ଜାତୀୟ

ଭାରତ ଆସିବେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ: ଏସ୍‌ସିଓ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ,୨୫।୪: ଭାରତରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶଙ୍ଗଫୁ ସାମିଲ ହେବେ। ଏନେଇ ଚାଇନା ନିଶ୍ଚିତ କରିଛି। ଏହି ବୈଠକ ୨୭-୨୮ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ...

ପୁଣି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧମକ। ପାଇଛନ୍ତି। ଏକ ଅଜଣା ବ୍ୟକ୍ତି ୧୧୨ ନମ୍ବରରେ ମେସେଜ କରି ଏହି ଧମକ ଦେଇଛନ୍ତି, ଯାହା ପରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ...

ମିଡିଆକୁ ସାକ୍ଷାତ୍‌କାର ଦେଇପାରିବେନି ବିଚାରପତି

ନୂଆଦିଲ୍ଲୀ,୨୫ା୪: ବିଚାରାଧୀନ ମାମଲା ଉପରେ ବିଚାରପତିମାନେ ସାକ୍ଷାତ୍‌କାର ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଲାଞ୍ଚ କାରବାର ମାମଲା ବିଚାରାଧୀନ ଥିବାବେଳେ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିିଜିତ୍‌ ଗଙ୍ଗୋପାଧ୍ୟାୟ ଏକ ନ୍ୟୁଜ୍‌...

ହିଜ୍‌ବୁଲ ମୁଖ୍ୟଙ୍କ ପୁଅ ସମ୍ପତ୍ତିକୁ ବାଜ୍ୟାପ୍ତ କଲା ଏନ୍‌ଆଇଏ

ଶ୍ରୀନଗର,୨୫ା୪: ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୋମବାର ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ମୁଖ୍ୟ ସୟେଦ ସଲାହୁଦ୍ଦିନଙ୍କ ୨ ପୁଅଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି। ୟୁଏ(ପି) ଆଇନର ଧାରା ୩୩(୧) ଅନୁଯାୟୀ ଶହିଦ...

ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଗିରଫ

ହାଇଦ୍ରାବାଦ,୨୫ା୪: ପୋଲିସ ଅଫିସରଙ୍କ ସହ ବଚସା ପରେ ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇ.ଏସ୍‌. ଶର୍ମିଲାଙ୍କୁ ସୋମବାର ଗିରଫ କରାଯାଇଛି। ଶର୍ମିଲା କାର୍‌ ଯୋଗେ ତାଙ୍କ ହାଇଦ୍ରାବାଦ ବାସଭବନରୁ ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଏଥିରେ ଉତ୍‌କ୍ଷିପ୍ତ...

୨୬ ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି ଚାନ୍ଦା

ନୂଆଦିଲ୍ଲୀ,୨୫ା୪:୨୦୨୧-୨୨ ଆର୍ଥତ୍କ ବର୍ଷରେ ଦେଶର ୨୬ଟି ଆଞ୍ଚଳିକ ଦଳଙ୍କୁ ମୋଟ ୧୮୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେଥିରୁ ୮୫ ପ୍ରତିଶତ ଚାନ୍ଦା କେବଳ ୫ଟି ଦଳକୁ ଯାଇଛି। ତେବେ ବିଜେଡି, ଏଆଇଏଡିଏମ୍‌କେ, ଏନ୍‌ଡିପିପି, ଏସ୍‌ଡିଏଫ୍‌, ଏଆଇଏଫ୍‌ବି, ପିଏମ୍‌କେ ଏବଂ...

ଲଳିତ ମୋଦିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ବନ୍ଦ ହେଲା

ନୂଆଦିଲ୍ଲୀ,୨୪ା୪: ଆଇପିଏଲ୍‌ର ପୂର୍ବତନ କମିଶନର ଲଳିତ ମୋଦି ନ୍ୟାୟପାଳିକା ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ମାଗିବା ପରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିଦେଇଛନ୍ତି। ଅଦାଲତ କିମ୍ବା ଭାରତୀୟ...

ନରୋଦା ଗାମ୍‌ ଦଙ୍ଗା ମାମଲା ୬୭ ଅଭିଯୁକ୍ତ ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ଏସ୍‌ଆଇଟି

କୋଲକାତା,୨୪ା୪: ୨୦୦୨ ନରୋଦା ଗାମ୍‌ ଦଙ୍ଗା ମାମଲାର ସମସ୍ତ ୬୭ ଅଭିଯୁକ୍ତଙ୍କୁ ଏକ ସ୍ବତନ୍ତ୍ର ଅଦାଲତ ଦୋଷମୁକ୍ତ କରିଥିବାବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସଆଇଟି) ଏହାକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ। ଗୁଜରାଟର ଗୋଧ୍ରା ଦଙ୍ଗା...

ପୂର୍ବତନ ପ୍ରେମିକଙ୍କୁ ଏସିଡ୍‌ ମାଡ଼ କରି ଯୁବତୀ ଗିରଫ

ଜଗଦଲପୁର,୨୪।୪: ଛତିଶଗଡ଼ ବସ୍ତର ଜିଲାରେ ପୂର୍ବତନ ପ୍ରେମିକଙ୍କୁ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି। ୧୯ ତାରିଖରେ ଡମ୍ରୁଧର ବଘେଲ (୨୫) ଛୋଟେ ଅମାବାଲ ଗ୍ରାମର ଜଣେ ଯୁବତୀଙ୍କୁ ବାହାହେବାକୁ ଯାଉଥିଲେ। ସେ ସମୟରେ...

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ, ଦେଶର ମଙ୍ଗଳ ପାଇଁ କାମ କରିବା ମୋର ପ୍ରୟାସ: ନୀତୀଶ

ଲକ୍ଷ୍ନୌ,୨୪।୪: ବିରୋଧୀଙ୍କୁ ଏକଜୁଟ କରିବାର ଅଭିଯାନ ଆରମ୍ଭ ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ବୈଠକ ପରେ...

ଜିଏସଟିରେ ପରିବର୍ତ୍ତନ କରିବୁ…..କର୍ନାଟକରେ ଏମିତି କହିଲେ ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ,୨୪।୪: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ କଂଗ୍ରେସ ପୁଣି ରାଜ୍ୟରେ ଶାସନକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ କର୍ନାଟକ...

ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୪: ନ୍ୟୁୟର୍କ-ନୂଆଦିଲ୍ଲୀ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଜଣେ ଭାରତୀୟ ବ୍ୟକ୍ତି ରବିବାର ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଗିରଫ ହୋଇଛନ୍ତି। ମଦ୍ୟପାନ କରି ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବା ଜଣାପଡିଛି। ଆମେରିକୀୟ ଏୟାରଲାଇନ୍ସର ବିମାନ ଏଏ ୨୯୨ରେ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri