ଜାତୀୟ

ସାକେତ କୋର୍ଟ ଗୁଳିକାଣ୍ଡ ଘଟଣାରେ ଏଲଜିଙ୍କୁ ଘେରିଲା ଏଏପି

ନୂଆଦିଲ୍ଲୀ,୨୧।୪: ରାଜଧାନୀ ଦିଲ୍ଲୀର ସାକେତ କୋର୍ଟରେ ଗୁଳି ଚାଳନା ପରେ ଜଣେ ମହିଳା ଆହତ ହାଇଛନ୍ତି। ଏବେ ଏହି ଘଟଣାକୁ ନେଇ ଦିଲ୍ଲୀର ଆମ ଆଦମି ପାର୍ଟି(ଏଏପି) ସରକାର ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣାକୁ ନେଇ...

ଦେଶରେ କମ ହେଉଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୧୧,୬୯୨ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଦୁଇ ଦିନରେ ସବୁଠାରୁ ଅଧିକ ଦେଖାଯାଇଥିଲା। ହେଲେ ଶୁକ୍ରବାର ଏହି ସଂଖ୍ୟା କମ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୧ହଜାରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।...

ସିଭିଲ ସର୍ଭିସ ଡେ’ର ଉଦ୍‌ଯାପନୀ ଦିବସରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: ୧୬ ତମ ସିଭିଲ ସର୍ଭିସ ଡେ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସର ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ସକାଳ ୧୧ଟାରୁ ଦିଲ୍ଲୀର ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।...

କର୍ନାଟକ ନିର୍ବାଚନ: ଦେବନହଲ୍ଲୀରେ ଆଜି ରୋଡ ଶୋ’ କରିବେ ଶାହା

ବେଙ୍ଗାଲୁରୁ,୨୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅମିତ ଶାହା ଶୁକ୍ରବାର ଦୁଇ ଦିନିଆ କର୍ନାଟକ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଶାହା ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଦେବନହଲ୍ଲୀରେ ଏକ ରୋଡ...

ଆଜି କୋର୍ଟରେ ହାଜର ହେବେ ଅତିକ୍‌ଙ୍କ ପୁଅ ଉମର

ଲକ୍ଷ୍ନୌ,୨୧।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ପୁଅ ଉମରଙ୍କୁ ଶୁକ୍ରବାର ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ। ଉମର ବର୍ତ୍ତମାନ ଲକ୍ଷ୍ନୌ ଜେଲରେ ଅଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି। ଜାଲିଆତି, ଚୋରା...

ଦିଲ୍ଲୀର ସାକେତ କୋର୍ଟରେ ଫୁଟିଲା ଗୁଳି ,ମହିଳା ଆହତ

ନୂଆଦିଲ୍ଲୀ,୨୧।୪: ରାଜଧାନୀ ଦିଲ୍ଲୀର କୋର୍ଟ ବି ଏବେ ସୁରକ୍ଷିତ ନୁହେଁ। ଶୁକ୍ରବାର ସକାଳେ ସାକେତ କୋର୍ଟରେ ଫୁଟିଛି ଗୁଳି। ସାକେତ କୋର୍ଟ ପରିସରରେ ଶୁକ୍ରବାର ସକାଳେ ଜଣେ ମହିଳାଙ୍କୁ ଗୁଳି କରାଯାଇଛି। ସାକ୍ଷୀ ଦେବାକୁ ମହିଳା କୋର୍ଟକୁ ଆସିଥିଲେ। ଏନଏସସି...

ବାନ୍ଧବିଙ୍କୁ ସ୍ପେଶାଲ ଟ୍ରିଟମେଣ୍ଟ ଦେବାକୁ କକପିଟକୁ ବନାଇ ଦେଲେ ଲିଭିଂ ରୁମ, ଅଡୁଆରେ ପାଇଲଟ

ନୂଆଦିଲ୍ଲୀ,୨୧।୪: ଏୟାର ଇଣ୍ଡିଆର ଜଣେ ପାଇଲଟ ତାଙ୍କ ମହିଳା ବନ୍ଧୁଙ୍କୁ କକପିଟରେ ପ୍ରବେଶ କରାଇ ଅଡୁଆରେ ପଡି ଯାଇଛନ୍ତି। ଘଟଣା ୨୭ ଫେବୃୟାରୀର ହୋଇଥିବା ବେଳେ ବିମାନଟି ଦୁବଇରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଥିଲା।ଏୟାର ଇଣ୍ଡିଆ...

ସାହସ ଅଛି ତ ମୋ ବିରୋଧରେ ମକଦ୍ଦମା ଦାୟର କରିପାର: ଶୁଭେନ୍ଦୁଙ୍କ ମମତାଙ୍କୁ ଚ୍ୟାଲେଞ୍ଜ

କୋଲକାତା, ୨୧।୪: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଜାତୀୟ ଦଳ ମାନ୍ୟତା ହରାଇଛି। ତେବେ ଜାତୀୟ ମାନ୍ୟତା ବଞ୍ଚାଇବା ପାଇଁ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରି ସହାୟତା...

ଶନିବାର ସରକାରୀ ବଙ୍ଗଳା ଖାଲିକରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଢୁଆ ବଢିବାରେ ଲାଗିଛି। ‘ମୋଦି ’ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ରାହୁଲ ଗାନ୍ଧୀ ସୁରଟ କୋର୍ଟରେ ଆବେଦନ କରିଥିଲେ। ତେବେ ଗୁରୁବାର କୋର୍ଟ ଏହି ମାମଲାର ଶୁଣାଣି କରି...

ରାହୁଲ, ଯୋଗୀଙ୍କଠାରୁ ଶାହାରୁଖ, ସଲମାନଙ୍କ ଯାଏ ସମସ୍ତ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୨୧।୪: ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ସିଇଓ ଏଲନ ମସ୍କଙ୍କ ଘୋଷଣା ମୁତାବକ ଯାଞ୍ଚ ହୋଇଥିବା ଆକାଉଣ୍ଟରେ ଥିବା ବ୍ଲୁ ଟିକ୍‌ ମାର୍କକୁ ହଟାଇ ଦିଆଯାଇଛି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ...

ପ୍ରତ୍ୟେକଙ୍କର ଜୀବନସାଥୀ ବାଛିବାର ଅଧିକାର ଅଛି, ସମଲିଙ୍ଗୀ ବିବାହକୁ ସମର୍ଥନ କରି ଏଭଳି କହିଲେ ଟିଏମ୍‌ସି ନେତା

କୋଲକାତା,୨୧।୪: ତୃଳମୂଳ କଂଗ୍ରେସ(ଟିଏମ୍‌ସି)ନେତା ଅଭିଷେକ ବାନାର୍ଜୀ ସମଲିଙ୍ଗୀ ବିବାହକୁ ସମର୍ଥନ କରିଛନ୍ତି। ଗୁରୁବାର ଏକ ବୟାନ ଦେଇ ଟିଏମ୍‌ସି ନେତା କହିଛନ୍ତି, ପ୍ରତ୍ୟେକଙ୍କର ନିଜ ଜୀବନସାଥୀ ବାଛିବାର ଅଧିକାର ଅଛି। ଏହା ସହିତ ସେ ଏହି ପ୍ରସଙ୍ଗରେ ବିଳମ୍ବ ପାଇଁ...

ପାଲାନିସ୍ବାମୀଙ୍କ ନିର୍ବାଚନକୁ ଇସିଙ୍କ ସ୍ବୀକୃତି

ଚେନ୍ନାଇ,୨୧ା୪: ଏଡାପ୍ପାଡି କେ. ପାଲାନିସ୍ବାମୀ (ଇପିଏସ୍‌)ଙ୍କୁ ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ଭାବେ ଭାରତର ନିର୍ବାଚନ କମିଶନ (ଇସି) ଗୁରୁବାର ସ୍ବୀକୃତି ପ୍ରଦାନ କରିବା ସହ ତାଙ୍କ ଦଳକୁ ଦ୍ୱିପତ୍ର ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି। ଏଥିସହିତ ଦଳ ନିୟମାବଳୀରେ ସଂଶୋଧନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri