ଜାତୀୟ

ଓଡ଼ିଶାରେ ଟିକାକରଣ ହାର ଦେଶରେ ସର୍ବୋଚ୍ଚ

ନୂଆଦିଲ୍ଲୀ,୨୧।୪: ସାରା ବିଶ୍ୱରେ ଟିକାକରଣ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ ପ୍ରୋତ୍ସାହନ ଦେଇଥିଲା। କେବଳ କୋଭିଡ୍‌ ଟିକାକରଣ ନୁହେଁ, ପିଲାଙ୍କ...

ଆରାଧ୍ୟା ବଚ୍ଚନଙ୍କ ଉପରେ ବିଭ୍ରାନ୍ତିକର କଣ୍ଟେଣ୍ଟ କରିବା ମନା

ନୂଆଦିଲ୍ଲୀ,୨୧ା୪: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଉପରେ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ବିଭ୍ରାନ୍ତିକର କଣ୍ଟେଣ୍ଟ ଦେଖାଯାଇପାରିବ ନାହିଁ ବୋଲି ଗୁରୁବାର ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏଥିସହ ଅନେକ ୟୁଟ୍ୟୁବ୍‌ ଚ୍ୟାନେଲକୁ...

ସ୍ବୀକୃତି ପାଇଁ ଧାରଣା ବଦଳାଇବାକୁ ହେବ

ନୂଆଦିଲ୍ଲୀ,୨୧ା୪: ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ପୀଠରେ ଗୁରୁବାର ତୃତୀୟ ଦିନ ପାଇଁ ଶୁଣାଣି ଜାରି ରହିଥିଲା। ବିପରୀତଲିଙ୍ଗୀ ଦୁଇ ଜୀବନସାଥୀଙ୍କ ମଧ୍ୟରେ ବିବାହ ଜରୁରୀ କି ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼...

ସ୍ପେସ୍‌ଏକ୍ସ ରକେଟରେ ବିସ୍ଫୋରଣ

ନୂଆଦିଲ୍ଲୀ,୨୧ା୪: ବିଶ୍ୱର ସବୁଠୁ ପ୍ରଭାବଶାଳୀ ରକେଟ ଭାବେ ପରିଚିତ ସ୍ପେସ୍‌ଏକ୍ସର ଷ୍ଟାର୍‌ଶିପ୍‌ ଗୁରୁବାର ପ୍ରଥମ ପରୀକ୍ଷା ବେଳେ ବିସ୍ଫୋରଣ ହୋଇଛି। ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟ ଗ୍ରହକୁ ମହାକାଶଚାରୀଙ୍କୁ ପଠାଇବା ନିମନ୍ତେ ସ୍ପେସ୍‌ଏକ୍ସ ଏହି ରକେଟ ଡିଜାଇନ ପ୍ରସ୍ତୁତ କରିଥିଲା।...

ପ୍ରବାସୀ ଶ୍ରମିକଙ୍କୁ ୩ ମାସରେ ରାଶନ କାର୍ଡ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୪: ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଶନ କାର୍ଡ ଯୋଗାଇଦେବା ଲାଗି ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆଉ ୩ ମାସ ସମୟ ଦେଇଛନ୍ତି। ସରକାରଙ୍କ ଲାଭଦାୟକ ଯୋଜନାର ସୁଫଳ ସେମାନଙ୍କୁ ମିଳିବା ଆବଶ୍ୟକ ବୋଲି...

ବୋମା ତିଆରିରେ ସିଦ୍ଧହସ୍ତ ଗୁଡ୍ଡୁ ମୁସ୍‌ଲିମ

ଲକ୍ଷ୍ନୌ,୨୧ା୪: ୨୦୨୩ ଫେବୃୟାରୀ ୨୪। ପ୍ରୟାଗରାଜର ଧୂମାନଗରରେ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କୁ ଟାର୍ଗେଟ କରାଯାଇଥିଲା। ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦଙ୍କ ପୁଅ ଅସଦ ଅହମ୍ମଦ ଓ ଶାର୍ପ ଶୁଟର ଗୁଲାମ ମହମ୍ମଦ (ଏନ୍‌କାଉଣ୍ଟରରେ ଉଭୟେ ମୃତ)...

ପଳାତକ ଖଲିସ୍ତାନୀ ନେତାଙ୍କ ସ୍ତ୍ରୀଙ୍କୁ ଜେରା

ଅମୃତସର,୨୦ା୪: ପଳାତକ ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କ ସ୍ତ୍ରୀ କିରନଦୀପ୍‌ କୌର ଗୁରୁବାର ବିମାନ ଯୋଗେ ଲଣ୍ଡନ ପଳାଇଯିବାକୁ ଉଦ୍ୟମ କରୁଥିଲେ। ସେତିକିବେଳେ ଇମିଗ୍ରେଶନ ଅଧିକାରୀମାନେ ତାଙ୍କୁ ଅମୃତସରର ଶ୍ରୀଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖି ଜେରା କରୁଛନ୍ତି।...

ଇସ୍ତଫା ଦେଲେ ମଣିପୁରର ଆଉ ଜଣେ ଭାଜପା ବିଧାୟକ

ଇମ୍ଫାଲ,୨୦।୪: ମଣିପୁରର ଭାଜପା ବିଧାୟକ ପାଓନାମ ବ୍ରୋଜେନ ଗୁରୁବାର ମଣିପୁର ବିକାଶ ସୋସାଇଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଇସ୍ତଫା ଦେଇଛନ୍ତି। ଉତ୍ତର-ପୂର୍ବ ରାଜ୍ୟରୁ ବ୍ରୋଜେନ ହେଉଛନ୍ତି ଦଳର ତୃତୀୟ ବିଧାୟକ,...

ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ

ମୁମ୍ବାଇ,୨୦ା୪: ଆଦାନୀ-ହିଣ୍ଡେନ୍‌ବର୍ଗ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ଇତିମଧ୍ୟରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ତାଙ୍କ ବାସଭବନରେ...

ଏସିଡ୍‌ ଆକ୍ରମଣରେ ବରକନ୍ୟାଙ୍କ ସମେତ ୧୨ ଆହତ

ଜଗଦଲପୁର,୨୦ା୪: ଛତିଶଗଡ଼ର ବସ୍ତର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ବିବାହ ଉତ୍ସବ ଚାଲିଥିବା ବେଳେ କେହି ଦୁର୍ବୃତ୍ତ ଏସିଡ୍‌ ଭଳି ସାମଗ୍ରୀ ଫିଙ୍ଗିବାରୁ ବରକନ୍ୟାଙ୍କ ସମେତ ସେମାନଙ୍କର ୧୦ ଜଣ ସମ୍ପର୍କୀୟ ପୋଡ଼ିହୋଇ ଆହତ ହୋଇଛନ୍ତି। ଭାନପୁର ଥାନା ଅନ୍ତର୍ଗତ...

ପୁଞ୍ଛ-ଜମ୍ମୁରେ ସେନା ଗାଡ଼ିରେ ନିଆଁ ଲାଗିବା ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଶ୍ରୀନଗର,୨୦।୪: ଜମ୍ମୁ-କଶ୍ମୀରର ପୁଞ୍ଛରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଛ-ଜମ୍ମୁ ନ୍ୟାସନାଲ ହାଇଓ୍ବେରେ ସେନା ଟ୍ରକରେ ଭୟଙ୍କର ନିଆଁ ଲାଗିବା ଘଟଣାରେ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଆହତଙ୍କୁ ରାଜୌରୀର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା...

ନରୋଡା ହିଂସା ମାମଲାରେ ମାୟା କୋଡନାନୀ, ବାବୁ ବଜରଙ୍ଗି ସମେତ ସମସ୍ତ ୬୯ ଅଭିଯୁକ୍ତ ମୁକ୍ତ, ୧୧ ଜଣଙ୍କର ହୋଇଥିଲା ମୃତ୍ୟୁ

ଗାନ୍ଧିନଗର,୨୦।୪: ନରୋଡା ହିଂସା ମାମଲାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନୀ, ବାବୁ ବଜରଙ୍ଗି, ଜୟଦୀପ ପଟେଲ ସମେତ ୬୯ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୭ ଫେବୃୟାରୀ ୨୦୦୨ରେ ଅଯୋଧ୍ୟାରୁ ଫେରୁଥିବା ସାବରମତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri