ଜାତୀୟ

କଂଗ୍ରେସକୁ ଟାର୍ଗେଟ କଲେ ଶାହା, କହିଲେ ଏମିତି ରହିଲେ ସାରା ଦେଶରୁ ଲୋପ ହୋଇଯିବ ଦଳ

ଦିବ୍ରୁଗଡ଼,୧୧।୪: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଆସାମର ଦିବ୍ରୁଗଡ଼ରେ ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଛନ୍ତି। ଏହି ସମୟରେ ଯେ କର୍ମୀଙ୍କୁ ସମ୍ବୋଧିତ କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ...

ନଡ୍ଡାଙ୍କୁ ଚିଠି ଲେଖି ନିର୍ବାଚନ ଲଢିବାକୁ ମନା କଲେ ଭାଜପା ନେତା ଈଶ୍ୱରପ୍ପା

ବେଙ୍ଗାଲୁରୁ,୧୧।୪: କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେନି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କେ.ଏସ୍‌ ଇଶ୍ୱରପ୍ପା। ଏନେଇ ମଙ୍ଗଳବାର ଈଶ୍ୱରପ୍ପା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି। ଈଶ୍ୱରପ୍ପା ଚିଠିରେ ଲେଖିଛନ୍ତି ଯେ, ମୁଁ...

ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ସଂଶୋଧିତ ଆଇଟି ନିୟମକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ ତଲବ…

ମୁମ୍ବାଇ,୧୧।୪ : ସୋସିଆଲ ମିଡିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ଆଇଟି ନିୟମରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ହାସ୍ୟ ଅଭିନେତା କୁନାଲ କାମରାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ହାଇକୋର୍ଟ...

ଗୁଜରାଟର ସାବରମତି ଜେଲରୁ ଉତ୍ତର ପ୍ରଦେଶ ବାହାରିଲେ ଅତିକ, କହିଲେ ଏମାନଙ୍କ ନିୟମ ଠିକ ନୁହେଁ

ଗାନ୍ଧିନଗର,୧୧।୪: ଉମେଶ ପାଲ ହତ୍ୟାକାଣ୍ଡ ପରେ ମାଫିଆ ଅତିକ ଅହମଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାରେ ଲାଗିଛି। ଏବେ ତାଙ୍କୁ ଗୁଜରାଟର ସାବରମତି ଜେଲରୁ ପ୍ରୟାଗରାଜ ନିଆଯାଉଛି। ପୋଲିସ ଅତିକଙ୍କୁ ନେଇ ଉତ୍ତର ପ୍ରଦେଶ ବାହାରି ଯାଇଛି। ଅତିକ ଅହମଦଙ୍କୁ...

ମିଥ୍ୟା ଖବର ପ୍ରସାର ମାମଲା: କେନ୍ଦ୍ର-ବିହାର-ତାମିଲନାଡୁକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ…

ନୂଆଦିଲ୍ଲୀ,୧୧।୪ : ୟୁଟ୍ୟୁବର୍‌ ମନୀଷ କାଶ୍ୟପଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର, ବିହାର ଏବଂ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ କାଶ୍ୟପ ତାମିଲନାଡୁ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ତାମିଲନାଡୁ...

ଘନେଇଲା କରୋନା ସଙ୍କଟ : ୩୭ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

୧୩ରେ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରୋଜଗାର ମେଳା’କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର ପ୍ରାୟ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ...

ଆସାମ ଜେଲକୁ ଗଲେ ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ

ଚଣ୍ଡିଗଡ,୧୧।୪: ଫେରାର ଖାଲିସ୍ତାନୀ ନେତା ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତଙ୍କୁ ମଙ୍ଗଳବାର ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଛି। ଅମ୍ରିତପାଲଙ୍କ ଅନ୍ୟ ସହଯୋଗୀମାନେ ମଧ୍ୟ ଆସାମର ଏହି ଜେଲରେ ରହିଛନ୍ତି। ପପଲପ୍ରୀତ ସିଂଙ୍କୁ ସୋମବାର ପଞ୍ଜାବ ଅମୃତସର କାଠୁନାଙ୍ଗାଲ ଅଞ୍ଚଳରୁ ଗିରଫ...

ସଚିନ ପାଇଲଟଙ୍କ ଅନଶନ ମଧ୍ୟରେ ରାଜ୍ୟକୁ ୧ ନମ୍ବର କରିବାକୁ ସ୍ବପ୍ନ ଦେଖୁଛନ୍ତି ଗେହଲୋଟ

ଜୟପୁର,୧୧।୪: ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ତେବେ ସଚିନ ପାଇଲଟଙ୍କ ଏହି ପଦକ୍ଷେପ ରାଜସ୍ଥାନ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି। କାରଣ ପ୍ରାୟ ୮ମାସ ପରେ...

ତାମିଲନାଡୁ ସରକାରଙ୍କୁ ବଡ ଝଟକା, ଆରଏସଏସର ରୁଟ ମାର୍ଚ୍ଚକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୪: ସୁପ୍ରିମକୋର୍ଟ ପକ୍ଷରୁ ତାମିଲନାଡୁ ସରକାରଙ୍କୁ ବଡ ଝଟକା ଦିଆଯାଇଛି। ସରକାାଙ୍କ ପକ୍ଷରୁ ଆରଏସଏସର ରୁଟ ମାର୍ଚ୍ଚ ବିରୋଧରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ସୂଚନାଯୋଗ୍ୟ, ୪୭ଟି ସ୍ଥାନରେ...

ହାତରେ ସିଗାରେଟ୍‌ ଧରି ଗାଇଲେ ଜାତୀୟ ସଙ୍ଗୀତ: ଭାଜପା ନେତା କହିଲେ, ତୁରନ୍ତ ଗିରଫ କରାଯାଉ…

ନୂଆଦିଲ୍ଲୀ,୧୧।୪: ସୋସିଆଲ ମିଡିଆରେ ନୂଆ ନୂଆ ଭିଡ଼ିଓ କରି ଶେୟାର କରିବା ପାଇଁ କିଶୋରଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଲାଇକ୍‌, କମେଣ୍ଟ ଦୌଡରେ ଲୋକମାନେ ଭଲ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ଭୁଲିଯାଉଛନ୍ତି। ଦେଶର...

ହାଇକମାଣ୍ଡଙ୍କ ଚେତାବନି ପରେ ବି ଉଡାଣ ଭରିଲେ ’ପାଇଲଟ’, ନିଜ ସରକାରଙ୍କ ବିରୋଧରେ ବସିଲେ ଅନଶନରେ

ଜୟପୁର,୧୧।୪: ରାଜସ୍ଥାନ କଂଗ୍ରେସର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ଗତ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ସମୟରେ ହୋଇଥିବା ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri