ଜାତୀୟ

ମଣିପୁରରେ ୧୪୪, ଇଣ୍ଟରନେଟ୍‌ ସେବା ବନ୍ଦ

ଇମ୍ଫାଲ,୨୮ା୪: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ତାଙ୍କ ସଭାମଞ୍ଚରେ ଆନ୍ଦୋଳନକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ଜେଟ୍‌ ଏୟାରୱେଜ ସିଇଓଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୪: ଜେଟ୍‌ ଏୟାରୱେଜର ମନୋନତ ସିଇଓ ସଞ୍ଜୀବ କପୁର ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋମବାର ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଜେଟ୍‌ ଏୟାରୱେଜକୁ ଅଧିଗ୍ରହଣ କରୁଥିବା ଜାଲାନ କାରଲକ୍‌ କନ୍‌ସର୍ଟିୟମ୍‌(ଜେକେସି) ପକ୍ଷରୁ ଏକ ବିବୃତିରେ ଏହି...

ଅଭିଯୋଗ ନ ଆସିଲେ ବି ଦାୟର କରନ୍ତୁ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୪: ସୁପ୍ରିମକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଶୁକ୍ରବାର ହେଟ୍‌ ସ୍ପିଚ୍‌ ଏବଂ ଘୃଣା ମନ୍ତବ୍ୟ ଉପରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ଏହା ଉପରେ କୌଣସି ଅଭିଯୋଗ ଦାଖଲ ହେଉ...

ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ପଥରମାଡ଼

କର୍ନାଟକ, ୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳର ପ୍ରଚାର ଜାରି ରହିଛି। ଏହି ମଧ୍ୟରେ ତୁମକୁରରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଏବଂ ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀ ଜୀ ପରମେଶ୍ୱରଙ୍କ ଉପରେ ପଥରମାଡ଼ ହୋଇଛି। ସୂଚନା...

ଅତିକ-ଅଶ୍ରଫଙ୍କ ଗାଡି କାହିଁକି ମେଡିକାଲକୁ ଯାଇ ନ ଥିଲା: ୟୁପି ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୪: ମାଫିଆ ଅତିକ ଏବଂ ଅଶ୍ରଫର ହତ୍ୟାକାଣ୍ଡର ଯାଞ୍ଚ ଉପରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। କୋର୍ଟ ୩ସପ୍ତାହ ପରେ ଏହାର ଶୁଣାଣି କରିବେ। ତେବେ ଏକ ଯାଚିକାରେ ପୋଲିସର ଉପସ୍ଥିତିରେ ଅତିଫ ଏବଂ ଅଶ୍ରଫର ହତ୍ୟାର...

ଭାରତୀୟ ଶାସ୍ତ୍ରୀୟ କଳାର ପ୍ରଶଂସା କଲା ବ୍ରିଟେନ! ଭାରତୀୟ ମୂଳ ବାସିନ୍ଦାଙ୍କୁ ସମ୍ମାନୀତ କଲେ କିଙ୍ଗ ଚାର୍ଲସ

ଲଣ୍ଡନ,୨୮।୪: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ଭାରତୀୟ ମୂଳ ବାସିନ୍ଦା ଡା. ଏମ.ଏନ. ନନ୍ଦକୁମାରଙ୍କୁ ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର(ଏମବିଇ)ର ଆଓ୍ବାର୍ଡରେ ସମ୍ମାନୀତ କରିଛନ୍ତି।  ନନ୍ଦକୁମାରଙ୍କୁ ଏମବିଇ ଆଓ୍ବାର୍ଡ ବ୍ରିଟେନରେ ଭାରତୀୟ ଶାସ୍ତ୍ରୀୟ କଳାରେ ଦେଇଥିବା ଯୋଗଦାନ ପାଇଁ...

ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରଙ୍କୁ ଭେଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୪: ରାଜଧାନୀର ଜନ୍ତର ମନ୍ତରରେ ଡବ୍ଲୁଏଫଆଇର ଅଧ୍ୟକ୍ଷ ଓ କୋଚଙ୍କ ବିରୋଧରେ ଧାରଣାରେ ବସିଥିବା ରେସଲରଙ୍କୁ ସମର୍ଥନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜନ୍ତର ମନ୍ତର ଯିବେ। ଶନିବାର ମୁଖ୍ୟମନ୍ତ୍ରୀ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଦିଲ୍ଲୀ...

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା

ନୂଆଦିଲ୍ଲୀ,୨୮।୪: ଦକ୍ଷିଣ-ପୂର୍ବ ଦିଲ୍ଲୀ ବଦରପୁର ଅଞ୍ଚଳର ଏକ ଡ୍ରେନ୍‌ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଦିଲ୍ଲୀର ମୋଲାରବନ୍ଦ ଗାଁର ବିଲାସପୁରର ସୌରଭ। ମିଳିଥିବା ସୂଚନା ମୁତାବକ, ସୌରଭ ତାଜପୁର ପହରୀସ୍ଥିତ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ...

କଂଗ୍ରେସକୁ ଟାର୍ଗେଟ କଲେ ଜ୍ୟୋତିରାଦିତ୍ୟ: କ୍ଷମା ମାଗନ୍ତୁ, ନଚେତ୍‌…

ନୂଆଦିଲ୍ଲୀ,୨୮।୪: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ମୋଦିଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ଖାର୍ଗେଙ୍କ ବିବାଦୀୟ ଟିପ୍ପଣୀକୁ ସେ ଟୁଇଟ୍‌ କରି କହିଛନ୍ତି ଯେ, କଂଗ୍ରେସର ଅଧ୍ୟକ୍ଷ...

ସିସୋଡିଆଙ୍କୁ ଲାଗିଲା ବଡ ଝଟକା

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଅବକାରୀ ନୀତି ମାମଲାରେ ବଡ ଝଟକା ଲାଗିଛି। ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉଜ ଏଭେନ୍ୟୁ କୋର୍ଟର ସ୍ପେଶାଲ ଜଜ ଏମକେ ନାଗପାଲ...

କର୍ନାଟକରେ ୧୫୦ସିଟ୍‌ ହାତେଇବ କଂଗ୍ରେସ: ରାହୁଲ

ବେଙ୍ଗାଲୁରୁ,୨୮।୪:କର୍ନାଟକରେ ଆସନ୍ତା ୧୦ତାରିଖରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ନିଜ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ନେତାମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି...

‘କଂଗ୍ରେସ ତୁମ ମନ ମରି ଯାଇଛି, ମୋଦିଙ୍କୁ ଯେତେ ଗାଳି ଦେବ, ପଦ୍ମ ସେତେ ଫୁଟିବ’, ଖାର୍ଗେଙ୍କୁ ଶାହାଙ୍କ ଜବାବ

ବେଙ୍ଗାଲୁରୁ,୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୀତିର ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର କର୍ନାଟକ ଗସ୍ତ କରିଛନ୍ତି। ଶାହା ଧାରଓ୍ବାଡର ନବଲଗୁଂଦ ବିଧାନସଭା ଆସନରେ ଜନସଭାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri