିବା ଉଚିତ, ଯାହାଫଳରେ...

ଅଭ୍ୟାସଗତ ମଦ୍ୟପ ପୋଲିସକୁ ସେୱଚ୍ଛାକୃତ ଅବସର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଗୁଆହାଟୀ,୧।୫ : ଆସାମ ସରକାର ବର୍ତ୍ତମାନ ମଦ୍ୟପ ପୋଲିସ ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ଅଭ୍ୟାସଗତ ମଦ୍ୟପ ପୋଲିସ କର୍ମଚାରୀ ଏବଂ ଅଧିକାରୀଙ୍କୁ ସରକାର ସେୱଚ୍ଛାକୃତ ଅବସର ଦେବେ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ...

ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ଶସ୍ତା ହେଲା…

ନୂଆଦିଲ୍ଲୀ,୧।୫ : ମେ’ ୧ରେ ଶ୍ରମିକ ଦିବସରେ ସରକାର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଫଳରେ ଅନେକ ସହରରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳି ଯାଇଛି। ତେବେ କେବଳ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ...

ଏକ ଭାରତ ଶ୍ରେଷ୍ଠ ଭାରତ : ମହାରାଷ୍ଟ୍ର-ଗୁଜରାଟ ପ୍ରତିଷ୍ଠା ଦିବସ ପାଳନ କଲେ ସମସ୍ତ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ…

ନୂଆଦିଲ୍ଲୀ,୧।୫ : ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅନ୍ତର୍ଗତ ମେ‘୧ରେ ମହାରାଷ୍ଟ୍ର ଏବଂ ଗୁଜରାଟ ପ୍ରତିଷ୍ଠା ଦିବସ ଦେଶର ସମସ୍ତ ରାଜ୍ୟ ଏବଂ ପାଳନ କରିଛନ୍ତି। କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ଏନ୍ନେଇ ଏକ ବଡ଼ ଐତିହାସିକ...

ମୋ ଚାରିପଟେ ଅନେକ ବନ୍ଧୁକ: ସଲମାନ୍‌

ମୁମ୍ବାଇ,୧ା୫: ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ଟାର୍ଗେଟ ଲିଷ୍ଟରେ ଥିବା ‘ଟାଇଗର ଜିନ୍ଦା ହୈ’ ଅଭିନେତା ସଲମାନ୍‌ ଖାନ୍‌ ଏକାଧିକ ଧମକ ପାଇଲେଣି। ଶେଷରେ ସେ ଏହାକୁ କିପରି ହ୍ୟାଣ୍ଡେଲ କରିବେ ସେନେଇ ଗଣମାଧ୍ୟମରେ ଶେୟାର କରିଛନ୍ତି। ସଲମାନ୍‌ଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ...

ଶ୍ରମିକଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି

ପ୍ରାୟ ସବୁ ଦେଶରେ ମେ’ ୧ ତାରିଖରେ ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହାକୁ ମେ’ ଦିବସ ବା ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଉନବିଂଶ ଶତାବ୍ଦୀର ଶେଷଭାଗରେ ନିଜ ହକ୍‌ ପାଇଁ ଶିଳ୍ପପତିମାନଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri