ଜାତୀୟ

ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ: ସଞ୍ଜୟ ରାଉତ

ମୁମ୍ବାଇ,୨୨।୪: ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଶନିବାର କହିଛନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। କାରଣ ତାଙ୍କ ନିକଟରେ ବ୍ୟାପକ ପ୍ରଶାସନିକ ଅନୁଭବ ରହିଛି। ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି...

କ୍ଷମତାରେ ଥିବା ବେଳେ ଏକଥା ମନେ ପଡୁ ନ ଥିଲା କାହିଁକି

ନୂଆଦିଲ୍ଲୀ,୨୨ା୪: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‌ ମଲିକଙ୍କୁ ସିବିଆଇ ଜେରା ପାଇଁ ସମନ କରାଯାଇଛି। ୩୦୦ କୋଟି ଟଙ୍କାର ଲାଞ୍ଚ ଦାବି ମାମଲାରେ ଜେରା ପାଇଁ ସିବିଆଇ ସତ୍ୟପାଲ ମଲିକଙ୍କୁ ଏହି ସମନ କରିଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି...

ମହାକାଶରେ ବଢିଲା ଭାରତର ଦବଦବା, ଇସ୍ରୋ ଉତକ୍ଷେପଣ କଲା ସିଙ୍ଗାପୁରର ଦୁଇଟି ଉପଗ୍ରହ

ନୂଆଦିଲ୍ଲୀ,୨୨।୪: ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଶନିବାର ଅର୍ଥାତ୍‌ ୨୨ ଏପ୍ରିଲରେ ତା’ର ଏକ ବଡ ମିଶନରେ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି)ଲଞ୍ଚ କରିଛି। ଏହି ରକେଟ ସିଙ୍ଗାପୁରର ଦୁଇଟି ବଡ ସାଟେଲାଇଟ ଓ ଏକ ଇନ-ହାଉସ ପ୍ଲାଟଫର୍ମ ସହ...

ମୋଦିଙ୍କ ଉପରେ ହୋଇପାରେ ମରଣାନ୍ତକ ଆକ୍ରମଣ, କେରଳ ଭାଜପା ଅଧ୍ୟକ୍ଷଙ୍କ ଦାବି

ନୂଆଦିଲ୍ଲୀ,୨୨।୪: କେରଳ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ ସୁରେନ୍ଦ୍ର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ ବୋଲି ଏକ ଧମକପୂର୍ଣ୍ଣ ପତ୍ର ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ କେରଳ ଗସ୍ତ କାର୍ଯ୍ୟକ୍ରମ ସମୟରେ...

ଯୁବ କଂଗ୍ରେସର ଅଧ୍ୟକ୍ଷଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣି ଦଳରୁ ବହିଷ୍କାର ହେଲେ ଅଙ୍ଗକିତା

ନୂଆଦିଲ୍ଲୀ, ୨୨।୪: ଭାରତୀୟ ଜାତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିବିଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ତାଙ୍କ ସହଯୋଗୀ ତଥା ଆସାମ ଯୁବ କଂଗ୍ରେସର ଅଧ୍ୟକ୍ଷ ଡ. ଅଙ୍ଗକିତା ଦତ୍ତ। ଅଭିଯୋଗ ଆଣିବା ପରେ ଦତ୍ତଙ୍କୁ ୬ବର୍ଷ...

୨୫ରେ ଖୋଲିବ ଏମ୍‌ପିଏଲ୍‌ ଆଇପିଓ

ନୂଆଦିଲ୍ଲୀ,୨୨।୪: ମ୍ୟାନ୍‌କାଇଣ୍ଡ ଫାର୍ମା ଲିମିଟେଡ୍‌ (ଏମ୍‌ପିଏଲ୍‌)ର ୪୦,୦୫୮, ୮୪୪ ଇକ୍ୱିଟି ଶେୟାରର ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ୨୦୨୩ ଏପ୍ରିଲ ୨୫ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଏହି ଅଫରର ଶେଷ ତାରିଖ ୨୦୨୩ ଏପ୍ରିଲ...

ଆମେରିକାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ,୨୨।୪: ଆମେରିକା ଯାଇ ସେଠାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଚଳିତ ବର୍ଷ ଭାରତୀୟଙ୍କୁ ୧୦ ଲକ୍ଷ ଭିଜା ଜାରି କରାଯାଇପାରେ। ଏମିତି କୁହାଯାଉଛି କି ଓ୍ବାର୍କ ଭିଜାକୁ ବି ପ୍ରାଥମିକତା ଦିଆଯିବ।...

ରିଲାଏନ୍ସ ଜିଓର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୨୨।୪: ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ ପକ୍ଷରୁ ଶୁକ୍ରବାର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ...

‘ମନ କି ବାତ’ର ୧୦୦ ତମ ଏପିସୋଡରେ ଜାରି ହେବ ୧୦୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ,୨୨।୪: ‘ମନ କି ବାତ’ର ୧୦୦ତମ ଏପିସୋଡ ସମ୍ପୂର୍ଣ୍ଣ ହେବା ଅବସରରେ ୧୦୦ ଟଙ୍କିଆ ମୁଦ୍ରା ଜାରି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଏପିସୋଡ ଚଳିତ ମାସର ଶେଷ ରବିବାର...

ଦେଶରେ କରୋନା ଆତଙ୍କ, ୨୪ଘଣ୍ଟା ମଧ୍ୟରେ ୧୨ ,୧୯୩ଟି ନୂଆ ମାମଲା

ନୂଆଦିଲ୍ଲୀ, ୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ଭାରତରେ କରୋନାର ନୂଆ ମାମଲାଗୁଡ଼ିକର ଗ୍ରାଫ ଦିନକୁ ଦିନ ବଦଳୁଛି। ସଂକ୍ରମଣ ଦିନେ କମିଲେ ଦିନେ ବଢିବାରେ ଲାଗିଛି। ତେବେ ଶୁକ୍ରବାର ଦିନ କରୋନା...

ଇଦରେ ଶପଥ ନେଲେ ମମତା

କୋଲକାତା,୨୨।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଦ ଅବସରରେ ଏକ ଶପଥ ନେଇଛନ୍ତି। ମମତା କହିଛନ୍ତି, ଆମେ ଦେଶକୁ ଭାଗ ଭାଗ ହେବାକୁ ଦେବୁନାହିଁ। ସେ କହିଛନ୍ତି, ମୁଁ ଇଦରେ ଶପଥ ନେଉଛି ନିଜର ଜୀବନ ପଛେ ଦେଇଦେବି ହେଲେ...

ସୋନିଆଙ୍କ ସମ୍ପର୍କୀୟଙ୍କ ଜମି ଦଖଲ କରିଥିଲେ ଅତିକ୍‌

ପ୍ରୟାଗରାଜ,୨୨।୪: ମାଫିଆରୁ ରାଜନେତା ଅତିକ୍‌ ଅହମଦ ବେଆଇନ ଭାବେ ଜମି ଦଖଲ କରିବା ଘଟଣା କାହାକୁ ଅଛପା ନୁହେଁ। ଏପରିକି ଉପା ଶାସନ ସମୟରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମ୍ପର୍କୀୟଙ୍କ ଜମିକୁ ଅତିକ ଦଖଲ କରିଥିଲେ। ପ୍ରୟାଗରାଜର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri