ଜାତୀୟ

ଜିଆ ଖାନ୍‌ ଆତ୍ମହତ୍ୟା ମାମଲା: ଦୋଷମୁକ୍ତ ହେଲେ ପ୍ରେମିକ ସୂରଜ

ମୁମ୍ବାଇ,୨୮ା୪: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଶୁକ୍ରବାର ସିବିଆଇର ସ୍ବତନ୍ତ୍ର ଅଦାଲତ ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ୨୦୧୩ ଜୁନ୍‌ ୩ରେ ଘଟିଥିବା ଏହି...

ସତ୍ୟପାଲ ମଲିକଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୨୮।୪: ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପହଞ୍ଚିଥିବା ସୂଚନା ମିଳିଛି। ସିବିଆଇ ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ଏପ୍ରିଲ ୨୮ରେ ସାକ୍ଷୀ...

ରାମ ମନ୍ଦିର ଗର୍ଭ ଗୃହରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ତାରିଖ ଆସିଲା ସାମ୍ନାକୁ

ଅଯୋଧ୍ୟା,୨୮।୪: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦିନ ରାତି ଲାଗି ରହିଛି। ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ମନ୍ଦିରର ପ୍ରଥମ ଭାଗ ନିର୍ମାଣ କାର୍ଯ୍ୟ ସରିବ ବୋଲି କୁହାଯାଉଛି। ଏବେ ମନ୍ଦିରର ଗର୍ଭ ଗୃହରେ ଭଗବାନ...

ନୀତୀଶଙ୍କୁ ଝଟକା: ଜେଡିୟୁ ନେତା ଅଜୟ ଆଲୋକ ଭାଜପାରେ ସାମିଲ

ପାଟନା,୨୮।୪: ଜେଡିୟୁର ପୂର୍ବତନ ମୁଖପାତ୍ର ଅଜୟ ଆଲୋକ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ତାଙ୍କୁ ଭାଜପାର ସଦସ୍ୟତା ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ...

ଇଦରେ ଇଦଗାହ ବାହାରେ ସଡ଼କ ଉପରେ ନମାଜ ପଢିବାରୁ ୨ହଜାର ଲୋକଙ୍କ ବିରୋଧରେ ମାମାଲା ରୁଜୁ

ବଜରିଆ,୨୮।୪: କାନପୁର ସହରର ବଜରିଆ, ବେଗାମପୁରଓ୍ବା ଓ ଜାଜମଉ ସମେତ ବିଭିନ୍ନ ସ୍ଥାନରେ ଇଦରେ ବିନା ଅନୁମତିରେ ଇଦଗାହ ବାହାରେ ସଡ଼କ ଉପରେ ନମାଜ ପଢିବା ଅଭିଯୋଗରେ ଅତିକମରେ ୨୦୦୦ ଲୋକଙ୍କ ବିରୋଧରେ ୩ ଟି ଭିନ୍ନ ଭିନ୍ନ ଏଫଆଇଆର...

‘ଜୋତା ପୋଛିବାର ଶକ୍ତି ଥିବା ଲୋକ ସରକାରରେ ବସିଛନ୍ତି’, ଶିନ୍ଦେଙ୍କୁ ଟାର୍ଗେଟ କରି କହିଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୮।୪: ମହାରାଷ୍ଟ୍ର ରାଜନୀତିରେ ବେଶ କିଛି ଦିନ ହେବ ଟଣାଭିଡା ଲାଗି ରହିଛି। ଏବେ ଏହାରି ଭିତରେ ଶିବସେନା(ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କର ଏକ ବୟାନ ଅଡୁଆ ସୃଷ୍ଟି କରିଛି। ଠାକରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ...

ଅପରେଶନ କାବେରୀ: ସୁଦାନରୁ ବାହାରିଲା ଭାରତୀୟଙ୍କ ୧୦ମ ବ୍ୟାଚ

ଖାର୍ତୁମ/ନୂଆଦିଲ୍ଲୀ,୨୮।୪: ଅପରେଶନ କାବେରୀ ଜରିଆରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଠାରୁ ଭାରତୀୟଙ୍କ ୧୦ମ ବ୍ୟାଚ ବାହାରି ସୁଦାନରୁ ସୌଦି ଆରବର ଜେଦ୍ଦାହ ସହର ଯାତ୍ରା କରିଛନ୍ତି। ଏହି ବ୍ୟାଚରେ ୧୩୫ ଯାତ୍ରୀ ରହିଛନ୍ତି।...

୯୧ ଏଫ୍‌ଏମ ଟ୍ରାନ୍ସମିଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲାରେ ୯୧ ଏଫ୍‌ଏମ ଟ୍ରାନ୍ସମିଟରର ଉଦ୍‌ଘାଟନ କରିଛନ୍ତି। ଏହା ସୀମା ଅଞ୍ଚଳ ଏବଂ ଆକାଂକ୍ଷା ଜିଲାଗୁଡିକର ଏଫ୍‌ଏମ ଟ୍ରାନ୍ସମିଟରର...

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ନୀରଜ ଚୋପ୍ରା କହିଲେ, ଶୀଘ୍ର ନ୍ୟାୟ ପାଇବା ଉଚିତ୍‌

ନୂଆଦିଲ୍ଲୀ,୨୮।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଷ୍ଟ୍ରାଇକର ଆଜି ଷଷ୍ଠ ଦିନ। ଏବେ ଅନେକ ରାଜନେତା କୁସ୍ତିମାନଙ୍କ ସମର୍ଥନରେ ଆସିବା ଆରମ୍ଭ କରିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାମାନେ ଅଲିମ୍ପିକ ଚାମ୍ପିୟନ...

ମୋ ଝିଅ ହିଁ ସୁନକଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ: ସୁଧା ମୂର୍ତ୍ତି

ଲଣ୍ଡନ/ନୂଆଦିଲ୍ଲୀ,୨୮।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି କି ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ କାହାର ହାତ ରହିଛି।...

ଅତିକ୍‌-ଅଶ୍ରଫ୍‌ଙ୍କ ହତ୍ୟା ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୨୮।୪: ଗ୍ୟଙ୍ଗଷ୍ଟର ଅତିକ୍‌ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କ ହତ୍ୟା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ନିକଟରେ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଦୁଇଟି ପିଟିସନ ଦାଖଲ କରାଯାଇଥିଲା। ଏହି ଦୁଇଟି ପିଟିସନ ଦାଖଲ...

ଆଜି ଏସ୍‌ସିଓ ବୈଠକ: ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ,୨୮।୪: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏଥିରେ ଅଧ୍ୟକ୍ଷତା କରିବେ। ବୈଠକରେ ଆଞ୍ଚଳିକ ଶାନ୍ତି, ନିରାପତ୍ତା, ଆତଙ୍କବାଦକୁ ରୋକିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri