ଜାତୀୟ

ଶାହା-ଓଓ୍ବାଇସି ମୁହଁ।ମୁହିଁ

ନୂଆଦିଲ୍ଲୀ,୨୬ା୪: ଦକ୍ଷିଣ ଭାରତର ତାମିଲନାଡୁ, କର୍ନାଟକ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ କେରଳରେ ପୂର୍ବ କିମ୍ବା ବର୍ତ୍ତମାନର ରାଜ୍ୟ ସରକାରମାନେ ଭୋଟ ହାତେଇବା ପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅଧିକ ସୁବିଧା ଦେଉଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଆସୁଛି। ଏଭଳି ସ୍ଥିତିରେ...

ମୁସ୍‌ଲିମ ସଂରକ୍ଷଣ ଉଚ୍ଛେଦ ମେ’ ୯ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୨୬ା୪: ମେ’ ୧୦ରେ କର୍ନାଟକ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୩ରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଶ୍ରେଣୀରେ ଦିଆଯାଉଥିବା ପୂର୍ବର ୪% ସଂରକ୍ଷଣକୁ ଉଚ୍ଛେଦ...

ବ୍ରିଜ୍‌ଭୂଷଣଙ୍କ ନାଁରେ ଏଫ୍‌ଆଇଆର୍‌ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫ା୪: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ ପୋଲିସର ଭୂମିକା ସନ୍ଦେହ ଘେରରେ। ଏହି ପ୍ରସଙ୍ଗରେ କନ୍ନଟପ୍ଲେସ୍‌ ଥାନାରେ ଅଭିଯୋଗ...

ପ୍ରକାଶ ସିଂ ବାଦଲଙ୍କ ପରଲୋକ

ଚଣ୍ଡିଗଡ଼,୨୫ା୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ମୁଖ୍ୟ ପ୍ରକାଶ ସିଂ ବାଦଲଙ୍କର ମଙ୍ଗଳବାର ରାତି ୮ଟାରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ...

ଶିଶୁଙ୍କ ବୋଧଶକ୍ତି କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୬।୪: ଭାରତରେ ଦୁଇ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କଠାରେ ଦେଖାଦେଉଥିବା ବୋଧଶକ୍ତି ସମସ୍ୟା ସହ ନିମ୍ନମାନର ବାୟୁର ସମ୍ପର୍କ ରହିଥାଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ୨ ବର୍ଷ ବୟସ ମଧ୍ୟରେ ଶିଶୁମାନଙ୍କର ମସ୍ତିଷ୍କର ସର୍ବାଧିକ ଅଭିବୃଦ୍ଧି ହୋଇଥାଏ। ଏହି...

ନାଗରିକଙ୍କ ଅଧିକାର-ସ୍ବାଧୀନତା ରକ୍ଷା କରିବାକୁ ରାଜ୍ୟ ବାଧ୍ୟ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୫।୪ : ’ସୁପ୍ରିମକୋର୍ଟ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବାଧ୍ୟତାମୂଳକ ଭାବେ ନାଗରିକଙ୍କ ଅଧିକାର ତଥା ସ୍ବାଧୀନତାର ସୁରକ୍ଷା ପାଇଁ ରାଜ୍ୟ ଦାୟିତ୍ୱ ଗ୍ରହଣ କରିବା ଆବଶ୍ୟକ। ଜଷ୍ଟିସ ଅଜୟ ରାସ୍ତୋଗୀ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ...

୨୦୫୦ ସୁଦ୍ଧା ୮୫-୯୦ କୋଟି ଜନସଂଖ୍ୟା ସହରାଞ୍ଚଳରେ ରହିବେ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୪ : ୨୦୫୦ ସୁଦ୍ଧା ଭାରତରେ ସହରାଞ୍ଚଳରେ ୮୫-୯୦ କୋଟି ଜନସଂଖ୍ୟା ବାସ କରିବେ ବୋଲି ଆଶା କରାଯାଉଛି। ଦେଶରେ ସହରୀକରଣ ଏକ ଦ୍ରୁତ ଗତିରେ ଘଟୁଛି। ସହରାଞ୍ଚଳ ପାଇଁ ଆହ୍ବାନଗୁଡିକ ବଦଳୁଛି।କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ମଙ୍ଗଳବାର...

ବିବାହରେ ସମାନତା ଦାବି ସିଜେଆଇଙ୍କୁ ଚିଠି ଲେଖିଲେ ୪୦୦ ମାତାପିତା

ନୂଆଦିଲ୍ଲୀ,୨୫ା୪: ସମଲିଙ୍ଗୀ ବିବାହକୁ ଆଇନଗତ ମଞ୍ଜୁରୀ ପ୍ରଦାନ ନିମନ୍ତେ ପିଟିଶନଗୁଡ଼ିକର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠର ମୁଖ୍ୟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ୪୦୦ରୁ ଊର୍ଦ୍ଧ୍ୱ ମାତାପିତାଙ୍କ ଏକ ଗ୍ରୁପ୍‌ ପତ୍ର ଲେଖି ସେମାନଙ୍କର ଏଲ୍‌ଜିବିଟିକ୍ୟୁଆଇଏ++ ପିଲାମାନଙ୍କୁ ବିବାହ...

ଅନଲାଇନରେ ମୃତ ୮୫ ବର୍ଷ ବୟସ୍କା ବୃଦ୍ଧା : ପେନସନ ପାଇଁ ନିଜକୁ ଜୀବିତ ପ୍ରମାଣ କରିବାକୁ ବୁଲୁଛନ୍ତି ସରକାରୀ କାର୍ଯ୍ୟାଳୟ…

ଅଜମେର,୨୫।୪ : ରାଜସ୍ଥାନର ଅଜମେର ଜିଲାର ବେୱାରରେ ଅବସ୍ଥିତ ବଞ୍ଜାରି ପଞ୍ଚାୟତରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ବାସ କରୁଥିବା ଗାଟୁ ଦେବୀ ନାମକ ବୃଦ୍ଧାଙ୍କୁ ମୃତ ଘୋଷଣା...

ନାବାଳିକା ମୃତ୍ୟୁକୁ ନେଇ ପଶ୍ଚିମବଙ୍ଗରେ ଥାନା ଜାଳିଦେଲେ

ନୂଆଦିଲ୍ଲୀ,୨୫ା୪: ପଶ୍ଚିମବଙ୍ଗର କାଲିୟାଗଞ୍ଜରେ ଜଣେ ନାବାଳିକାଙ୍କ ମୃତ୍ୟୁକୁ କେନ୍ଦ୍ରକରି ମଙ୍ଗଳବାର ଉତ୍ତ୍ୟକ୍ତ ଲୋକେ ଥାନା ଜାଳିଦେଇଛନ୍ତି। ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଭାଜପା ପକ୍ଷରୁ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉତ୍ତର ଦିନାଜପୁର ଜିଲାର ରାଇଗଞ୍ଜରେ ବିକ୍ଷୋଭକାରୀମାନେ ଏସ୍‌ପିଙ୍କ...

ବିବାହ ଏକ କୁହୁକ ଶବ୍ଦ: ସମଲିଙ୍ଗୀ ବିବାହ ନେଇ ସୁପ୍ରିମ୍‌କୋର୍ଟରେ ତର୍କ…

ନୂଆଦିଲ୍ଲୀ,୨୫।୪ : ସମଲିଙ୍ଗୀ ବିବାହ ମାମଲାରେ ବରିଷ୍ଠ ଆଡଭୋକେଟ ଗୀତା ଲୁଥ୍ରା ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ହାଜର ହୋଇ କହିଛନ୍ତି, ବିବାହ ଏକ କୁହୁକ ଶବ୍ଦ ଏବଂ ଏହାର ଯାଦୁକରୀ ପ୍ରଭାବ ସମଗ୍ର ବିଶ୍ୱରେ ରହିଛି। ଆମର ସମ୍ମାନ ଏବଂ...

ବିଦେଶୀ ପାଣ୍ଠି-ଆଇଏସଆଇ ସହ ଅମୃତପାଲଙ୍କ ଲିଙ୍କ୍‌: ସରକାରୀ ରିପୋର୍ଟ…

ଚଣ୍ଡିଗଡ଼,୨୫।୪ : ପଞ୍ଜାବ ସରକାର ଅପରେଶନ ଅମୃତପାଲ ସମ୍ବନ୍ଧୀୟ ରିପୋର୍ଟକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଦାଖଲ କରିଛନ୍ତି। ରବିବାର ଗିରଫ ହେବା ପରେ ପଞ୍ଜାବ ସରକାରଙ୍କ ତରଫରୁ ଅମୃତପାଲ ସିଂଙ୍କ ସହ ସମ୍ପର୍କିତ ରିପୋର୍ଟକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଗାଇଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri