ଜାତୀୟ

ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଜରୁରୀ

ନୂଆଦିଲ୍ଲୀ,୨୮ା୪: ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିବା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗ୍‌ଫୁଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଆଲୋଚନାରେ ସାମିଲ ହୋଇଛନ୍ତି। ଭାରତ-ଚାଇନା ସମ୍ପର୍କ ବୃଦ୍ଧି ପାଇଁ...

କ୍ଷମତା ପାଇଁ ଆଇନକୁ ବଳି

  ପାଟନା/ନୂଆଦିଲ୍ଲୀ,୨୮ା୪: ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ସାଜିଥିବା ଆନନ୍ଦ ମୋହନ ସିଂଙ୍କୁ ବିହାରର ସହର୍ଷ ଜେଲରୁ ଗୁରୁବାର ଭୋର ୩ଟାରେ ମୁକ୍ତ କରାଯାଇଛି। ୨୯ ବର୍ଷ ପୂର୍ବେ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ...

ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଫେରିଲେ ୨୪୬ ଭାରତୀୟ

ମୁମ୍ବାଇ,୨୭ା୪ : ସୁଦାନରେ ସେନା ସଂଘର୍ଷ ଲାଗିରହିଥିବା ବେଳେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଅପରେଶନ କାବେରୀ ସୋମବାର ଆରମ୍ଭ ହୋଇଛି। ବୁଧବାର ପ୍ରଥମ ପର୍ଯ୍ୟାୟରେ ୩୬୭ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚି ଥିବା ବେଳେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ...

କର୍ନାଟକରେ ପ୍ରଧାନମନ୍ତ୍ରୀଙ୍କ ହେବ ୨୨ ରାଲି

ବେଙ୍ଗାଲୁରୁ,୨୭ା୪: କର୍ନାଟକ ବିଧାନସଭା ନିର୍ବାଚନ ମେ’ ୧୦ରେ ଅନୁଷ୍ଠିତ ହେବା। ଏନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ତାରିଖରୁ କର୍ନାଟକ ପ୍ରଚାରର ମଙ୍ଗ ଧରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬...

ଦାନ୍ତଓ୍ବୋଡା ମାଓବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଙ୍ଗଠନ

ଦାନ୍ତଓ୍ବୋଡା,୨୭।୪: ଛତିଶଗଡ଼ର ଦାନ୍ତଓ୍ବୋଡାରେ ହୋଇଥିବା ମାଓବାଦୀ ଆକ୍ରମଣକୁ ନେଇ ମାଓବାଦୀ ସଙ୍ଗଠନର ଦରଭା ଡିଭିଜନ କମିଟି ଏଥିପାଇଁ ନିଜକୁ ଦାୟୀ କରିଛି। ଘଟଣାକୁ ନେଇ ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ନୋଟ ଜାରି କରିଛନ୍ତି। ଏଥିରେ ଦାବି କରାଯାଇଛି...

ସଫେଇ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ‘ବିଷଧର ସାପ’ ବୟାନକୁ ନେଇ ସଫେଇ ଦେଇଛନ୍ତି। ସେ ଗୁରୁବାର କର୍ନାଟକର କାଲାବୁରାଗିରେ ଏକ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷଧର ସାପ ଭଳି ବୋଲି କହିଥିଲେ। ଖାର୍ଗେ କହିଥିଲେ, ଆପଣ...

ରୁଟି ଓଲଟାଇବାର ସମୟ ଆସିଯାଇଛି, ବିଳମ୍ବ ହେବା ଉଚିତ ନୁହେଁ, ନ ଓଲଟିଲା ତ…’ ଶରଦ ପାଓ୍ବାର

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ହଲଚଲ ମଧ୍ୟରେ ଏନସିପିର ବରିଷ୍ଠ ନେତା ଶରଦ ପାଓ୍ବାର ଏମିତି କଥା କହିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁମ୍ବାଇର ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଛନ୍ତି, କେହି ମୋତେ...

ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ସିରିଜ୍‌ ଦୁର୍ଘଟଣା

ମୁମ୍ବାଇ,୨୭।୪: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ଗୁରୁବାର ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ଏକ ଟ୍ରକ୍‌ ଯାଉଥିବା ବେଳେ ବ୍ରେକ୍‌ ଫେଲ୍‌ ହୋଇଥିଲା। ଫଳରେ ଟ୍ରକ୍‌ଟି...

ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡ଼ି ସାଇ ମନ୍ଦିର

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୪: ମହାରାଷ୍ଟ୍ରର ଅହମ୍ମଦନଗର-ମନମା ଜାତୀୟ ରାଜମାର୍ଗଥିବା ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସାଇ ବାବାଙ୍କ ମନ୍ଦିରରେ ସିଆଇଏସ୍‌ଏଫ୍‌ ମୁତୟନକୁ ନେଇ ବିରୋଧ କରାଯାଉଛି। ଏମିତି...

‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ ଭଳି, ଯଦି ଆପଣ…’, କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିଷଧର ସର୍ପ’ ଭଳି, ଆପଣ ଭାବୁ୍‌ଥିବେ ଏହା ବିଷ ନା ନାହିଁ, ଯଦି...

ସାମ୍ନାକୁ ଆସିଲା ଦାନ୍ତଓ୍ବୋଡା ବିସ୍ଫୋରଣ ଘଟଣାର ଭିଡିଓ, ମୃତ୍ୟୁକୁ ଖାତିର ନ କରି ଲଢ଼ିଥିଲେ ଯବାନ

ରାୟପୁର,୨୭ା୪: ଦାନ୍ତଓ୍ବୋଡାରେ ବୁଧବାର ମାଓବାଦୀଙ୍କ ଆକ୍ରମଣରେ ୧୦ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣର ଗୋଟିଏ ଦିନରେ ପରେ ଅର୍ଥାତ୍‌ ଗୁରୁବାର ଏହି ଘଟଣାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରୁ କିପରି ଆକ୍ରମଣ ପ୍ରତିଆକ୍ରମଣ...

ସିସୋଡିଆଙ୍କୁ ଲାଗିଲା ଝଟକା, ୧୨ ମେ’ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୪: ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ଅବକାରୀ ନୀତି ମାମଲାରେ ଏଏପି ନେତା ତଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri