ଜାତୀୟ

ସତର୍କ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ,୮ା୪: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ହସ୍ପିଟାଲଗୁଡ଼ିକରେ ଆସନ୍ତା ସପ୍ତାହରେ ମକ୍‌ଡ୍ରିଲ୍‌ କରାଇବା ପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏପ୍ରିଲ ୧୦ ଓ...

ବିବାଦରେ ଆଇଟି ନିୟମାବଳୀ ସଂଶୋଧନ

ନୂଆଦିଲ୍ଲୀ, ୮ା୪ (ପି.ଟି.): ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀରେ କରାଯାଇଥିବା କଠୋର ସଂଶୋଧନ ସରକାରଙ୍କୁ ମିଛ ଖବର ନିର୍ଦ୍ଧାରଣ କରିବା ପାଇଁ ନିରଙ୍କୁଶ କ୍ଷମତା ଦେବ। ଏଭଳି ସଂଶୋଧନ ଅତ୍ୟନ୍ତ ଚିନ୍ତାଜନକ ବୋଲି ଏଡିଟର୍ସ ଗିଲ୍ଡ ଶୁକ୍ରବାର କହିଛି। ସରକାର...

ଟିଏମ୍‌ସି ନେତ୍ରୀ ନୀଳିମାଙ୍କ ସମେତ ପରିବାରର ୩ ଜଣଙ୍କୁ ହତ୍ୟା

କୋଲକାତା, ୭ା୪ ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲା ଅନ୍ତର୍ଗତ ସିତଲକୁଚିଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ନୀଳିମା ବର୍ମନ, ତାଙ୍କ ସ୍ବାମୀ ବିମଲ ବର୍ମନ ଓ ସେମାନଙ୍କ ଝିଅ ରୁନା ବର୍ମନଙ୍କୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ସେମାନଙ୍କର...

ରାଗରେ ମୋବାଇଲ୍‌ ଗିଳିଦେଲେ ନାବାଳିକା

ଗ୍ବାଲିଓର,୭।୪:  ରାଗରେ ଥିବା ଲୋକ କେତେବେଳେ କ’ଣ କରି ବସେ ତା’ର କିଛି ଠିକଣା ରୁହେନି। ମଧ୍ୟପ୍ରଦେଶ ଗ୍ବାଲିଓରରେ ଜଣେ ନାବାଳିକା ରାଗିଯାଇ ମୋବାଇଲ୍‌ ଗିଳିଦେଇଥିବା ଘଟଣା ସାମ୍ନାକୁ ଆସିଛି। ଭିନ୍ଦ ଜିଲା ଆମୟାନରେ ନାବାଳିକାଙ୍କ ଘର। ନାବାଳିକା ଜଣକ...

ମହାରାଷ୍ଟ୍ରରେ ବଢୁଛି କରୋନା: ଗୋଟିଏ ଦିନରେ ୯୦୦ରୁ ଅଧିକ ମାମଲା, ୩ ମୃତ

ମୁମ୍ବାଇ,୭।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୨୬ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିଯୋଗୁ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୪୪୮୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କରୋନାରେ ରାଜ୍ୟରେ ୩ ଜଣଙ୍କ...

୯ ବର୍ଷରେ ଦଳ ଛାଡିଛନ୍ତି ୨୩ ନେତା, ସମସ୍ତଙ୍କର ଗୋଟିଏ କାରଣ- ରାହୁଲ ଶୁଣୁ ନାହାନ୍ତି

ନୂଆଦିଲ୍ଲୀ,୭।୪: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ ବହ ଅଡୁଆରେ ପଡିଛି କଂଗ୍ରେସ। ଗତ ୨ ଦିନ ହେବ ଦଳକୁ ଆହୁରି ଝଟକା ଲାଗିଛି। ଗୁରୁବାର ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଭାରତୀୟ...

ଦେବଭୂମି ଉତ୍ତରାଖଣ୍ଡରେ ଏବେ ଧ୍ୱଂସ ହେବ ଅବୈଧ ଧର୍ମପୀଠ

ଡେରାଡୁନ,୭।୪: ଉତ୍ତରାଖଣ୍ଡରେ କିଛିଦିନ ହେବ ସରକାରୀ ଜମିରେ ଅବୈଧ ଭାବେ ଧର୍ମପୀଠ ନିର୍ମାଣ ହେବା ଦେଖିବାକୁ ମିଳୁଛି। ଏହାକୁ ନେଇ ଏବେ ରାଜ୍ୟ ସରକାର ଖୁବ କଠୋର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ପଷ୍ଟ କରିଛନ୍ତି କି ଦେବଭୂମି...

ଖୁସି ହେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୭।୪: ବରିଷ୍ଠ ଲେଖିକା ତଥା ସମାଜସେବି ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ସୁଧା ମୂର୍ତ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ। ସୁଧାଙ୍କ ଝିଅ ଅକ୍ଷରା ମୂର୍ତ୍ତିଙ୍କୁ...

‘ମୁଁ କେବେ ଭାବି ନ ଥିଲି କଂଗ୍ରେସ ଛାଡିବି ହେଲେ…’ ଭାଜପାରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଲେ କିରଣ କୁମାର

ଅମରାବତି,୭।୪: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ସେ କଂଗ୍ରେସ କାହିଁକି ଛାଡିଲେ। କଂଗ୍ରେସର ପୂର୍ବତନ ନେତା...

ଦକ୍ଷିଣ ଭାରତରେ ମିଶନାରୀଙ୍କ ଅପେକ୍ଷା ଅଧିକ ସେବା କରିଛନ୍ତି ହିନ୍ଦୁ ଧର୍ମଗୁରୁ: ଭାଗବତ

ଜୟପୁର,୭।୪: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଅରଏସଏସ)ର ସହସଂଘଚାଳକ ଡା. ମୋହନ ଭାଗବତ ଶୁକ୍ରବାର ଜୟପୁରର ଜାମଡୋଲାରେ କେଶବ ବିଦ୍ୟାପୀଠରେ ରାଷ୍ଟ୍ରୀୟ ସେବା ଭାରତିର ସେବା ସଙ୍ଗମର ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦକ୍ଷିଣ ଭାରତରେ...

କରୋନାର ନୂଆ ଲହର ଆଶଙ୍କା କରି ହେଲା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ କହିଲେ, ୧୦-୧୧ ଏପ୍ରିଲରେ ହେବ ମକ ଡ୍ରିଲ

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଦେଶରେ ବଢି ଚାଲିଥିବା କରୋନା...

ଲୋକତନ୍ତ୍ର ନୁହେଁ, ଗାନ୍ଧୀ ପରିବାର ବିପଦରେ; ବିରୋଧୀ ଯେତେ କାଦୁଅ ଫିଙ୍ଗିଲେ ପଦ୍ମ ସେତେ ଫୁଟିଲା

ଲକ୍ଷ୍ନୌ,୭।୪: ଗଙ୍ଗା ଓ ଯମୁନାର ଦୋଆବାରେ ଥିବା କଡା ଧାମରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୌଶଂବି ସହ ପୂର୍ବାଞ୍ଚଳ ଓ ବୁନ୍ଦେଲଖଣ୍ଡ ପରିଦର୍ଶନ କରିଛନ୍ତି। ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ସେ ଜନତାଙ୍କୁ ଭାରତୀୟ ଜନତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri