ଜାତୀୟ

ଏମ୍‌ପି ପଦ ଯିବା ପରେ ୱାୟନାଡ ଯିବେ ରାହୁଲ ଗାନ୍ଧୀ, ଜନସଭାକୁ କରିବେ ସମ୍ବୋଧିତ

ନୂଆଦିଲ୍ଲୀ,୧୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କେରଳର ୱାୟନାଡ ଗସ୍ତ କରିବେ। ଯେଉଁଠାରୁ ସେ ୨୦୧୯ରେ ସଂସଦକୁ ନିର୍ବାଚିତ ହୋଇଥିଲେ। ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ତାଙ୍କ...

ଜାତୀୟ ଦଳର ମାନ୍ୟତା ପାଇବା ପରେ ଆଜି ଉତ୍ସବ ମନାଇବ ଏଏପି

ନୂଆଦିଲ୍ଲୀ,୧୧।୪: ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ମିଳିବା ପରେ ମଙ୍ଗଳବାର ଏଏପି କାର୍ଯ୍ୟାଳୟରେ ଏକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଯୋଗ ଦେବା ସହ ମଧ୍ୟାହ୍ନ ୧୨ଟା ସମୟରେ...

ଏପ୍ରିଲ ୧୪ରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଅମିତ ଶାହା

ନୂଆଦିଲ୍ଲୀ,୧୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏପ୍ରିଲ ୧୪ରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ରାମ ନବମୀ ହିଂସାକାଣ୍ଡ ପରେ ଏହା ଅମିତ ଶାହା ପ୍ରଥମ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ...

ଦେଶରେ ମୁସଲମାନଙ୍କ ସ୍ଥିତିକୁ ନେଇ ବିଶ୍ୱକୁ ଆଇନା ଦେଖାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୪: ଆମେରିକାର ଓ୍ବାଶିଂଟନ ଡିସିରେ ସ୍ଥିତ ଆମେରିକି ଥିଙ୍କ ଟେକ ପିଟରସନ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନ୍ୟାଶନାଲ ଇକୋନମିକ୍ସ(ପିଆଇଆଇଇ)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ନକରାତ୍ମକ ପଶ୍ଚିମ ‘ଧାରଣ’ର କଡା ଜବାବ ଦେଇଛନ୍ତି। ସେଠାରେ ସେ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିରତା...

ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ଏଥର ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ବ୍ୟକ୍ତି କଲ କରି କହିଛନ୍ତି ଯେ, ସେ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବେ।କଲର ଜଣଙ୍କ ତାଙ୍କ ନାମ ରକି...

ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ମୁମ୍ବାଇ,୧୧।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ମିଳିଛି। ମହାରାଷ୍ଟ୍ର ପୋଲିସର କଣ୍ଟ୍ରୋଲ ନଂ ୧୧୨କୁ ସୋମବାର ରାତି ପ୍ରାୟ ୧୦ଟା ସମୟରେ କେହି ଜଣେ ଫୋନ କରି ଏକନାଥ ଶିନ୍ଦେଙ୍କୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଏହାପରେ...

କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଗି ଖାର୍ଗେଙ୍କ ନାଁ ଉଠାଇଲେ ଶିବକୁମାର

ବେଙ୍ଗାଲୁରୁ, ୧୧।୪: କର୍ନାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟର ସର୍ବୋଚ୍ଚ ପଦବୀ ଲାଗି ବରିଷ୍ଠ ନେତା ସିଦ୍ଦରମୈୟା ଏବଂ ପ୍ରଦେଶ...

ନମାଜ ପାଠ ବେଳେ ମସ୍‌ଜିଦ୍‌ରେ ଭଙ୍ଗାରୁଜା

ଚଣ୍ଡିଗଡ଼, ୧୧।୪: ହରିୟାଣା ସୋନିପତ୍‌ର ସାନ୍ଦଲ କାଲନ ଗ୍ରାମରେ ଯୁବଗୋଷ୍ଠୀ ଏକ ସମ୍‌ଜିଦ୍‌ରେ ପଶି ଭଙ୍ଗାରୁଜା କରିଛନ୍ତି। ମସ୍‌ଜିଦ୍‌ରେ ନମାଜ ପାଠ ଚାଲିଥିବାବେଳେ ଉପସ୍ଥିତ ଲୋକଙ୍କୁ ଯୁବଗୋଷ୍ଠୀ ମାଡ଼ ମାରିଥିଲେ। ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଆକ୍ରମଣରେ...

ଦଳିତଙ୍କୁ ମନ୍ଦିର ପ୍ରବେଶ ଅନୁମତି ନ ମିଳିବାରୁ ଭିଲ୍ଲୁପୁରମ୍‌ରେ ଉତ୍ତେଜନା

ଚେନ୍ନାଇ, ୧୧।୪: ତାମିଲନାଡୁର ଭିଲ୍ଲୁପୁରମ୍‌ରେ ଥିବା ଶ୍ରୀଧର୍ମରାଜ ଦ୍ରୌପତି ଅମ୍ମନ ମନ୍ଦିରରେ ଦଳିତଙ୍କୁ ପ୍ରବେଶ ଅନୁମତି ନ ମିଳିବାରୁ ସୋମବାର ଉତ୍ତେଜନା ପ୍ରକାଶ ପାଇଛି। ମେଲପାଠି ଗ୍ରାମରେ ଥିବା ଏହି ମନ୍ଦିର ରାଜ୍ୟ ସରକାରଙ୍କ ହିନ୍ଦୁ ଧର୍ମ ଓ ଦାତବ୍ୟ...

ବିରୋଧୀଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ଆଣୁଛି ନୂଆ ସ୍ପାଏଓ୍ବେର

ନୂଆଦିଲ୍ଲୀ, ୧୧।୪: ବିରୋଧୀ ଦଳ ନେତାଙ୍କ ଉପରେ ଗୁପ୍ତଚରଗିରି ପାଇଁ କେନ୍ଦ୍ର ସରକାର ଇସ୍ରାଏଲ୍‌ ସ୍ପାଏଓ୍ବେର୍‌ ‘ପେଗାସସ୍‌’ ଭଳି ‘କଗ୍‌ନାଇଟ୍‌’ ନାମରେ ଏକ ସ୍ପାଏଓ୍ବେର କିଣିବାକୁ ଯୋଜନା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସରକାର ୯୮୬ କୋଟି ଟଙ୍କାରେ...

କୋଭୋଭାକ୍ସ ବୁଷ୍ଟର ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ, ୧୧।୪: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୋମବାର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ବିକଶିତ କୋଭୋଭାକ୍ସ ଟିକାର ବୁଷ୍ଟର ଡୋଜ୍‌କୁ ଅନୁମତି ପ୍ରଦାନ କରିଛନ୍ତି। କୋଭୋଭାକ୍ସ ବୁଷ୍ଟର ଡୋଜ୍‌ ଖୁବ୍‌ଶୀଘ୍ର କୋଓ୍ବିନ୍‌ ପୋର୍ଟାଲରେ ଉପଲବ୍ଧ ହେବାକୁ ଯାଉଛି। ଏହାର ଗୋଟିଏ...

ଅନଶନରେ ବସିବେ ସଚିନ ପାଇଲଟ

ଜୟପୁର/ନୂଆଦିଲ୍ଲୀ, ୧୧ା୪: ରାଜସ୍ଥାନରେ ପୂର୍ବର ଭାଜପା ଶାସନ ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ଅନଶନରେ ବସିବେ। ବସୁନ୍ଧରା ରାଜେଙ୍କ ସମୟର ଦୁର୍ନୀତି ବିରୋଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri