ଜାତୀୟ

ଦିଲ୍ଲୀ ମେୟର ନିର୍ବାଚନର ଠିକ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲା ଭାଜପା, ନିର୍ବିରୋଧରେ ଜିତିଲେ ଏଏପି ପ୍ରାର୍ଥୀ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ନଗର ନିଗମର ମେୟର ତଥା ଡେପୁଟି ମେୟର ପଦ ପାଇ’ଁବୁଧବାର ଭୋଟ ଗ୍ରହଣ କରାଯିବାର ଥିଲା। ଏଥର ୬ ଥର କାଉନସିଲର ତଥା ଏଏପି ନେତା ମୁକେଶ ଗୋୟଲଙ୍କୁ ଏମସିଡି ସଦନ ଚଳାଇବା ପାଇଁ ପ୍ରିଜାଇଡିଂ ଅଫିସର...

ଗୁଣବତ୍ତା ପରୀକ୍ଷାରେ ୪୮ ଔଷଧ ବିଫଳ…

ନୂଆଦିଲ୍ଲୀ,୨୬।୪ : ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ନିୟାମକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ସୁରକ୍ଷା ଆଲର୍ଟରେ ଗୁଣାତ୍ମକ ପରୀକ୍ଷଣରେ ବିଫଳତା ପାଇଁ ସାଧାରଣ ଭାବେ ବ୍ୟବହୃତ ଔଷଧକୁ ଚିହ୍ନଟ କରାଯାଇଛି। ଏହି ଔଷଧଗୁଡ଼ିକ ମଧ୍ୟରେ କ୍ୟାଲସିୟମ, ଫୋଲିକ ଏସିଡ, ମଲ୍ଟିଭାଇଟାମିନ,...

ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ବିଶ୍ୱନାଥ ଦେଲେ ୨୫୦ କୋଟି…

ଲଣ୍ଡନ,୨୬।୪ : ଲଣ୍ଡନରେ ବ୍ରିଟେନର ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଜଣେ ମୂଳ ଭାରତୀୟ କୋଟିପତି ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଏହି ମନ୍ଦିର ନିର୍ମାଣରେ କାର୍ଯ୍ୟ କରୁଥିବା ବ୍ରିଟିଶ ଅନୁଷ୍ଠାନକୁ ଏହି ସହାୟତା ଦେବାକୁ ଓଡିଶାର...

ଗୋଟିଏ ଦିନରେ ୪୪ ପ୍ରତିଶତ ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରୁ ଏକନାଥଙ୍କର ହେବ ଛୁଟି!

ମୁମ୍ବାଇ,୨୬।୪: ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରଙ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଯୋର ଧରିଛି। ଇତିମଧ୍ୟରେ ଶିବାସନା(ୟୁବିଟି) ଏକ ବଡ ଦାବି କରିଛି। ଶିବସେନା (ୟୁବିଟି) ଦାବି କରିଛି କି ଭାରତୀୟ ଜନତା ପାର୍ଟି(ଭାଜପା) ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ...

ସଂରକ୍ଷଣ ନେଇ ଲୋକଙ୍କୁ ଠକୁଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୬।୪ : ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କର୍ନାଟକରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳର ନେତାମାନେ ପରସ୍ପର ଉପରେ କଡ଼ା ବିବୃତ୍ତି ଦେବାର ସୁଯୋଗ ଛାଡୁ ନାହାଁନ୍ତି। ଏବେ କଂଗ୍ରେସ ପୁଣି...

ଦିଗବିଜୟଙ୍କ ବଡ ଘୋଷଣା

ଭୋପାଳ,୨୬।୪: ନିର୍ବାଚନ ବର୍ଷରେ କ୍ଷମତା ହାତେଇବାକୁ ଉଭୟ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ପକ୍ଷରୁ ବଡ ବଡ ଘୋଷଣା କରାଯାଉଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏବେ ଏକ ବଡ ଘୋଷଣା କରିଛନ୍ତି। ସେ...

ପିଏମ୍‌ କେୟାର୍ସ ପାଣ୍ଠିର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୬ା୪(ପି.ଟି.): ପିଏମ୍‌ କେୟାର୍ସ ପାଣ୍ଠିରେ ବହୁତ କିଛି ଲୁଚାଛପାରେ ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିରେ କ’ଣ ପାଇଁ ସ୍ବଚ୍ଛତା କିମ୍ବା ଉତ୍ତରଦାୟିତ୍ୱ ନାହିଁ ବୋଲି ଦଳ ପ୍ରଶ୍ନ କରିଛି। ପାଣ୍ଠିର ୬୦ ପ୍ରତିଶତ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକରୁ ମିଳୁଥିବାରୁ ଅଡିଟ୍‌...

ଯୋଗୀ ନିଜ ଉପରୁ କେତେ ମାମଲା ହଟାଇଛନ୍ତି: ଅଖିଳେଶ

ଲକ୍ଷ୍ନୌ,୨୬ା୪: ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ଦଙ୍ଗାକାରୀମାନଙ୍କ ଅବସାନ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୭ ପୂର୍ବର ସମାଜବାଦୀ ପାର୍ଟି (ଏସ୍‌ପି) ସରକାରକୁ ଟାର୍ଗେଟ କରିଛନ୍ତି। ଏହାର ଜବାବରେ ଏସ୍‌ପି ମୁଖ୍ୟ ତଥା ପୂର୍ବତନ...

ଲିଙ୍ଗ ନିରୂପଣ ଆଧାରିତ ଗର୍ଭପାତ ଅସମାନତା ବଢ଼ାଇବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୬ା୪(ପି.ଟି.): ଲିଙ୍ଗ ନିରୂପଣ ଆଧାରିତ ଗର୍ଭପାତ ଦେଶରେ ଲିଙ୍ଗଗତ ଅସମାନତା ବଢ଼ାଇବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ଏଭଳି ସ୍ଥିତିକୁ ରୋକିବା ଲାଗି କଠୋର ଆଇନ ଆଣିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ...

ମାନହାନି ମାମଲା: ଗୁଜରାଟ ହାଇକୋର୍ଟ ଗଲେ ରାହୁଲ

ନୂଆଦିଲ୍ଲୀ,୨୬ା୪ : ‘ସବୁ ଚୋରଙ୍କ ସାଙ୍ଗିଆ ମୋଦି କାହିଁକି’ ମନ୍ତବ୍ୟ ପାଇଁ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉକ୍ତ ରାୟ ଉପରେ ସ୍ଥଗିତାଦେଶ ପାଇଁ ମଙ୍ଗଳବାର ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୧୯ ଲୋକ...

ମହାମାରୀର ନୂଆ ରୂପ ‘ଆର୍କଟୁରସ୍‌’

ନୂଆଦିଲ୍ଲୀ/ଲଣ୍ଡନ,୨୬ା୪: ସମ୍ପ୍ରତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ମହାମାରୀର ଏକ ନୂଆ ରୂପକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଆର୍କଟୁରସ୍‌ ନାମକ ଏହି ଭୂତାଣୁ ହେଉଛି ଓମିକ୍ରନ୍‌ ସବ୍‌-ଭାରିଆଣ୍ଟର ଏକ ଷ୍ଟ୍ରେନ୍‌। ବିଶ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri