ଲକ୍ଷ୍ନୋ, ୨୦।୪: ସମାଜବାଦୀ ପାର୍ଟିର ନେତା ଅବଦୁଲ୍ଲା ଆଜାମ ଖାନ ତାଙ୍କର ଏକ ମାମଲାର ଶୁଣାଣି ଲାଗି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ତରଫରୁ ଦାଖଲ ହୋଇଥିବା ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। ତେବେ ମାମଲାର ଶୁଣାଣି...
ନୂଆଦିଲ୍ଲୀ,୨୦।୪ : ସୁପ୍ରିମକୋର୍ଟର ସୁଇପରମାନଙ୍କୁ ଆଉ ଜମାଦାର କୁହାଯିବ ନାହିଁ। ଏବେ ସେମାନଙ୍କୁ ସୁପରଭାଇଜର କୁହାଯିବ। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କିଛି ପଦବୀର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇ କହିଛନ୍ତି, ଏହି ଶବ୍ଦଗୁଡିକ ଉପନିବେଶବାଦୀ ମାନସିକତାକୁ...
ଚଣ୍ଡିଗଡ଼,୨୦।୪: ହରିୟାଣା ମହିଳା କମିଶନ ଅଧ୍ୟକ୍ଷା ରେନୁ ଭାଟିଆଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଭାଟିଆ ଗୋଟିଏ ପଟେ ଲିଭ ଇନ ରିଲେସନଶିପ ଆଇନର ପରିବର୍ତ୍ତନ ଦାବି କରିଛନ୍ତି, ଅନ୍ୟପଟେ ସେ କହିଛନ୍ତି ଲିଭ ଇନ ରିଲେସନଶିପ ଆଇନରେ...
Page 1,564 of 4,867« First«...102030...1,5621,5631,5641,5651,566...1,5701,5801,590...»Last »
Archives
Model This Week
ପିଲାଙ୍କ ଧରିତ୍ରୀ