ଜାତୀୟ

ଚାଇନା ନୁହେଁ ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ଦେଶ

ନୂଆଦିଲ୍ଲୀ,୧୯।୪: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚାଇନା ନୁହେଁ। ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁୂ ଅଧିକ ଜନବହୁଳ ଦେଶ। ଚଳିତ ବର୍ଷ ଆରମ୍ଭରେ ଗ୍ଲୋବାଲ ଏକ୍ସପର୍ଟସ ଅନୁମାନ କରିଥିଲେ କି ୨୦୨୩ରେ ଭାରତ ସବୁଠାରୁ ଅଧିକ ଜନବହୁଳ...

ନିର୍ବାଚନ ସମୟରେ କଂଗ୍ରେସ ଦେଖାଉଛି ଲିଙ୍ଗାୟତ ପ୍ରେମ: ଭାଜପା…

ବେଙ୍ଗାଲୁରୁ,୧୯।୪ : କର୍ନାଟକରେ ଶାସକ ଭାରତୀୟ ଜନତା ପାର୍ଟି କଂଗ୍ରେସକୁ ଟାର୍ଗେଟ କରିଛି। ରାଜ୍ୟରେ ରାଜନୈତିକ ପ୍ରଭାବଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ଭୋଟରଙ୍କ ପ୍ରତି କଂଗ୍ରେସ ଅବହେଳା କରିଛି ଏବଂ ବିଶ୍ୱାସଘାତକତା କରିଛି। କଂଗ୍ରେସକୁ କଡ଼ା ସମାଲୋଚନା କରି ମୁଖ୍ୟମନ୍ତ୍ରୀ ବାସଭରାଜ...

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଗୁରୁବାର, ୧୦ ବର୍ଷ ପରେ ହାଇବ୍ରିଡ୍‌ ପରାଗ, ଭାରତରେ ପାଳନ ହେବନି ସୂତକ…

ନୂଆଦିଲ୍ଲୀ,୧୯।୪ : ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ଗୁରୁବାର ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣ ବୈଶାଖ ମାସର ଅମାବାସ୍ୟା ଦିନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟପରାଗର ବିଶେଷ ମହତ୍ତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର...

ପ୍ରୟାଗରାଜ କୋର୍ଟରେ ହାଜର ହେବେ ଅତିକ-ଅଶରଫଙ୍କ ହତ୍ୟାକାରୀ, ପୋଲିସ ମାଗିଛି ୧୪ ଦିନିଆ ରିମାଣ୍ଡ

ପ୍ରୟାଗରାଜ,୧୯।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟାକରୀଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ପ୍ରୟାଗରାଜର ସିଜେଏମ କୋର୍ଟ ନିଆଯାଉଛି। ଏହି କୋର୍ଟରେ ମାମଲା ସହ ଜଡିତ ଓକିଲଙ୍କ ବ୍ୟତୀତ ଅନ୍ୟ କୌଣସି ଓକିଲଙ୍କୁ ପ୍ରବେଶ ଅନୁମତି ଦିଆଯାଇ...

ଦୈନିକ ସଂକ୍ରମଣ ୧୦ ହଜାର ଟପିଲା, ସକ୍ରିୟ ମାମଲା ୬୩ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୧୯।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...

ଦୁର୍ଘଟଣାମୁକ୍ତ ସେବା ପାଇଁ ଓଡ଼ିଶା ଡ୍ରାଇଭର ପୁରସ୍କୃତ

ନୂଆଦିଲ୍ଲୀ,୧୯ା୪ : ଦୀର୍ଘ ୩୪ ବର୍ଷ ଧରି ଦୁର୍ଘଟଣାମୁକ୍ତ ସେବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଡ୍ରାଇଭର ଶେଖ୍‌ ଦୟାନ ମଙ୍ଗଳବାର ପୁରସ୍କୃତ ହୋଇଛନ୍ତି। ଆସୋସିଏଶନ ଅଫ୍‌ ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ (ଏଏସ୍‌ଆର୍‌ଟିୟୁ) ପକ୍ଷରୁ ଏହି...

ମହାନଦୀ ଟ୍ରିବ୍ୟୁନାଲର ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ

ରାୟପୁର,୧୯ା୪ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମଙ୍ଗଳବାରଠାରୁ ଛତିଶଗଡ଼ରେ ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ କରିଛି। ନଦୀ ତଳମୁଣ୍ଡକୁ କେତେ ଜଳ ପ୍ରବାହିତ ହେଉଛି ଏବଂ ଅଣମୌସୁମୀ ଋତୁରେ ନଦୀରେ କେତେ ଜଳ ଉପଲବ୍ଧ ରହୁଛି ଓ ବ୍ୟବହୃତ...

ଜାତି ଗଣନା, କୋଟା ସୀମା ଉଚ୍ଛେଦ ବିରୋଧୀଙ୍କ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ,୧୯ା୪(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତେବେ ଭାଜପାକୁ କ୍ଷମତାରୁ ହଟାଇବାକୁ ଜାତିଭିତ୍ତିକ ଜନଗଣନା ଏବଂ ସ୍ଥାନ ସଂରକ୍ଷଣ ସୀମା ହ୍ରାସ ଦାବି ଲାଗି ବିରୋଧୀଙ୍କ ମିଳିତ ଦାବି...

ସମଲିଙ୍ଗୀ ବିବାହକୁ ୩୩ ଦେଶରେ ସ୍ବୀକୃତି

ନୂଆଦିଲ୍ଲୀ,୧୯।୪: ଭାରତରେ ସମଲିଙ୍ଗୀ ବିବାହକୁ ନେଇ ଆଇନଗତ ଲଢେଇ ଜାରି ରହିଥିବା ବେଳେ ବିଶ୍ୱରେ ଏମିତି ଅନେକ ଦେଶ ରହିଛି ଯେଉଁଠି ଏହାକୁ ମାନ୍ୟତା ମିଳିଛି। ସେହି ଦେଶଗୁଡିକ ହେଉଛି କ୍ୟୁବା, ଆଣ୍ଡୋରା, ସ୍ଳୋଭେନିଆ, ଚିଲି, ସୁଇଜରଲାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ,...

ପର୍ସନାଲ ଲ’ ଆଧାରରେ ହେବନି ବିଚାର

ନୂଆଦିଲ୍ଲୀ,୧୯।୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଲାଗି ହୋଇଥିବା ଆବେଦନଗୁଡ଼ିକର ଶୁଣାଣ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠରେ ମଙ୍ଗଳବାର ଆରମ୍ଭ ହୋଇଛି। ତେବେ ବିବାହ ସମ୍ପର୍କିତ ପର୍ସନାଲ ଲ’ ଆଧାରରେ ଉକ୍ତ ଆବେଦନର ବିଚାର କରାଯିବ ନାହିଁ...

ସିସୋଡିଆଙ୍କ ଜାମିନ ଆବେଦନ ରାୟ ୨୬ ଯାଏ ସଂରକ୍ଷିତ

ନୂଆଦିଲ୍ଲୀ,୧୯।୪(ପି.ଟି.): ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ରାୟକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୨୬ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ତଦନ୍ତ ପାଇଁ...

୩ ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ପାଟନା, ୧୯।୪: ବିହାର ରାଜଧାନୀ ପାଟନାର ବିହତା ବ୍ଲକରେ ଜଣେ ମହିଳାଙ୍କ ସମେତ ୩ ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ପୋଲିସ ୪୪ ଜଣଙ୍କୁ ଗିରଫ କରିଛି। ଏଥିସହ ୫୦ ଗାଡ଼ି ଜବତ କରିଛି। ପାଟନା ଡିଷ୍ଟ୍ରିକ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri