ଜାତୀୟ

ହରିୟାଣା ମହିଳା କମିଶନ ଅଧ୍ୟକ୍ଷାଙ୍କ ବିବାଦୀୟ ବୟାନ

ଚଣ୍ଡିଗଡ଼,୨୦।୪: ହରିୟାଣା ମହିଳା କମିଶନ ଅଧ୍ୟକ୍ଷା ରେନୁ ଭାଟିଆଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଭାଟିଆ ଗୋଟିଏ ପଟେ ଲିଭ ଇନ ରିଲେସନଶିପ ଆଇନର ପରିବର୍ତ୍ତନ ଦାବି କରିଛନ୍ତି, ଅନ୍ୟପଟେ ସେ କହିଛନ୍ତି ଲିଭ ଇନ ରିଲେସନଶିପ ଆଇନରେ...

ନିର୍ବାଚନ ପୂର୍ବରୁ ଶିବରାଜଙ୍କ ବଡ ଉପହାର!

ଭୋପାଳ,୨୦।୪: ନିର୍ବାଚନ ବର୍ଷରେ ମଧ୍ୟ ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂ ଚୌହାନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨ ଗୁଣା କରିଛନ୍ତି। ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଗଠନ କରାଯାଇଥିବା ସମିତି ତା’ର...

ମେ’୨୩ରେ ଅଷ୍ଟ୍ରେଲିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମେ’୨୩ରେ କ୍ୱାର୍ଡ ବୈଠକ ପାଇଁ ଚାରି ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ମୋଦି ଅଷ୍ଟ୍ରେଲିଆର ରାଜଧାନୀ ସିଡ଼ନୀରେ ଏକ ବଡ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥି...

ଅତିକ ଅହମଦ ମାମଲା: ମାୟାବତୀଙ୍କୁ ଟାର୍ଗେଟ କଲା ଭାଜପା

ଲକ୍ଷ୍ନୌ,୨୦।୪: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟ ସଭା ଏମପି ଓ ବରିଷ୍ଠ ଆଡଭୋକେଟ ମହେଶ ଜେଠମାଲାନି ମାଫିଆ ଅତିକ ଅହମଦଙ୍କୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳକୁ ଟାର୍ଗେଟ କରିଛନ୍ତି। ସେ ଅତିକଙ୍କ ଭଳି ଅପରାଧିଙ୍କୁ ସୁରକ୍ଷା ଦିଆଯାଉଥିବା ଦାବି...

ମନମୋହନ ସିଂଙ୍କ ଉପରେ ଦେଇଥିବା ବୟାନକୁ ନେଇ ଏବେ ବିବାଦରେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୪: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଆସିଯାଇଛି। ସୂଚନାଯୋଗ୍ୟ, ହିମନ୍ତ ଏକ ସାକ୍ଷାତକାରରେ କହିଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ମନମୋହନ...

ମୋଦି ଉପନାମ ମାମଲା: ସୁରଟ ସେସନ୍ସ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ…

ସୁରଟ,୨୦।୪ : ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ୍ସ କୋର୍ଟରୁ ବଡ଼ ଝଟକା ପାଇଛନ୍ତି। ରାହୁଲଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ରାହୁଲ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ସୁରଟର ା ସେସନ୍ସ କୋର୍ଟ...

ଗ୍ରୀଷ୍ମ ପ୍ରବାହ: ଦେଶର ୯୦ ପ୍ରତିଶତ ଅଞ୍ଚଳ ବିପଦପୂର୍ଣ୍ଣ, ୫୦ ବର୍ଷ ମଧ୍ୟରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୦।୪ : ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ବିପଜ୍ଜନକ ହୋଇପଡୁଛି। ଦେଶର ୯୦ ପ୍ରତିଶତରୁ ଅଧିକ ଏବଂ ସମଗ୍ର ଦିଲ୍ଲୀ ପ୍ରଭାବର ବିପଦପୂର୍ଣ୍ଣ ଜୋନରେ ରହିଛି। ଏକ ନୂତନ ଅଧ୍ୟୟନରେ ଏହି ବିଷୟ ସାମ୍ନାକୁ...

ଭାଜପାର ଷ୍ଟାର ପ୍ରଚାରକ ତାଲିକାରୁ ହଟିଲା ତେଜସ୍ବୀ ସୂର୍ଯ୍ୟାଙ୍କ ନାମ, କଂଗ୍ରେସ ନେଲା ମଜା

ବେଙ୍ଗାଲୁରୁ,୨୦।୪: ଦକ୍ଷିଣ ବେଙ୍ଗାଲୁରୁର ଏମପି ତେଜସ୍ବୀ ସୂର୍ଯ୍ୟାଙ୍କ ନାମ କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭାରତୀୟ ଜନତା ପାର୍ଟି(ଭାଜପା) ଷ୍ଟାର ପ୍ରଚାରକ ତାଲିକାରେ ନାହିଁ। ତେଜସ୍ବୀ ଆରଏସଏସର ସ୍ବୟଂସେବକ ଓ ଭାଜପାର ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ରହିଛନ୍ତି। ସେ ତାଙ୍କ...

ଫିଲ୍ମ ରିଲିଜ ପୂର୍ବରୁ ସଲମାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ,୨୦।୪: ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ବହୁତ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମ ରିଲିଜ ହେବା...

ଦଳରୁ ନିଲମ୍ବିତ ହେଲେ କଂଗ୍ରେସ ନେତା, ଅତିକ୍‌ଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ଲକ୍ଷ୍ନୌ,୨୦।୪: ପ୍ରୟାଗରାଜରେ ଅତିକ୍‌ ଅହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତାଙ୍କୁ ସିଟି କଂଗ୍ରେସ କମିଟି ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି। ସୂଚନାଯୋଗ୍ୟ, କଂଗ୍ରେସ ନେତା ତଥା କାଉନସିଲର ପ୍ରାର୍ଥୀ ରାଜକୁମାର ଅତିକ୍‌ଙ୍କ କବର ଉପରେ...

‘ମୋଦି’ ସରନେମ ମାମଲାରେ ରାହୁଲଙ୍କୁ ମିଳିପାରେ ଆଶ୍ୱସ୍ତି, ଆଜି ସୁରଟ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୨୦।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦି’ ସରନେମକୁ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଗୁରୁବାର ସୁରଟର ଏକ କୋର୍ଟ ରାୟ ଶୁଣାଇବେ। ସୂଚନାନୁସାରେ,କଂଗ୍ରେସ କର୍ମୀମାନେ ଆଶାବାଦୀ ଅଛନ୍ତି, ଆଜିର ନିଷ୍ପତ୍ତିରେ ରାହୁଲଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ପ୍ରକାଶ ପାଇଛି।...

ଆଶାଙ୍କୁ ଲତା ଦୀନାନାଥ ମଞ୍ଜେସ୍‌କର ପୁରସ୍କାର

ମୁମ୍ବାଇ,୨୦।୪: ଖ୍ୟାତନାମା ଗାୟୀକା ଆଶା ଭୋସଲେଙ୍କୁ ଲତା ଦୀନାନାଥ ମଞ୍ଜେସ୍‌କର ପୁରସ୍କାରରେ ସମ୍ମାନିତ କରାଯିବ। ଏ ନେଇ ମଙ୍ଗଳବାର ମଞ୍ଜେସ୍‌କର ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଲତା ମଞ୍ଜେସ୍‌କରଙ୍କ ଉଦ୍ଦେଶ୍ୟରେ ପରିବାର ଓ ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri