ଜାତୀୟ

ୟୁପିରେ ପ୍ରଭୁ ଶ୍ରୀରାମ, କର୍ନାଟକରେ ହନୁମାନ: ନିର୍ବାଚନୀ ସଭାରେ କହିଲେ ଯୋଗୀ…

ନୂଆଦିଲ୍ଲୀ,୨୬।୪ : କର୍ନାଟକ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଜାରି ରହିଛି। ଏହିକ୍ରମରେ ଭାଜପାର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କର୍ନାଟକରେ...

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସିସୋଡିଆଙ୍କ ସ୍ତ୍ରୀଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଡାକ୍ତରଖାନାରେ ପହଞ୍ଚି ସିସୋଡିଆଙ୍କ...

ଏଫ୍‌ଆଇଆର ପୂର୍ବରୁ ପ୍ରାଥମିକ ତଦନ୍ତ ଆବଶ୍ୟକ: ମହିଳା କୁସ୍ତିଯୋଦ୍ଧା ମାମଲାରେ ସୁପ୍ରିମକୋର୍ଟଙ୍କୁ କହିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୬।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ୭ ଜଣ ମହିଳା କୁସ୍ତିଯୋଦ୍ଧା। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ତେବେ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ...

ନିଜ ରକ୍ତରେ ଲେଖିଦେବି ଶେଟ୍ଟାର କେବେ ବି ଜିତିବେନି: ୟେଦୁରପ୍ପା…

ବେଙ୍ଗାଲୁରୁ,୨୬।୪ : କର୍ନାଟକରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଏହିକ୍ରମରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ଭାଜପା ନେତା ବିଏସ ୟେଦୁରପ୍ପା କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ...

ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ରହିଥିବା କେସିଆର କଂଗ୍ରେସର ହାତ ଧରିବାକୁ ପ୍ରସ୍ତୁତ, ହେଲେ ଦଳ ରଖିଲା ଏମିତି ମତ

ନୂଆଦିଲ୍ଲୀ, ୨୬।୪:୨୦୨୪ ଲୋକ ସଭା ନିର୍ବାଚନରେ ବିରୋଧୀ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନୀତୀଶ ବିରୋଧୀ ଦଳ ନେତାଙ୍କ ସହ ଭେଟ କରି ସମସ୍ତଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି । ଆଗାମୀ ନିର୍ବାଚନରେ ବିରୋଧୀ ଦଳ ଏକାଠି...

ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ…

ଡେରାଡୁନ,୨୬।୪ : ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ବାଗେଶ୍ୱର ଜିଲା ଡାକ୍ତରଖାନାରେ ଭର୍ତ୍ତି...

ଦିଲ୍ଲୀକୁ ମିଳିଲା ନୂଆ ମେୟର

ନୂଆଦିଲ୍ଲୀ,୨୬।୪: ଆମ ଆଦମୀ ପାର୍ଟିର (ଏଏପି)ର ପ୍ରାର୍ଥୀ ଶେଲି ଓବେରୟ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରୁ ଭାଜପା ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଶେଲି ଓବେରୟ ନିର୍ଦ୍ୱନ୍ଦରେ ଜିତିଛନ୍ତି। ବହୁ ବିବାଦ...

ପ୍ରକାଶ ସିଂଙ୍କ ଶେଷ ଦର୍ଶନ ପାଇଁ ଚଣ୍ଡିଗଡରେ ପହଞ୍ଚିଲେ ମୋଦି

ଚଣ୍ଡିଗଡ଼,୨୬।୪:ଶିରୋମଣି ଅକାଳୀ ଦଳର ପ୍ରତିଷ୍ଠାତା ଏବଂ ପଞ୍ଜାବର ତୁଙ୍ଗ ନେତା ପ୍ରକାଶ ସିଂ ବାଦଲଙ୍କ ମଙ୍ଗଳବାର ପରଲୋକ ହୋଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତାଙ୍କ ସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ସିଂ ଖଟ୍ଟର...

ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ଜରିମାନା କଲେ ହାଇକୋର୍ଟ

କୋଲକାତା,୨୬।୪: ଜଣେ ବ୍ୟକ୍ତିଙ୍କୁ ଅବୈଧ ଗିରଫ କରି ଅଡୁଆରେ ପଶ୍ଚିମବଙ୍ଗ ସରକାର। କୋଲକାତା ହାଇକୋର୍ଟ ମଙ୍ଗଳବାର ସରକାରଙ୍କୁ ୨ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି ସରକାର ନିଜ କ୍ଷମତାର ଅପବ୍ୟବହାର କରି ସାଧାରଣ ନାଗରିକଙ୍କ ଉପରେ...

କେଜରିଓ୍ବାଲ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ: ଶରଦ ପାଓ୍ବାର…

ମୁମ୍ବାଇ,୨୬।୪ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବଙ୍ଗଳାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଅରବିନ୍ଦ କେଜରିୱାଲ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ଏଏପି...

ଶାହାଙ୍କ ମନ୍ତବ୍ୟକୁ ନିନ୍ଦା କଲେ ଜୟରାମ ରମେଶ: କହିଲେ ଲଜ୍ଜାଜନକ…

ନୂଆଦିଲ୍ଲୀ,୨୬।୪ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। ଶାହାଙ୍କ ମନ୍ତବ୍ୟ ଦେଇଥିଲେ ଯଦି କୌଣସି ପୁରୁଣା ଦଳ କ୍ଷମତାକୁ ଆସନ୍ତି ତେବେ କର୍ନାଟକ ଦଙ୍ଗାର ଶିକାର ହେବ।...

ଦିଲ୍ଲୀ ସ୍କୁଲକୁ ବୋମାରେ ଉଡ଼ାଇବା ଧମକ…

ନୂଆଦିଲ୍ଲୀ,୨୬।୪ : ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ଆସିଛି। ଦିଲ୍ଲୀର ମଥୁରା ରୋଡରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲକୁ ଇ-ମେଲ ମାଧ୍ୟମରେ ବୋମାରେ ଉଡାଇବା ଧମକ ମିଳିଛି। ଦିଲ୍ଲୀ ଅଗ୍ନିଶମ ସେବା କହିଛି , ତଦନ୍ତ ଚାଲିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri