ଜାତୀୟ

ମମତା ସରକାରଙ୍କୁ ଝଟ୍‌କା: ରାମନବମୀ ହିଂସା ମାମଲା ଏନଆଇଏକୁ ହସ୍ତାନ୍ତର…

କୋଲକାତା,୨୭।୪ : ପଶ୍ଚିମବଙ୍ଗର ବିଭିନ୍ନ ଜିଲାରେ ରାମ ନବମୀ ଅବସରରେ ଘଟିଥିବା ହିଂସାକୁ ନେଇ କଲିକତା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ହାଓ୍ବଡା ଏବଂ ଦାଲକୋଲା ସମେତ ବିଭିନ୍ନ ସହରରେ ହିଂସା ଘଟଣାର ତଦନ୍ତକୁ କୋର୍ଟ ଆତଙ୍କବାଦ...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ:ଭାଜପା-ଶାହାଙ୍କ ବିରୋଧ ଅଭିଯୋଗ ଦାଖଲ କଲା କଂଗ୍ରେସ…

ବେଙ୍ଗାଲୁରୁ,୨୭।୪ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହା ସହିତ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ କଂଗ୍ରେସ ଦଳ ପକ୍ଷରୁ ଭାଜପା ବିରୋଧରେ ଉତ୍ତେଜନାମୂଳକ ଭାଷଣ ସହ ଘୃଣାଭାବ...

ଅଗ୍ନିବୀରଙ୍କ ପରି ମଧ୍ୟପ୍ରଦେଶରେ ହୋଇପାରେ ଜଙ୍ଗଲବୀରଙ୍କ ଭର୍ତ୍ତି

ଭୋପାଳ,୨୭।୪: ମଧ୍ୟ ପ୍ରଦେଶ ସରକାର ଜଙ୍ଗଲରେ ବାଘଙ୍କ ସୁରକ୍ଷା ପାଇଁ ଅଗ୍ନିବୀରଙ୍କ ଭଳି ଜଙ୍ଗଲବୀରଙ୍କୁ ଭର୍ତ୍ତି କରିବାକୁ ଯୋଜନା କରୁଛନ୍ତି। ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧିନ ରହିଛି। ଏହାକୁ ଖୁବଶୀଘ୍ର ଅନ୍ତିମ ରୂପ ଦିଆଯିବ। ଏହି ପ୍ରସ୍ତାବ...

କଂଗ୍ରେସର ଓ୍ବାରେଣ୍ଟି ଶେଷ ହୋଇଛି, ତାହାର ଗ୍ୟାରେଣ୍ଟିକୁ କେହି କରିବେନି ବିଶ୍ୱାସ: ମୋଦିଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୭।୪ : କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ଦଳ ନିଜର ପ୍ରଚାର ଅଭିଯାନକୁ ତ୍ୱରାନ୍ବିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ଭେଟି ଭାଜପା ଜିତିବାରେ ସାହାଯ୍ୟ କରିବାକୁ ସେମାନଙ୍କୁ ଗୁରୁ ମନ୍ତ୍ର...

ଦିବ୍ରୁଗଡ ଜେଲରେ ଅମ୍ରିତପାଲଙ୍କୁ ଭେଟିବେ ପରିବାର

ଦିଶପୁର,୨୭।୪: ଆସାମର ଦିବ୍ରୁଗଡ ଜେଲରେ ଥିବା ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ଗୁରୁବାର ତାଙ୍କ ପରିବାର ଭେଟିବେ। ଏହି ସମୟରେ ଓକିଲ ଏବଂ ଏସ୍‌ଜିପିସିର ସଦସ୍ୟମାନେ ମଧ୍ୟ ସେମାନଙ୍କ ସହିତ ରହିବେ। ଅମ୍ରିତପାଲବର୍ତ୍ତମାନ ଆସାମର ଦିବ୍ରୁଗଡ ଜେଲରେ ଅଛନ୍ତି। ସୂଚନାନୁସାରେ,...

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଯେଉଁଠି ଡବଲ ଇଞ୍ଜିନ ସରକାର, ସେଠାରେ ବଢିଯାଏ ବିକାଶର ଗତି: ମୋଦି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକ ବିଧାନସଭା ନିର୍ବାଚନ ଅବସରରେ ଭିଡିଓ କନଫରେନସିଂ ଜରିଆରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନୁଶାସିତ କର୍ମୀଭାବେ ଆପଣ ସମସ୍ତ କର୍ମୀ ଓ ଜନତାଙ୍କୁ...

ଖୋଲିଲା ବଦ୍ରିନାଥଙ୍କ ଫାଟକ: ପ୍ରଥମ ପୂଜା ମୋଦିଙ୍କ ନାମରେ…

ବଦ୍ରିନାଥ,୨୭।୪ : ଭଗବାନ ଶ୍ରୀ ବଦ୍ରିନାଥ ମନ୍ଦିରର ଫାଟକ ଭକ୍ତମାନଙ୍କ ପାଇଁ ଗୁରୁବାର ସକାଳ ୭ଟା ୧୦ରେ ବ୍ରହ୍ମ ବେଳା ଶୁଭ ସମୟରେ ପୂର୍ଣ୍ଣ ବୈଦିକ ଜପ ଓ ରୀତିନୀତି ସହିତ ଖୋଲା ଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆୟୁର୍ବେଦ ଡାକ୍ତରଙ୍କ ଦରମା ଏମବିବିଏସ ଡାକ୍ତରଙ୍କ ସହ ହେବନି ସମାନ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୭।୪ : ଆୟୁର୍ବେଦ ଡାକ୍ତରମାନେ ଏମବିବିଏସ କରିଥିବା ଡାକ୍ତରଙ୍କ ଭଳି ସମାନ କାମ କରନ୍ତି ନାହିଁ। ତେଣୁ ସେମାନେ ସମାନ ଦରମା ପାଇବାକୁ ହକଦାର ନୁହଁନ୍ତି । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ସୁପ୍ରିମକୋର୍ଟ ଗୁଜରାଟ...

୧୪ ବର୍ଷ ପରେ ଜେଲରୁ ମୁକୁଳିଲେ ପୂର୍ବତନ ଏମ୍‌ପି ଆନନ୍ଦ ମୋହନ

ପାଟନା,୨୭।୪: ବାହୁବଳୀ ପୂର୍ବତନ ଏମ୍‌ପି ଆନନ୍ଦ ମୋହନ ସିଂ ଗୁରୁବାର ଭୋର ୪ଟା ୩୦ରେ ବିହାରର ସହର୍ସା ଜେଲରୁ ମୁକୁଳିଛନ୍ତି। ଆନନ୍ଦ ମୋହନଙ୍କୁ ଅପରାହ୍ନରେ ମୁକ୍ତ କରାଯିବ ବୁଧବାର ସୂଚନା ମିଳିଥିଲା। ତେବେ ଆଇନ ବ୍ୟବସ୍ଥା ପ୍ରଭାବିତ ନ ହେବା...

ଅଷ୍ଟ୍ରେଲିଆର ‘କ୍ୱାର୍ଡ’ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ’ ୨୪ରେ ସିଡନୀରେ ହେବାକୁ ଥିବା ‘କ୍ୱାର୍ଡ’ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଅଷ୍ଟ୍ରେଲିଆ ଏବଂ ଜାପାନର ପ୍ରତିପକ୍ଷଙ୍କ ସହ ସାମିଲ କରିବେ। ଏହି ବୈଠକରେ ୟୁକ୍ରେନ ବିବାଦ...

ଓଡ଼ିଶାରେ ଖୋଲିବ ୭ ସରକାରୀ ନର୍ସିଂ କଲେଜ

ନୂଆଦିଲ୍ଲୀ,୨୭ା୪(ପି.ଟି.): ଦେଶର ମେଡିକାଲ କଲେଜଗୁଡ଼ିକ ନିକଟରେ ସରକାରୀ ନର୍ସିଂ କଲେଜ ଖୋଲିବ। ୧,୫୭୦ କୋଟି ଟଙ୍କା ବ୍ୟୟରେ ୧୫୭ଟି ନର୍ସିଂ କଲେଜ ଖୋଲିବା ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri