ଜାତୀୟ

ଧାରଣାରେ ବସିଥିବା ରେସଲରଙ୍କୁ ଭେଟିଲେ ପ୍ରିୟଙ୍କା, ମୋଦିଙ୍କୁ କଲେ ଟାର୍ଗେଟ

ନୂଆଦିଲ୍ଲୀ,୨୯।୪: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ରେସଲରଙ୍କ ଧାରଣା ଲଗାତାର ବଡ ରୂପ ନେବାରେ ଲାଗିଛି। ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ଏହି ଧାରଣାରେ ସାମିଲ ହୋଇଛନ୍ତି। ସେ ରେସଲରଙ୍କ ସହ ପ୍ରାୟ ୧...

କର୍ନାଟକରେ ବିଜୟର ଭରସା ଦେଲେ ଦେବେଗୌଡା

ବେଙ୍ଗାଲୁରୁ,୨୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ ହୋଇ ସାରିଛି। ରାଜ୍ୟରେ ସରକାର ଗଠନ କରିବାକୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ଶକ୍ତି ଲଗାଇ ଦେଇଛନ୍ତି। ଇତି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡା ଶନିବାର କର୍ନାଟକରେ...

ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସଙ୍କ ବଢୁଛି ଅଡୁଆ

ବେଙ୍ଗାଲୁରୁ,୨୯।୪: ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବି.ଭିଙ୍କ ମୁସ୍କିଲ ବଢିବାରେ ଲାଗିଛି। ଆସାମ ଯୁବ କଂଗ୍ରେସ ଅଧ୍ୟକ୍ଷା ଅଙ୍ଗକିତା ଦତ୍ତା ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବି.ଭିଙ୍କ ବିରୋଧରେ ର୍ଦୁବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷେ ଶ୍ରୀନିବାସ ବି.ଭିଙ୍କ...

ଧାରଣାରେ ବସିଥିବା ରେସଲରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୨୯।୪: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ତାଙ୍କ ଉପରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗୁକୁ ଖୋଲାଖୋଲି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ନାବାଳିକାଙ୍କୁ ଯାଞ୍ଚ କମିଟି ସାମନାରେ କାହିଁକି ହାଜର କରାଯାଉନାହିଁ। ସୂଚନାଯୋଗ୍ୟ,ବ୍ରିଜ ଭୂଷଣଙ୍କ ଉପରେ...

ସୁଦାନରୁ ୨୩୧ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବିମାନ, ଏବେ ପର୍ଯ୍ୟନ୍ତ ୨୧୦୦ ସୁରକ୍ଷିତ ଉଦ୍ଧାର, ୧୬୦୦ ପହଞ୍ଚିଲେ ଭାରତ

ନୂଆଦିଲ୍ଲୀ,୨୯।୪: ଭାରତ ସରକାର ‘ଅପରେଶନ କାବେରୀ’ ଜରିଆରେ ସୁଦାନରେ ଫସି ରହିଥବା ଭାରତୀୟଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣୁଛନ୍ତି। ଏହାରି ଭିତରେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ୨୩୧ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀ ପହଞ୍ଚିଛି। ଇଣ୍ଡିଗୋ ଏୟାରଲାଇନ୍ସର...

ପରୀକ୍ଷା ଫଳ ପ୍ରକାଶ ପାଇବାର ୪୮ ଘଣ୍ଟା ଭିତରେ ୯ ଜଣ ଛାତ୍ର କଲେ ଆତ୍ମହତ୍ୟା

ବିଶାଖାପଟ୍ଟନମ,୨୯।୪: ଆନ୍ଧ୍ର ପ୍ରଦେଶରେ ୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ଆସିଛି। ଆନ୍ଧ୍ର ପ୍ରଦେଶ ବୋର୍ଡ ରିଜଲ୍ଟ ବାହାରିବାର ୪୮ ଘଣ୍ଟା ମଧ୍ୟରେ ଏହି ଛାତ୍ରମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପରୀକ୍ଷାରେ ଅସଫଳ ହେବା କାରଣରୁ ଏମାନେ...

ମୋଦି ସରନେମ୍‌ ମାମଲାର ଆଜି ଶୁଣାଣି କରିବେ ଗୁଜୁରାଟ ହାଇକୋର୍ଟ

ଗୁଜୁରାଟ,୨୯।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦିଙ୍କ ସରନେମ୍‌ ଉପରେ ଦେଇଥିବା ଟିପ୍ପଣୀ ମାମଲାର ଆବେଦନକୁ ସୁରଟ କୋର୍ଟ ଖାରଜ କରିଦେଇଥିଲେ। ତେବେ ଏହାକୁ ସେ ଚ୍ୟାଲେଞ୍ଜ କରି ଗୁଜୁରାଟ ହାଇକୋର୍ଟରେ ଯାଚିକା ଦାଏର କରିଥିଲେ। କୋର୍ଟ ଶନିବାର ଏହି...

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ,୨୯।୪: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ସେସନ ୨ର ୨୦୨୩ ଫଳାଫଳ ଶନିବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ଏନ୍‌ଟିଏର ଅଫିସିଆଲ ଓ୍ବେବସାଇଟ୍‌ jeemain.nta.nic.in କୁ ଯାଇ ନିଜର ମାର୍କ ଚେକ୍‌ କରିପାରିବେ।...

ଖାର୍ଗେଙ୍କ ବିରୋଧରେ ଫୌଜଦାରି ମାମଲା ପାଇଁ ଭାଜପାର ଦାବି

ନୂଆଦିଲ୍ଲୀ,୨୯ା୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷଧର ସର୍ପ କହିଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ସହ ତାଙ୍କୁ କର୍ନାଟକ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ଲାଗି ଭାଜପା ନିର୍ବାଚନ କମିଶନଙ୍କୁ ନିବେଦନ...

ସୁରକ୍ଷା ବାବଦ ୮ ଲକ୍ଷ ଦେବାକୁ ନଭଲଖାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୪: ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲାରେ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ପୋଲିସ ସୁରକ୍ଷା ବାବଦ ୮ ଲକ୍ଷ ଟଙ୍କା ଜମା କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ନଭେମ୍ବର ୧୦ରେ ନଭଲଖାଙ୍କୁ ଗୃହବନ୍ଦୀ ରଖିବା...

ସମଲିଙ୍ଗୀ ବିବାହର ଆଇନଗତ ସ୍ବୀକୃତିକୁ ବିରୋଧ

ନୂଆଦିଲ୍ଲୀ,୨୯ା୪: ସମଲିଙ୍ଗୀ ବିବାହର ବୈଧିକରଣ ଲାଗି ହେଉଥିବା ଉଦ୍ୟମକୁ ବିରୋଧ କରି ୧୨୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଓ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ଅଛନ୍ତି। ସମଲିଙ୍ଗୀ...

ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ହେବ

ନୂଆଦିଲ୍ଲୀ,୨୯ା୪: ବିଶ୍ୱର ଆତଙ୍କବାଦର ମୂଳୋତ୍ପାଟନ ଲାଗି ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ବୋଲି ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏଥିସହିତ ଆତଙ୍କବାଦକୁ ସମର୍ଥନ ଯୋଗାଉଥିବା ରାଷ୍ଟ୍ରଗୁଡ଼ିକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri