ଜାତୀୟ

ଅମ୍ରିତପାଲଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ପଞ୍ଜାବରେ ପୋଲିସ ଗିରଫ କରିଛି। ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ସେ ପଞ୍ଜାବରେ ଶାନ୍ତି...

ଅଖିଳେଶଙ୍କୁ ଝଟକା: ଏସ୍‌ପିର ମେୟର ପ୍ରାର୍ଥୀ ଅର୍ଚ୍ଚନା ବର୍ମା ଭାଜପାରେ ସାମିଲ

ଲକ୍ଷ୍ନୌ,୨୩।୪: ଉତ୍ତରପ୍ରଦେଶର ଶାହଜାହାନପୁରରେ ପ୍ରଥମ ଥର ପାଇଁ ନଗରନିଗମ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ଏକ ବଡ଼ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ସମାଜବାଦୀ ପାର୍ଟି ଦ୍ୱାରା ମେୟର ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ବର୍ମା ରବିବାର ଭାଜପାରେ ଯୋଗ...

‘ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ଏଠାରୁ ଉଠିବୁ ନାହିଁ…’ ଦିଲ୍ଲୀରେ ପୁଣି ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧ ପଦର୍ଶନ

ନୂଆଦିଲ୍ଲୀ,୨୩।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ତଥା ନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଉଥିବା ସାମ୍ନାକୁ ଆସିଛି। ଏହି ଅଭିଯୋଗ ସହ ଘଟଣାକୁ ବିରୋଧ କରୁଥିବା ବରିଷ୍ଠ ଭାରତୀୟ କୁସ୍ତିଯୋଦ୍ଧାମାନେ ପୋଲିସରେ ଏକ ନୂତନ...

ହିମାଚଳ ଭାଜପାର ନୂଆ ମୁଖିଆ ହେଲେ ରାଜୀବ ବିନ୍ଦଲ, ୩ ବର୍ଷ ପରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୩।୪: ଭାରତୀୟ ଜନତା ପାର୍ଟି(ଭାଜପା) ଡା. ରାଜୀବ ବିନ୍ଦଲଙ୍କୁ ହିମାଚଳ ପ୍ରଦେଶ ଭାଜପାର ଅଧ୍ୟକ୍ଷ ନିଯୁକ୍ତ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହି ନିଯୁକ୍ତି କରିଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରୀୟ ମହାସଚିବ ମୁଖ୍ୟାଳୟ ପ୍ରଭାରୀ ଅରୁଣ...

ଅନ୍ୟକୁ ପ୍ରଶ୍ନ କରିବା ସହଜ ହେଲେ ନିଜକୁ ପ୍ରଶ୍ନ କରିବା କଷ୍ଟ: ରାହୁଲ

ବେଙ୍ଗାଲୁରୁ,୨୩।୪: ପାଖେଇ ଆସୁଛି କର୍ନାଟକ ବିଧାନସଭା ନିର୍ବାଚନ। ଆଉ ଏହି ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। କଂଗ୍ରେସ ବି ପଛରେ ନାହିଁ। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କର୍ନାଟକ ଗସ୍ତରେ...

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେବେଠାରୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିଲା। ତେବେ...

ଆଇନ ଶୃଙ୍ଖଳାରେ ବାଧା ସୃଷ୍ଟି କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୩।୪: ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ଗିରଫ ହେବା ପରଠାରୁ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇତିମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ରବିବାର କହିଛନ୍ତି କି ଯେଉଁମାନେ ଦେଶର ଶାନ୍ତି ଓ ଆଇନ...

କେଦାରନାଥରେ ଅଘଟଣ: ହେଲିକପ୍ଟର ପଙ୍ଖାରେ ଅଧିକାରୀଙ୍କ ଗଳା କଟିଲା…

ଡେରାଡୁନ,୨୩।୪ : ଉତ୍ତରାଖଣ୍ଡ ଚାର୍‌ ଧାମ ଯାତ୍ରାର ଦ୍ୱିତୀୟ ଦିନରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା କେଦାରନାଥ ହେଲିପ୍ୟାଡରେ ଘଟିଛି। କେଦାରନାଥ ହେଲିପ୍ୟାଡରେ ହେଲିକପ୍ଟରରୁ ଅବତରଣ କରିବା ମାତ୍ରେ ଉତ୍ତରାଖଣ୍ଡର ଜଣେ ଅଧିକାରୀଙ୍କ ଗଳା...

ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

କର୍ନାଟକ,୨୩।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜ୍ୱର ହୋଇଥିବାରୁ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ବର୍ତ୍ତମାନ ସେ ସୁସ୍ଥ ଥିବା...

‘ସିଂହ ଭଳି ଆତ୍ମସମର୍ପଣ କରିଛି, ତାକୁ ନେଇ ଆମେ ଗର୍ବ କରୁ’, ଅମୃତପାଲ ସିଂଙ୍କ ମାଆ

ଚଣ୍ଡିଗଡ଼,୨୩।୪: ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ରବିବାର ପଞ୍ଜାବର ମୋଗା ଜିଲାରେ ରୋଡେ ଗାଁରୁ ଗିରଫ କରାଯାଇଛି। ଖଲିସ୍ତାନ ସମର୍ଥକ ଅମୃତପାଲ ପ୍ରାୟ ୩୫ ଦିନ ହେବ ଫେରାର ଥିଲେ। ପୋଲିସ ମହାନିରିକ୍ଷକ ସୁଖଚୈନ ସିଂ ଗିଲ...

ଦୁର୍ନୀତି ଯାଞ୍ଚ୍‌ ପ୍ରତିଶ୍ରୁତି ଦେଇ ଭୋଟ ମାଗି କ୍ଷମତାକୁ ଆସିଥିଲୁ: ଗେହଲୋଟଙ୍କୁ ଘେରିଲେ ସଚିନ…

ଜୟପୁର,୨୩।୪ : ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିଶାଳୀ କଂଗ୍ରେସ ନେତା ସଚିନ ପାଇଲଟ ଆଜିକାଲି ନିଜ ସରକାରକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ଦିନକୁ ଦିନ...

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା

ରୁଦ୍ରପ୍ରୟାଗ,୨୩।୪: କେଦାରନାଥରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅମିତ ସୋନି ବୋଲି କୁହାଯାଉଥିବା ବେଳେ ସେ ୟୁକାଡାର ଫାଇନାନସିୟାଲ କଣ୍ଟ୍ରୋଲର ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଅମିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri